Browsing Category

ଓଡିଶା

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା : ମୃତ୍ୟୁର ତଦନ୍ତ କରିବ ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ଭୁବବେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍‌ । ଏହି ଟିମରେ ଜଣେ ଇନିସପେକ୍ଟର, ଦୁଇ ଜଣ ଏସଆଇ, ଜଣେ ଫରେନସିକ୍‌ ଓ ଜଣ ହ୍ୟାଣ୍ଡ ରାଇଟିଂ ଅକ୍ସପର୍ଟ

ଅମ୍ରିତ ପାତ୍ର ଅପହରଣ ଘଟଣା: ୩ ଜଣଙ୍କୁ ଗିରଫ କଲା ପୋଲିସ

ନୟାଗଡ: ଅମ୍ରିତ ପାତ୍ର ଅପହରଣ ଘଟଣାରେ ୩ ଗିରଫ । କୁରାଳ ଗାଁରୁ ୩ ଜଣଙ୍କୁ ଗିରଫ କଲା ପୋଲିସ । ଟଙ୍କା ପାଇଁ ଅପହରଣ ହୋଇଥିବା ସୂଚନା ରହିଛି। ଏହି ଘଟଣାର ତଦନ୍ତ ଚାଲିଛି। ଆଜି ଘଟଣାରେ ବ୍ୟବହୃତ ପିକ୍‌ ଅପ୍‌ ଭ୍ୟାନ୍‌ ଠାବ ହୋଇଛି। ଖୋର୍ଦ୍ଧା ଅଞ୍ଚଳରୁ ବ୍ୟବହୃତ ହୋଇଥିବା ପିକଅପ୍‌

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ବିଜେପି, କଂଗ୍ରେସ ସରକାରଙ୍କୁ କଲେ ଟାର୍ଗେଟ୍

ଭୁବବେଶ୍ୱର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା ନେଇ ଜୋର ଧରିଛି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ସେହିପରି ଗୋବିନ୍ଦ ସାହୁଙ୍କୁ ଜେଲ୍‌ରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ ଆଣିଛି । ବିଜେପି ମହିଳା ଶାଖା

ଧରା ହେଲେ ୭ଜଣ ମୋ ବସ୍‌ ଲୁଟେରା: ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ

ଭୁବନେଶ୍ୱର: ଧରା ହେଲେ ମୋ ବସ୍‌ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍‌ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ ହୋଇଛି । ମୋ ବସ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଯାତ୍ରୀ ଭାବେ ମୋ ବସ୍‌ରେ ଚଢ଼ି ଲୁଟୁଥିଲେ ଲୁଟେରା ନିକଟରେ

ବନ୍ଧୁକ ଦେଖାଇ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟ୍‌

ରାଇରଙ୍ଗପୁର: ବନ୍ଧୁକ ଦେଖାଇ ଲୁଟ୍‌ । ବିଳମ୍ବିତ ରାତିରେ ATMର ସଟର କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରାଇରଙ୍ଗପୁର ବହଳଦା ଥାନା ମୋରଣ୍ଡା ଗାଁର SBI ATM ର ସଟର୍‌ କାଟି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । ପ୍ରାୟ ୪ଲକ୍ଷ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର NHRC ଗାଇଡ଼ ଲାଇନରେ ତଦନ୍ତ ହେବ : ଜେଲ DIG ଶୁଭକାନ୍ତ ମିଶ୍ର

ବଲାଙ୍ଗିର: ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଜେଲ୍‌ DIG ଅନସୂୟା ଜେନା । କଣ୍ଟାବାଞ୍ଜି ଜେଲ ଯାଇ ସେ ତଦନ୍ତ କରିବେ। ଏନେଇ ଜେଲ DIG ଶୁଭକାନ୍ତ ମିଶ୍ର

ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର

ଉମରକୋଟ: ତ୍ରିପୁରା ଚାଲାଣବେଳେ ୨ ନାବାଳିକା, ଜଣେ ମହିଳା ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍ ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଚଳିତ ମାସ ୧୨ ତାରିଖରେ ଝରିଗାଁ ବ୍ଲକ୍‌ କୋପେନା ପଞ୍ଚାୟତ ତାରାଗାଁ ଗ୍ରାମର ଭୀମରାଜ ରାଉତଙ୍କ

ମମିତା ମେହେର ହତ୍ୟା ମାମଲା: ଜେଲ୍‌ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

ବଲାଙ୍ଗିର:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ସେ କଣ୍ଟାବାଞ୍ଜି ସବ୍‌-ଜେଲ୍‌ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମମିତା

୫ ଡିଗ୍ରୀକୁ ଖସିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ମାଡ଼ି ଆସିଲା ଜା଼ଡ। ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା। ଗୋଟିଏ ଦିନ ଭିତରେ ପାରଦ ୨ରୁ ୪.୬ ଡିଗ୍ରୀ ସେଲ୍‌ସିୟସକୁ ଖସିଛି। ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଜି. ଉଦୟଗିରିରେ ରାତି ତାପମାତ୍ରା ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସେମିଳିଗୁଡ଼ାରେ ୭, କେନ୍ଦୁଝରରେ