Browsing Category

ଓଡିଶା

ଗଞ୍ଜେଇ ଗାଡ଼ିରୁ ବୋମା ଉଦ୍ଧାର, ଡ୍ରାଇଭର ଫେରାର୍‌

ସମ୍ବଲପୁର: ଗଞ୍ଜେଇ ଗାଡ଼ିରୁ ଉଦ୍ଧାର ହୋଇଛି ବୋମା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଖିଣ୍ଡା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ମିଳିଲା ଗଞ୍ଜେଇ ଓ ବୋମା । ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଭିତରେ ଥିଲା ବୋମା । ଘଟଣାସ୍ଥଳରୁ ଗାଡ଼ି ଛାଡି ଡ୍ରାଇଭର ଫେରାର୍‌…

JMFC କୋର୍ଟରେ ହାଜର ପରେ ଝାରସୁଗୁଡା ସବ୍‌ ଜେଲକୁ ଗଲା ଗୋପାଳ

ଝାରସୁଗୁଡା : ଆଜି ଜେଲ ଗଲା ଗୋପାଳ । ଝାରସୁଗୁଡା JMFC କୋର୍ଟରେ ହାଜର କରାଯିବା ପରେ ତାକୁ ଝାରସୁଗୁଡା ଉପକାରାଗାର (ସବଜେଲ୍‌) କୁ ନେଇଛି କ୍ରାଇମବ୍ରାଞ୍ଜ ।ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ରାୟପୁରରୁ ଝାରସୁଗୁଡା ଅଣାଯାଇଥିଲା।ଗତକାଲି ରାତିରୁ ଅଣାଯାଇ ବିମାନ ବନ୍ଦର ଥାନାରେ…

କୋଭିଡ ସମୟର ରିଲିଫ୍ ଚାଉଳକୁ ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରୁ ବିଜେଡି : ଗୋଲକ ମହାପାତ୍ର

ଭୁବନେଶ୍ୱର : ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି ଶାସକ ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକ ବିଜେଡି । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି…

ବରିଷ୍ଠ ବିଜେଡି ନେତା ରବି ନନ୍ଦ ଅସୁସ୍ଥ…

 ଭୁବନେଶ୍ୱର: ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ…

ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା…

ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ସର୍ବଦା ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ଯଦି ବିଜେପି ମହିଳାଙ୍କ ବିକାଶ ଚାହୁଁଛି, ତା ହେଲେ ସଂସଦରେ ବିଜେପିର…

ଆଠଗଡ଼ ବନଖଣ୍ଡରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ…

ଆଠଗଡ଼ : ପୁଣି ଏକ ଦନ୍ତାହାତୀର ମୃତ୍ୟୁ । ଆଠଗଡ଼ ବନଖଣ୍ଡରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ପଡିଛି ମୃତଦେହ। ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଛି। ତେବେ ହାତୀକୁ ଶୀକାରୀ କରାଯାଇଛି ନା ଅନ୍ୟ କୌଣସି କାରଣ ପାଇଁ ମୃତ୍ୟୁ ହୋଇଛି…

ପରକୀୟା ପ୍ରୀତିକୁ ନେଇ ଗୁଳିମାଡ, ତଦନ୍ତ କରୁଛି ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ ପୋଲିସ

ଆଠଗଡ: ଆଠଗଡ ଥାନା ଜେନାପଦା ଦେଶ ମଝି ସାହିରେ ଗୁଳିମାଡ ଘଟଣାରେ ତନଘନା ତଦନ୍ତ । ସାଇଣ୍ଟିଫିକ୍‌ ଟିମ୍‌ ଓ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରକ୍ତ ନମୁନା ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ରହିଥିବା ସମସ୍ତ ଜିନିଷକୁ ଯାଞ୍ଚ କରାଯାଉଛି । ପରକୀୟା ପ୍ରୀତିକୁ ନେଇ…

ଚାଉଳ ବନ୍ଦକୁ ନେଇ ତିନିଦିନ ଧରି ପ୍ରତିବାଦ କରିବ ବିଜେଡି…

ଭୁବନେଶ୍ୱର, : କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍‍ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ…

ନବ ଦାସଙ୍କୁ ବୋଧହୁଏ ଗୋପାଳ ମାରିନି : ବିଜୟ ପଟ୍ଟନାୟକ…

ଭୁବନେଶ୍ବର: ଆଜି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି…

କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ…