Browsing Category

ଓଡିଶା

ଭିଜିଲାନ୍ସ ହାତରେ ପଡ଼ିଲେ ଏଆର୍‌ଆଇ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆର୍‌ଆଇ)। ତାଙ୍କ ନାଁ ଜଗଦୀଶ ବେହେରା। ସେ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗାଁ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି। ସାନମସିଗାଁର ବୈଜୟନ୍ତୀ

୧୧ ତାରିଖ ମଧ୍ୟରାତ୍ରୀରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ…

ଆଠଗଡ଼ : ୫ ଦଫା ଦାବିରେ ଜାନୁଆରୀ ୧୧ ତାରିଖ ମଧ୍ୟରାତ୍ରୀରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଟ୍ରକ୍ ମାଲିକ ସଂଘ। ଶୁକ୍ରବାର କଟକ ଜିଲ୍ଲାର ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି

କମିଶନରେଟ୍‌ ପୁଲିସ୍‌କୁ କେସ୍‌ ଡାଏରୀ ମାଗିଲେ ଓଡିଶା ହାଇକୋର୍ଟ…

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ କେସ୍‌ ଡାଏରୀ ମାଗିଲେ ଓଡିଶା ହାଇକୋର୍ଟ। ହନିଟ୍ରାପ୍‌ କୁଇନ୍ ଅର୍ଚ୍ଚନା ନାଗର ଜାମିନ ଆବେଦନ ପ୍ରସଙ୍ଗରେ କେସ୍‌ ଡାଏରୀ ଦାଖଲ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି କେସ୍ ଡାଏରୀକୁ ଅନୁଧ୍ୟାନ କରିବା ପରେ ଯାହା କିଛି

କ୍ରାଇମବ୍ରାଞ୍ଚ କରିବ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ…

କଟକ: ମଡେଲ୍‌ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମାମଲାର ତଦନ୍ତ ୩ ମାସ ଭିତରେ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାୟା ନଗରୀ ମୁମ୍ୱାଇରେ ମଡେଲିଂ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ ହସ୍ପିଟାଲ…

ଭୁବନେଶ୍ବର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରିଣ ସମୀକ୍ଷାରୁ ବୈଠକରୁ ଏହା

ଆସିକା ଥାନା ସର୍ବଭାରତୀୟ ସ୍ତରରେ ହାସଲ କଲା ପ୍ରଥମ ସ୍ଥାନ…

ଭଞ୍ଜନଗର: ଓଡିଶା ପୋଲିସ ଇତିହାସରେ ପ୍ରଥମ । ଗଂଜାମ ଜିଲ୍ଲା ଆସିକା ଥାନାକୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନର ମାନ୍ୟତା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଆଧାରରେ ଘୋଷଣା ହୋଇଛି । ବୃତ୍ତିଗତ ପାରଦର୍ଶିତା , ସ୍ବଚ୍ଛତା , ନିଷ୍ଠାପରତା , ତ୍ବରିତ

ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନେଇ ସ୍ୱୀକୃତି ଦେଇଛି FIH : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କାହିଁକି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ, ତା’ର ଜବାବ ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । କହିଛନ୍ତି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନେଇ ସ୍ୱୀକୃତି ଦେଇଛି FIH । ସିଟିଂ କ୍ଷମତା ଆଧାରରେ ଏହା

ଆଜି ପାଳତି ହୋଇଛି ପବିତ୍ର ପୁଷ୍ୟାଭିଷେକ ନୀତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ…

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା

ଦକ୍ଷତାର ବିକାଶ ଛାତ୍ର ଜୀବନର ମୂଳମନ୍ତ୍ର…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ୟୋଗୀ ଏବଂ ବୃତ୍ତି କେନ୍ଦ୍ର (ଇଉ.ଇ.ସି.ଏଚ.) ଅନୁକୁଲ୍ୟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡି.ପି.ସି ଓ ଟୁର ଡି.ଜି.ଏମ ଦୀପକ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଛାତ୍ର ଜୀବନରେ ମନର ପ୍ରଶ୍ନ, ଆଶା ଓ

ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ…

ଭୁବନେଶ୍ବର: ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ । ଆଜି ଇଡିରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ । EDରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ