Browsing Category

ଓଡିଶା

ବାହାଘରର ଦୁଇ ଦିନ ପରେ ଦୁର୍ଘଟଣା ଚାଲିଗଲା ନବଦମ୍ପତିଙ୍କ ଜୀବନ

ବ୍ରହ୍ମପୁର: ଏଇ ଚାରି ଦିନ ତଳେ ସମ୍ପର୍କର ସୂତା ଖିଅରେ ଛନ୍ଦାଛନ୍ଦି ହୋଇ ଆରମ୍ଭ କରିଥିଲେ ନୂଆ ସଂସାର । ସାରା ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରେ ଝଟକୁଛି ବାହାଘର ତାରିଖ। ପ୍ରଭାଲିକାଙ୍କ ପାଖରେ ଲେଖାଅଛି ଭେନୁଙ୍କ ନାଁ । ହେଲେ ସତ ସତିକା ଜୀବନରେ…

ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଜିଅନ୍ତା ଜଳିଗଲେ ଦୁଇ ଯୁବକ

କଟକ: କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଜୀବନ୍ତ ଜଳିଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଘଟିଛି ଏଭଳି ଘଟଣା। ସୂଚନାନୁସାରେ ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍‌ ଗେଟ୍‌…

ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟି ଜଳିଗଲା ୧୧ ବଖରା

ବାଲେଶ୍ଵର: ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟି ନିଆଁରେ ଜଳିଗଲା ୧୧ବଖରା ଘର। ଏଥିରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ବସ୍ତିରେ ହୋଇଛି ଅଗ୍ନିକାଣ୍ଡ। ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ସିଂଲା ଥାନା କାଦରାୟାଂ…

୩୧ ତମ ରାଜ୍ୟ ଚଳଚିତ୍ର ପୁରସ୍କାର: ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଯାଇଛି ୩୧ତମ ରାଜ୍ୟ ଚଳଚିତ୍ର ପୁରସ୍କାର ଉତ୍ସବ- ୨୦୧୯ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ସିନେମା ଜଗତ ସହ ଜଡିତ ପରଲୋକଗତ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁ ଘଟଣାକୁ ନେଇ ତିନି ଦିନ ଆନ୍ଦୋଳନ କରିବ ବିଜେପି…

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ସମୀର ମହାନ୍ତି ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”? ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ରହିଯାଇଛି ବୋଲି…

କଂଗ୍ରେସରେ ରହି ବିଜେପି ମୁଖପାତ୍ରଙ୍କ ଭଳି ବୟାନ ଦେଇଛନ୍ତି ବିଜୟ: ଲେନିନ ମହାନ୍ତି

ଭୁବନେଶ୍ୱର: ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରେସ ମିଟ୍ । ଆସାପୂର୍ବକ କ୍ଷମତା ନମିଳିବା ପରେ ବିଜୟ ପଟ୍ଟନାୟକ ଏପରି କହିଛନ୍ତି ବୋଲି କହିଛି ବିଜେଡି । ବିଜୟ ପଟ୍ଟନାୟକଙ୍କ ମନର ଇଚ୍ଛା ଥିଲା ଯେ ଅବସର ପରେ ସେ ବିଜେଡିରେ ଯୋଗ ଦେଇ…

କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର…

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସୋମବାର ଆଗାମୀ ଆର୍ଥିକ ବର୍ଷର ବଜେଟକୁ ଅନୁମୋଦନ କରାଯାଇଛି। ଆଥିକ ବର୍ଷ ୨୦୨୩-୨୪ ଲାଗି ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟକୁ ମଂଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ…

ରିଲ୍ସ ମଝିରେ ବସ୍ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ : ସ୍କୁଲ ବସକୁ ଆକ୍ରମଣ କଲେ ୭ ଯୁବକ

ଭୁବନେଶ୍ବର: ରିଲ୍ସ ମଝିରେ ବସ ଆସିଯିବାରୁ ତାକୁ ନେଇ ତୁମୂଳକାଣ୍ଡ। ସ୍କୁଲ ବସ ଉପରକୁ ଆକ୍ରମଣ କରିବା ସହ ଡ୍ରାଇଭରକୁ ମଧ୍ୟ ମାଡପିଟ କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭୁବନେଶ୍ବର ସହିଦ ନଗର ଥାନ ଅଧିନସ୍ଥ ଖଣ୍ଡୁଆଳି ମନ୍ଦିର ନିକଟରେ ଥିବା BDA ପାର୍କ ନିକଟରେ ।…

ଆସନ୍ତାକାଲି ଠାରୁ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ…

ଭୁବନେଶ୍ୱର: ଦିନକ ପରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦାନକରିବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ପ୍ରେଜେଣ୍ଟେସନ ରଖିବେ । ପ୍ରଶାସନକୁ ସ୍ୱଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ…

+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି ।…