Browsing Category

ଓଡିଶା

ବ୍ରହ୍ମପୁରରେ ଘରୋଇ ହସପିଟାଲରେ ଜିଲାପାଳ, ଏସ୍‌ପିଙ୍କ ଚଢ଼ଉ…

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ,

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା: ‘ମୁଲାକାତ ରେଜିଷ୍ଟର’ ଯାଞ୍ଚ…

ଭୁବନେଶ୍ବର: କଣ୍ଟାବାଞ୍ଜି ସବ ଜେଲରେ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଜାରି ରହିଛି। ଆଜି କଣ୍ଟାବାଞ୍ଜି ସବଜେଲରେ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କ ପକ୍ଷରୁ ତନାଘନା କରାଯାଇଥିଲା। ଜେଲର କିଛି କଏଦୀଙ୍କ ସହ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ପଚରାଉଚୁରା କରିଥିଲେ।

ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ…

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ, ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନାଗୁଡ଼ିକରେ ଡିସେମ୍ବର ୨୭ ତାରିଖରେ ମକ୍‌ଡ୍ରିଲ୍‌ ହେବ। ସବୁ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ

୧.୫ ଟନ ଟମାଟୋରେ ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ ତିଆରି କଲେ ସୁଦର୍ଶନ ପଟ୍ଟନାୟକ…

ଭୁବନେଶ୍ୱର: ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠାରୁ ସହର। ରାଜଧାନୀ ସମେତ କଟକ, ବାଲେଶ୍ବର, ଗଞ୍ଜାମ, ଗଜପତି, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବିଶେଷ ଚମକ ଦେଖିବାକୁ ମିଳିଛି। ଏହିକ୍ରମରେ ବିଶେଷ ଭାବେ ଗୋପାଳପୁର ବେଳାଭୂମିରେ ଆଜି ବାଲୁକା ଶିଳ୍ପୀ ପଦ୍ମଶ୍ରୀ

ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ…

ରାଉରକେଲା: ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱର ପୁଲିସ ମୁକ୍ତିକାନ୍ତଙ୍କୁ ରାଉରକେଲା ସେକ୍ଟର ୨ ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ତାଙ୍କ ବାପା ମାଙ୍କୁ ଜିମା ଦେଇଛନ୍ତି। ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର

ବିଜେଡି କର୍ପୋରେଟର୍‌ଙ୍କୁ ନବୀନଙ୍କ ଟିଉସନ୍‌…

କଟକ : କିଛିଦିନ ତଳେ କଟକ ମହାନଗର ନିଗମ ସିଏମ୍‌ସି (କାଉନସିଲ୍‌)ରେ ଉପୁଜିଥିବା ସଙ୍କଟ ଦୂର କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଣ୍ଡ ପୂରାଇଛନ୍ତି। ଶାସକ ଦଳର କର୍ପୋରେଟର୍‌ମାନେ ଧାରଣା ଦେବା ଓ ଚାବି ପକାଇବା ଘଟଣାକୁ ଦଳର ସୁପ୍ରିମୋ ଅତି ଗୁରୁତ୍ବର ସହିତ ନେଇଛନ୍ତି। ଶନିବାର

ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା, ୧୩ ବର୍ଷର ଝିଅକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌…

ଭୁବନେଶ୍ୱର: ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା । ଭୁବନେଶ୍ୱର ପଳାଶୁଣି ବ୍ୟାଙ୍କ କଲୋନୀରୁ ୧୩ ବର୍ଷର ଝିଅକୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ୍‌ । କମ୍ପାନୀ କାମ ପରେ ନାବାଳିକାଙ୍କୁ ନିଜ ଘର କାମରେ ଲଗାଉଥିଲେ ମାଲିକାଣୀ । ଗରିବ ପରିବାରରୁ ଝିଅ ଆଣି ଘରେ ଶ୍ରମିକ ଭଳି

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ଜୁଡିସିଆଲ ତଦନ୍ତ ପାଇଁ ସୁପାରିଶ୍‌ , ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜେଲ…

ଭୁବନେଶ୍ୱର : ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଜୁଡିସିଆଲ ତଦନ୍ତ ପାଇଁ ସୁପାରିଶ୍‌ । ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଜେଲ ବିଭାଗ । ଜିଲ୍ଲାପାଳ ଜିଲ୍ଲା ଜଜ୍‌ଙ୍କୁ ଅନୁରୋଧ କରିବେ । ସିଆରପିସିର ୧୭୬ ଧାରାରେ NHRC ଗାଇଡଲାଇନରେ ତଦନ୍ତ ହେବ । ଏହା ଏକ ଔପଚାରିକତା ବୋଲି

ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ଖୋଳତାଡ…

ରାୟଗଡ଼ା : ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ତନାଘନା । କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ ଚାଲିଛି । ମୃତ ପର୍ଯ୍ୟଟକ ହେଲେ ରୁଷ୍‌ର ପାେଓ୍ଵଲ ଅନ୍ଥମ । ହୋଟେଲ ଛାତ ଉପରୁ ସେ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡ଼ା

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ…

ସାଲେପୁର: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ୍ୟ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନମାଲିପୁରରେ। ବଡ଼ଝିଅ ୯ ବର୍ଷର ଓ ସାନ ଝିଅ ୫ ବର୍ଷର। ଆଜି ଦୁଇ ଭଉଣୀ ସକାଳେ ଖେଳୁଥିଲେ। କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ । ତେବେ କିଛି ସମୟ ପରେ