Browsing Category

ଓଡିଶା

ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ଡଙ୍ଗା ଛିନ୍‌ଛତ୍ର, ୨ ମତ୍ସ୍ୟଜୀବୀ ଗୁରୁତର…

ପାରଦୀପ : ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ଡଙ୍ଗା ଛିନ୍‌ଛତ୍ର। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ। ଜୁଆର ମାଡ଼ରେ ଏହି ଡଙ୍ଗା ଓ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ପଥର ବନ୍ଦରେ ମାଡ଼ ହୋଇ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପାରାଦୀପ

ହାତ ଲେଖା ମେଳାଇବା ପାଇଁ ଅର୍ଚ୍ଚନାଙ୍କ ଦସ୍ତଖତ ନେଲା ପୁଲିସ୍‌

ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ପୁଲିସ୍‌ ଗିରଫ କରିବାକୁ ଅନେକ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ତା’ର ହସ୍ତାକ୍ଷର ନେଇନଥିଲା। ଆଜି କମିଶନ୍‌ରେଟ୍‌ ଅର୍ଚ୍ଚନାଙ୍କ ହସ୍ତାକ୍ଷର ନେଇଛି। ଅର୍ଚ୍ଚନାଙ୍କ ଡାଏରୀରେ ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଝାରପଡ଼ା

ଭାରତରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ…

ରାଜକୋଟ: ନୂତନ ଜାତୀୟ ଶିକ୍ଷା ନୀତି ଜରିଆରେ ପ୍ରଥମ ଥର ପାଇଁ ଦେଶରେ ପ୍ରଗତିଶୀଳ ଏବଂ ଉଗ୍ର-ଆଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଭିଡିଓ-ଲିଙ୍କ୍‌ ମାଧ୍ୟମରେ ଗୁଜରାଟର ରାଜକୋଟସ୍ଥିତ ‘ଶ୍ରୀ ସ୍ବାମୀନାରାୟଣ

ଦ୍ବିତୀୟ ଥର ରିମାଣ୍ଡରେ ଗଲେ ଜଗବନ୍ଧୁ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କୁ ଇଡି ୩ ଦିନିଆ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କ ଓକିଲ ବିଶ୍ବଚନ୍ଦନ ମହାନ୍ତି ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ରିମାଣ୍ଡ

କରୋନା ନିୟମ ପାଳନ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ: ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ

ଭୁବନେଶ୍ବର: ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନି ଓ ଚୀନ୍‌) କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର

୪୭୯୦ କନେଷ୍ଟବଳ ପଦବି ପୂରଣ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆସିଛି। ଖୁବ୍‌ ଶୀଘ୍ର ପୁଲିସ ବିଭାଗରେ ନୂଆଁ ଭର୍ତ୍ତି ହେବାକୁ ଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଇନ୍‌ମ୍ୟାନ୍‌

ଭୁବନେଶ୍ବର: ପୁରୀ ଜିଲା ପିପିଲି ଉପଖଣ୍ଡର ଭାରତିପୁର ସେକ୍ସନ ଲାଇନ୍‌ମ୍ୟାନ୍‌ ମାନସ ରଞ୍ଜନ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ କୁକୁଡ଼ା ଫାର୍ମକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବାକୁ ୭,୫୦୦ ଟଙ୍କା

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ଭୁବନେଶ୍ୱର: ଓଡ଼ିଶା ଆସିବେ ଜେ ପି ନଡ୍ଡା । ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଚଳିତମାସ ୨୮ କିମ୍ବା ୨୯ରେ ଜେ ପି ନଡ୍ଡା ଆସିବେ ବୋଲି ସୂଚନା ମିଳିଛି । ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଜେପି ନଡ୍ଡା ଗତ ସେପ୍‌ଟେମ୍ବର ୨୯ ଓ ୩୦ ଦୁଇ

ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି, ଜାଣିଶୁଣି କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି: ସୁରେଶ ରାଉତରାୟ

ଭୁବନେଶ୍ୱର: ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି । ଜାଣିଶୁଣି ମତେ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ମୁଁ କେଉଁ ନେତାଙ୍କ ବିରୋଧରେ କିଛି କହିନାହିଁ । କାରଣ ଦର୍ଶାଅ ନୋଟିସର କାଲି ମୁଁ ଉତ୍ତର ରଖିବି । ଯଦି ମୋ ବିରୋଧରେ

ଡ. ଅଚ୍ୟୁତ ସାମନ୍ତଙ୍କୁ ୫୦ତମ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌, ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌