Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତିନିଦିନ ଉପାସ ରହିବା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର:ତିନିଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ଭୁବନେଶ୍ୱର ସର୍କିଟଆଉସ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୪ ସେବାୟତ ନିଯୋଗ ସହ ବସିଥିବା ବୈଠକରେ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେବାୟତଙ୍କ ସହ ଜିଲ୍ଲାପାଳ ଅଲୋଚନା କରିବା!-->…
ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ; କାର୍ଯ୍ୟକୁ ଫେରିଲେ ଓକିଲ, ଉଠିଲା ୧୪୪ ଧାରା
ସମ୍ବଲପୁର: ପ୍ରାୟ ୨୦ ଦିନ ପରେ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ। କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର!-->…
ନକଲି ବିଦେଶୀ ମଦ କାରଖାନା ଠାବ: ଜିଲ୍ଲା ପରିଷଦ ସଭ୍ୟ ସମେତ ୨ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରୁ ନକଲି ବିଦେଶୀ ମଦ କାରଖାନା ଠାବ । ଅବକାରୀ ବିଭାଗ ଚଢ଼ାଉ ବେଳେ ଭୁବନ ଏକତାଳି ଗାଁରୁ ଏହି ନକଲି ମଦ କାରଖାନା ଠାବ ହୋଇଛି । ଏହି ଘଟଣାରେ ଜିଲ୍ଲା ପରିଷଦ ସଭ୍ୟ, କନେଷ୍ଟବଳ ଓ ତାଙ୍କ ଭାଇ ଗିରଫ ହୋଇଛନ୍ତି । ସେମାନେ ହେଲେ ଭୁବନ ଜୋନ-୩ର ଜିଲ୍ଲା!-->…
ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ
ଭୁବନେଶ୍ବର : ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରରେ ୬୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପ୍ରଯୋଜନାରେ ଶୂନ୍ୟସ୍ୱରୂପ, ଆଶା ଭଳି କଳାତ୍ମକ ଫିଲ୍ମ ନିର୍ମାଣ କରିଥିଲେ। ଶୂନ୍ୟସ୍ୱରୂପ!-->…
ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ
ଭୁବନେଶ୍ୱର : ରାଜଧାନରେ ପୁଣି ଏକ ମର୍ଡର। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏପରି ଅଘଟଣ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି ସ୍ୱାମୀ।
ସୂଚନା ଅନୁଯାୟୀ, ମୃତ ମହିଳା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ!-->!-->!-->…
ସୁସ୍ଥ ହେଉଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ଏମ୍ସକୁ ସ୍ଥାନାନ୍ତର…
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏବେ ବାଲେଶ୍ୱର ଫକୀର ମୋହମ ମେଡିକାଲର ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ଛାତିରେ ସଂକ୍ରମଣ ଯୋଗଁ ଗତକାଲି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସଂଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ!-->…
ବସ୍ ସହ କାର୍ର ମୁହାଁମୁହିଁ ଧକ୍କା; ୨ ମୃତ, ୨ ଗୁରୁତର…
ଭବାନୀପାଟଣା: ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଓ କାର୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି!-->…
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ରୁଷିଆ ଚିପ଼୍ ଇଞ୍ଜିନିୟରଙ୍କର ମୃତ୍ୟୁ…
ପାରାଦୀପ: ଓଡ଼ିଶାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁଜନିତ ସସ୍ପେନ୍ସ ଉପରୁ ପରଦା ହଟି ନ ଥିବା ବେଳେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ପୁଣି ଜଣେ ରୁଷୀୟ ନାଗରିକ ଓଡ଼ିଶାରେ ଆଖି ବୁଜିଛନ୍ତି। ତାଙ୍କ ନାଁ ମିଲ୍ ୟାକୁବ୍ ସର୍ଜଇ ।
ପାରାଦୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଏହି!-->!-->!-->…
ସାରା ସଂସାରର ସବୁଠାରୁ ସୁନ୍ଦର ଶବ୍ଦ – ବୋଉ..
ଭୁବନେଶ୍ୱର: ବୋଉ ଅର୍ଥାତ୍ ସାରା ସଂସାର ସବୁଠୁ ସୁନ୍ଦର ଶବ୍ଦ, ସୁନ୍ଦର ଡାକ । ତେଣୁ ପ୍ରତ୍ୟେକ ଗର୍ବିତ ସ୍ୱାଭିମାନି ଓଡ଼ିଆ କୁହନ୍ତୁ ଯେ ମୋ’ ବୋଉ ସବୁଠୁ ସୁନ୍ଦର, ସବୁଠୁ ନିଆରା । ସମସ୍ତେ ପ୍ରୟାସ କରନ୍ତୁ ସୁମଧୁର ଶବ୍ଦ ଓ ଭାବଭରା ବୋଉ ଡାକକୁ ବଞ୍ଚାଇ ରଖିବାକୁ । ଜୟଦେବ ଭବନ ପରିସରରେ!-->…
୨୦୨୨ରେ ୨୨ କୋଟିର ବ୍ରାଉନସୁଗାର ଜବତ କରିଛି ଏସଟିଏଫ…
ଭୁବନେଶ୍ବର: ଏସଟିଏଫ ପକ୍ଷରୁ ୨୦୨୨ର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୨ରେ ଏସଟିଏଫ ୭୫ଟି ମାମଲାରେ ମୋଟ୍ ୧୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଅନ୍ୟ ୭ ରାଜ୍ୟର ୧୪ ଅପରାଧୀ ଥିବା ଜଣାଯାଇଛି। ଏନେଇ ଏସଟିଏଫ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।
!-->!-->!-->…