Browsing Category

ଓଡିଶା

ଚିକିତ୍ସା ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ, ଧାରଣାରେ ବସିଲେ ପରିବାର ଲୋକ…

ବାଲେଶ୍ୱର: ନବଜାତର ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ନବଜାତ କନ୍ୟାର ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ଧାରଣାରେ ବସିଲେ ପରିବାର ଲୋକ । ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂ ହୋମ୍‌ରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ, ୨ ଗୁରୁତର

ବଲାଙ୍ଗିର: ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କାରେ ଗଲା ୨ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି, ତାଙ୍କ ନାଁ କପୁର ଚାନ୍ଦ ପୁଞ୍ଜି। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାରେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲର ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ

ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଲା ସ୍କୁଲ ବସ୍ , ୧୫ ଛାତ୍ରଛାତ୍ରୀ ଆହତ…

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ସ୍କୁଲ ପିଲାଙ୍କୁ ନେଇ ଚନ୍ଦାହାଣ୍ଡିରୁ ଫଟିକି ଯାଉଥିବା ସମୟରେ ମୋହରା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ବସ୍ ରେ ବସିଥିବା

ରାସ୍ତାକାମ ପାଇଁ ପିପିଲି ବିଧାୟକଙ୍କୁ ଚିଠି ଲେଖିଥିଲେ ଦ୍ୱିତୀୟ ଶ୍ରେଣୀର ଛାତ୍ର ଆଜି ଏକାଠି କଲେ ଭିତ୍ତି ପ୍ରସ୍ତର…

ପିପିଲି: ଦ୍ୱିତୀୟ ଶ୍ରେଣୀ ଛାତ୍ରର ଚିଠି ପରେ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପିପିଲି ବିଧାୟକ । ଆଜି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ସମ୍ପୃକ୍ତ ଛାତ୍ର ମିଶି ଡେଲାଙ୍ଗ ମାଇନର କେନାଲ ରାସ୍ତାର ମରାମତି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚାନା

ଝିଅକୁ ବାପା ମାରିବା ଘଟଣା: ଗାଁର ୩ ଜଣ ଅଟକ

ଗୋପ : ଝିଅକୁ ନିର୍ଦ୍ଦୟ ଭାବେ ହତ୍ୟା ଘଟଣାରେ ୩ ଅଟକ। ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ୩ ଜଣ ଝିଅକୁ ହତ୍ୟା କରିବାରେ ସହଯୋଗ କରିଥିଲେ। ଜନ୍ମକଲା ବାପା, ସାବତ ମା ଓ ସାବତ ମାମୁଙ୍କ ସହ ମିଶି ନିଜ ଝିଅକୁ ପୋଡି ହତ୍ୟା କରିଥିଲେ।

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର…

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ୱଳାପୁର ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମଣିହୀରା। ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ୫ ଟି

ଖୋଲିଲା ଧବଳେଶ୍ୱର ପୀଠ

ଆଠଗଡ଼ : ଭକ୍ତଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠୁ ଧବଳେଶ୍ୱର ପୀଠକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି । ଝୁଲା ପୋଲ ବଦଳରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଭକ୍ତ । ଦିନ ୧୦ ଟାରୁ ବାବା ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ପାଇଁ ଖୋଲିବ ଅସ୍ଥାୟୀ ରାସ୍ତା ।

ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଉପରେ ଆଲୋଚନା ଚକ୍ର…

ମାଲକାନଗିରି, ୧୧/୧/୨୩: ମାଲ୍ୟବନ୍ତ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ "ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ" ବିଷୟବସ୍ତୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଛି।

ହକି ବିଶ୍ୱକପ୍‌ ଉଦଘାଟନୀ ପାଇଁ ଆସନ୍ତାକାଲି ରାଜ୍ୟରେ ଦିନ ୧ ଟାରୁ ସ୍କୁଲ ଛୁଟି..

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଉଦଘାଟନୀ ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ

ଜାନୁଆରି ୧୬ରେ ଭୁବନେଶ୍ବର ଆସିବ ବିଜୁବାବୁଙ୍କ ଡାକୋଟା ବିମାନ…

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ ଓଡ଼ିଶା ଆସୁଛି। ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି। ‘ଡାକୋଟା’ ବିମାନକୁ