Browsing Category

ଓଡିଶା

ପୁରୀ ଜିଲ୍ଲା ଗୋପ କୁଶୁପୁରରେ ତୈଳ ଖନନ ପ୍ରକ୍ରିୟା ଆରମ୍ଭ

ଗୋପ : ପୁରୀ ଜିଲ୍ଲା ଗୋପ ନିକଟ କୁଶୁପୁରୁରେ ବାହାରିବ ତୈଳ । ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ ନେଇ ସେସମିକ ସର୍ଭେ ପରେ ଆରମ୍ଭ ହେଲା ଖନନ ପ୍ରକ୍ରିୟା। ଆଜି ପୂଜାର୍ଚ୍ଚନା କରାଯାଇ ଖନନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଅଏଲ ଇଣ୍ଡିଆ ପକ୍ଷରୁ ରିଗ ମେସିନ ଦ୍ୱାରା ସମୁଦାୟ ୨୨୭୫…

କଂଗ୍ରେସରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି…

ଭୁବନେଶ୍ବର: ଆଜି କଂଗ୍ରେସ ଦଳରେ ସାମିଲ ହେଲେ ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଏକଦା ଓଡିଶା ରାଜନୀତିରେ ବେଶ ଶକ୍ତିଶାଳୀ ଏବଂ ଚହଳ ପକାଇଥିବା ନେତା ହେଉଛନ୍ତି ପ୍ୟାରୀମୋହନ ମହାପାତ୍ର। ଆଜି ଅପରାହ୍ନରେ କଂଗ୍ରେସ ଭବନରେ ସେ ପ୍ରଭାରୀ ଚେଲ୍ଲା କୁମାର, ସଭାପତି ଶରତ ପଟ୍ଟନାୟକ…

ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୮ ଦିନ ବିତିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଗୁଳି ମାରି ହତ୍ୟା କରାଗଲା ତାହା ଜଣାପଡ଼ି ନାହିଁ । କ୍ରାଇମବ୍ରାଂଚ ମାମଲାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ମୁହଁ ଖୋଲୁନି । ନବ ଦାସଙ୍କ ହତ୍ୟାକାରୀ…

ହାଇ ସିକ୍ୟୁରିଟି ନମ୍ୱର ଉଲ୍ଲଂଘନ ପାଇଁ ୨୬୭୪ ଗାଡ଼ିକୁ ଜରିମାନା…

ଭୁବନେଶ୍ୱର :କଠୋର ହେଲେ ରାଜ୍ୟ ସରକାର। ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ୨୬୭୪ଟି ଯାନ ବିରୋଧରେ ଚାଲାଣ କାଟିଛି। ଫେବ୍ରୁଆରୀ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଭିତରେ ଏହି…

ନବ ଦାସ ହତ୍ୟା ଏକ ଆରେଞ୍ଜ ମର୍ଡର : ବିଜୟ ମହାପାତ୍ର

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ର ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମର୍ଡର। ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଛି। ଡିଜି କେତେ…

ମହିଳା ଥାନା ଅଧିକାରୀଙ୍କୁ ଧକ୍କା ଦେଲେ ଜୟ ନାରାୟଣ…

ସମ୍ବଲପୁର: ଜଣେ ମହିଳା ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ଆଣିଛନ୍ତି ଥାନା ଅଧିକାରୀ। ସେପଟେ ଥାନା ଅଧିକରୀଙ୍କ ବିରୁଦ୍ଧରେ ପାଲଟା…

ନିଆଁରେ ପୋଡିଗଲା ୩୦ ବଖରା ଘର; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ…

କାମାକ୍ଷାନଗର: ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ନିଆଁର ଧାସରେ ଜଳିଯାଇଛି ୩୦ ବଖରା ଘର । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଏବଂ ପରଜଙ୍ଗର ୨ଟି…

ଏଣିକି ନିୟମିତ ଭାବେ ବ୍ୟାୟାମ କରିବେ ପୋଲିସ, ପ୍ରତି ୧୫ ଦିନରେ କରାଯିବ ଓଜନ ଯାଞ୍ଚ…

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ପରେ ପୋଲିସର ତତ୍ପରତା । ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ବା ୟୁପିଡିରେ ଫିଟନେସ୍‌ ଚିନ୍ତା । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୭ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଆଇନ ଶୃଙ୍ଖଳା ବିଭାଗରେ କାର୍ଯ୍ୟରତ ଥିବା ପୋଲିସ…

ଚୌଦ୍ୱାର ଜେଲରେ ଗୋପାଳର ସୁରକ୍ଷା ସମ୍ପର୍କରେ ଆଲୋଚନା କଲେ ଡିଜି ମନୋଜ ଛାବ୍ରା

କଟକ: ନବ ଦାସ ମୃତ୍ୟୁ ମାମଲାରେ ଗିରଫ ପୂର୍ବତନ ଏଏସଆଇ ଗୋପାଳ ଦାସକୁ ଝାରସୁଗୁଡାରୁ ଚୌଦ୍ୱାର ପଠାଯାଇଛି । ତେବେ ଏହାପରେ ଚୌଦ୍ୱାରରେ ପହଞ୍ଚିଛନ୍ତି ବିଭାଗୀୟ ଡିଜି ମନୋଜ ଛାବ୍ରା । ଜେଲରେ ଗୋପାଳକୁ ରଖାଯିବା ପରେ ଚୌଦ୍ୱାର ଗସ୍ତରେ ଆସିଛନ୍ତି ଡିଜି । ଏଠାରେ ଗୋପାଳର ସୁରକ୍ଷା…

ମାଣ୍ଡିଆପଲ୍ଲୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି…