Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡ ଘଟଣା: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ବାପ-ପୁଅ
କଟକ : କଟକ ଏଲଆଇସି ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ। ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ଫାଣ୍ଡିରେ ବାପା-ପୁଅ ଯୋଡ଼ି । ଦିପୁ ସାହୁ ଓ ତାଙ୍କ ବାପା ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ଦିପୁ ସାହୁଙ୍କ ସ୍ତ୍ରୀ ସୁନୀତା ଓ ସହଯୋଗୀଙ୍କୁ!-->…
ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୬୨ଲକ୍ଷ ୨୨ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର
ରାୟଗଡା: ଆଜି ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ୮ଗୋଟି ଦାନହୁଣ୍ଡି ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲାଯାଇଥିଲା । ଦାନହୁଣ୍ଡିରୁ ନଗଦ ୬୨ ଲକ୍ଷ ୨୨ହଜାର ଟଙ୍କା, ୪୬ ଗ୍ରାମ ସୁନା ଓ ୧କେଜି ୭୭୫ଗ୍ରାମ ରୁପା ଅଳଙ୍କାର ସହ କିଛି ପୁରୁଣା ୧ହଜାର ଓ ୫ଶହ!-->…
ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା: ଥାନାରେ ଏତେଲା ଦେଲେ ସ୍ତ୍ରୀ, ୩ କର୍ମଚାରୀଙ୍କ ନାରେ ମାମଲା
କରଞ୍ଜିଆ: ଅସ୍ଥାୟୀ ବନ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଘଟଣା, ଥାନାରେ ଏତେଲା ଦେଲେ ସ୍ତ୍ରୀ ଚିଲାମ । ଗତ ୭ ତାରିଖରେ ହାତୀ ଶିକାର ଘଟଣାର ପ୍ରମୁଖ ସାକ୍ଷୀ କୁହା ଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିଵ ଶଙ୍କର!-->…
ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍ ଭାରିଆଣ୍ଟ ଚିହ୍ନଟ ପରେ ସବୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି
ଭୁବନେଶ୍ୱର: ଓଡ଼ିଶାରେ କରୋନାର ଚୀନ୍ ଭାରିଆଣ୍ଟ । ଚୀନ୍ରେ କରୋନାର ସୁନାମୀ ଆଣିଥିବା ଓମିକ୍ରନ୍ BF.7 ପ୍ରଜାତି ଓଡ଼ିଶାରେ ଚିହ୍ନଟ ପରେ ଛନକା ପଶିଛି । ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜିନମ ସିକ୍ୱେନ୍ସିଂ ପରେ ଜଣେ ମହିଳାଙ୍କଠାରେ ଚୀନ୍ ଭାରିଆଣ୍ଟ!-->…
କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବି କଲେ ବିଜେଡି ସାଂସଦ
କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି କେନ୍ଦୁପତ୍ରକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ । କେନ୍ଦୁପତ୍ର ଉପରେ ରାଜ୍ୟର ପ୍ରାୟ ୮ ଲକ୍ଷ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ।!-->…
ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍କଲ୍ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଯାହାଙ୍କ ଘରୁ!-->…
ଜାନୁଆରୀ ୧୭ରୁ ବସ୍ ଧର୍ମଘଟ ଚେତାବନୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘର ଚେତାବନୀ। ଜାନଆରୀ ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ କର। ଦାବି ପୂରଣ ନ ହେଲେ ୧୭ ତାରିଖରୁ ଗଡ଼ିବନି କୌଣସି ବସ୍। ଘରୋଇ ବସ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।
୮ ଦଫା ଦାବି ପୂରଣ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର!-->!-->!-->…
ଝିଅର ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ହଣାକଟାରେ ଜାରି ଜଣ ଆହତ ଓ ଜଣେ ଗୁରୁତର
ଟାଙ୍ଗି: କମେଣ୍ଟ ମାରିବା ଘଟଣାକୁ ନେଇ ହଣାକଟା । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗୋବର୍ଦ୍ଧନପୁରରେ ବୁଲିଲା କଟୁରୀ । କାଟୁରି ଚୋଟରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ପରିବାର ମଧ୍ୟରେ ଏଭଳି ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ଗୁରୁତର ଅଛନ୍ତି। ସେମାନଙ୍କୁ ଟାଙ୍ଗୀ!-->…
ଡିସେମ୍ବର ୨୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ
୨୦୨୧-୨୨ ପାଇଁ ପ୍ରଦାନ କରାଯିବ ୧୬୩ ଜଣଙ୍କୁ ପିଏଚ୍ଡି ଡିଗ୍ରୀ ଏବଂ ୯୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ । ଏହା ଓଡ଼ିଶାାର ଗର୍ବ ଓ ଗୌରବ । ଶିକ୍ଷାର ସୁବ୍ୟବସ୍ଥା, ଅଧ୍ୟୟନର ଅନୁକୂଳ ପରିବେଶ, ଉଚ୍ଚତର ଗବେଷଣା ଲାଗି!-->!-->!-->…
ବିଧାୟକ ମହମ୍ମଦ ମୋକିମ ଓ ସୁର ରାଉତରାୟଙ୍କୁ ସୋ କଜ୍ ନୋଟିସ୍: ୭ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ସୋ କଜ୍ ନୋଟିସ୍। କଂଗ୍ରେସ ଶୃଙ୍ଖଳା କମିଟି ଉଭୟ ନେତାଙ୍କୁ ନୋଟିସ୍ ଜାରି କରିଛି। ୭ଦିନ ଭିତରେ ଉତ୍ତର ରଖିବାକୁ ରହିଛି ନିର୍ଦ୍ଦେଶ । ପଦ୍ମପୁର ଉପ ନିର୍ବାଚନ ଫଳାଫଳକୁ ନେଇ ଦୁଇ ନେତା ଦଳ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ!-->…