Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶାରେ ମିଳିବ ନାଜାଲ୍ ଡୋଜ୍ ‘ଇନ୍କୋଭାକ୍’
ଭୁବନେଶ୍ବର : ଓଡ଼ିଶାରେ ନାଜାଲ କୋଭିଡ ଡୋଜ୍ ଉପଲବ୍ଧ ହେବ। ଘରୋଇ ହସ୍ପିଟାଲରେ ଏହି ଡୋଜ୍ ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଇନ୍କୋଭାକ୍ ନାଜାଲ ଡୋଜ୍ ବ୍ୟବହାର ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ!-->…
ହିତେନ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍, ୭ ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଯୁବ ବ୍ୟବସାୟୀ ହିତେନ ସ୍ୱାଇଁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଚିଟ୍ଫଣ୍ଡରେ ଟଙ୍କା ବୁଡ଼ିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏଥିରେ ୭ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁଧାଂଶୁ ଶେଖର ସ୍ୱାଇଁ,!-->!-->!-->…
କାଲି ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ
ପୁରୀ: କାଲି ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଶଙ୍ଖନାଦରେ କମ୍ପିବ ଶଙ୍ଖକ୍ଷେତ୍ର । ପୁରୀରେ ପ୍ରତିଷ୍ଠା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୨୫ ପୂରି ୨୬ ବର୍ଷରେ ପାଦ ଦେବ ବିଜେଡି । ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ବ୍ୟାପକ ଆୟୋଜନ କରାଯାଉଛି ।!-->…
ବୋଲେରୋ ସହ ବାଇକ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର…
ଭଞ୍ଜନଗର: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ବୋଲେରୋ ସହ ବାଇକ୍ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର ଆହତ । ମୃତକ ଜଣକ ଶଶାଙ୍କ କୁମାର ଷଡଙ୍ଗୀ । ତାଙ୍କ ଘର ନୟାଗଡ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ । ଆହତ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ , ଆସିକା ମେଡିକାଲରେ!-->…
କ୍ରାଇମବ୍ରାଞ୍ଚ ଏସଟିଏଫ୍ର ବାର୍ଷିକ ରିପୋର୍ଟ: ୭୫ ମାମଲାରେ ହୋଇଛନ୍ତି ୧୩୩ ଗିରଫ…
ଭୁବନେଶ୍ବର:କ୍ରାଇମବ୍ରାଞ୍ଚ ଏସଟିଏଫ୍ର ବାର୍ଷିକ ରିପୋର୍ଟ । ଚଳିତ ବର୍ଷ ୭୫ ଟି ମାମଲା ରୁଜୁ କରିଛି ଏସ୍ଟିଏଫ୍ । ୭୫ ଟି ମାମଲାରେ ୧୩୩ ଜଣଙ୍କୁ ଗିରଫ କରାଯାଇଛି । ଫୋକସରେ ଥିଲା ନିଶା କାରବାର, ବନ୍ୟପ୍ରାଣୀ ସ୍ମଗଲିଂ ସହ ଜାଲନୋଟ କାରବାର । ଚଳିତ ବର୍ଷ ୨୨ କେଜି ବ୍ରାଉନ ସୁଗାର, ୨!-->…
ଭୁବନେଶ୍ୱରରେ ଫେରିଲା ପଥୋତ୍ସବ…
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଫେରିଛି ପଥୋତ୍ସବ । ଜନପଥରେ ଭିଡ଼ ଜମାଇଛନ୍ତି ରାଜଧାନୀ ବାସିନ୍ଦା । ଶୀତୁଆ ସକାଳରେ ନାଚ ଗୀତର ଆସର ଜମିଛି । ପୁଣି ପେଣ୍ଟିଂ, ଷ୍ଟ୍ରିଟ୍ କ୍ରିକେଟ୍, ସ୍କେଟିଂ ଭଳି କ୍ରୀଡ଼ା ଆକର୍ଷଣର କେନ୍ଦ୍ର ପାଲଟିଛି । ମାଷ୍ଟରକ୍ୟାଣ୍ଟିନଠାରୁ!-->…
ପିପୁଲ୍ସ କଲେଜ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏକତ୍ରୀକରଣ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ…
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ୧୯୯୨-୯୪ ବ୍ଯାଚ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମା ସଙ୍କୁଳାଈ ପୀଠସ୍ଥ କଲ୍ଯାଣୀ ମଣ୍ଡପ ଠାରେ ଏକତ୍ରୀକରଣ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ପିତାମ୍ବର ଗୌଡଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ!-->…
ଭାଷା ଗୋଟିଏ ଜାତିର ଶ୍ରେଷ୍ଠ ସମ୍ପଦ : ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର : ‘ଓଡ଼ିଆ ଭାଷା ଆଇନ’ ପୁସ୍ତକ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥାଙ୍କ ଦ୍ବାରା ସମ୍ପାଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବଠାରୁ ଆରମ୍ଭ କରି!-->…
ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦ୍ଵାରା ୭୫ଟି ମାମଲା ରୁଜୁ…
ଭୁବନେଶ୍ୱର : ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୭୫ଟି ମାମଲା ରୁଜୁ କରିଛି। ୧୩୩ ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରିଛି। ବାର୍ଷିକ ରିପୋର୍ଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଏପରି ଅନେକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି।ନିଶା କାରବାର, ବନ୍ୟପ୍ରାଣୀ ଚୋରା ଚାଲାଣ ସହ ଜାଲନୋଟ କାରବାରକୁ!-->…
ହାଇକୋର୍ଟରେ ଶୀତ ଅବକାଶ, ଜାନୁଆରି ୨ରେ ଖୋଲିବ…
କଟକ : ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ।ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ!-->…