Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା
ଜଳେଶ୍ବର: ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା ହାତୀ । ବାଲେଶ୍ବର ଜିଲ୍ଲା ବାହାବଳପୁର ସାମୁଦ୍ରିକ ଥାନା ଭିତରେ ଏକ ଦନ୍ତା ହାତୀ ପଶି ଗଛ ଉପାଡିବା ସହ ଗାଡି ମଟର ଭଙ୍ଗାରୂଜା କରିଛି । ଗତ ୪ ଦିନ ଧରି ଚାନ୍ଦିପୁର ଅଞ୍ଚଳରୁ ଏହି ଦନ୍ତା ହାତୀଟି ପଶି ଆସି ବାହାବଳପୁର!-->…
ଉପ-କାରାଗାରରେ କଏଦୀଙ୍କ ମୃତ୍ୟୁ
ବାଣପୁର : ହତ୍ୟା ଅଭିଯୋଗରେ ବାଣପୁର ଉପ-କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି।ଗତ ପଞ୍ଚାଦିନ ଧରି ବ୍ରହ୍ମପୁର ଏମକେସିଜିରେ ହୃଦ ରୋଗର ଚିକତ୍ସା ହୋଇ ଗତକାଲି ସନ୍ଧ୍ୟାରେ କାରାଗାରକୁ ଫେରିଥିଲେ ବନ୍ଦୀ ଶଠ ରାଉତରାୟ।
ଆଜି ସକାଳୁ ଗାଧୁଆଘରେ ଗାଧୋଉ ଥିବାବେଳେ ହଠାତ ଅଚେତ!-->!-->!-->…
ବଢ଼ିଲା ଓମ୍ଫେଡ୍ କ୍ଷୀର ଦର
ଭୁବନେଶ୍ଵର: ରାଜ୍ୟରେ ମହାଙ୍ଗା ହେଲା ଓମ୍ଫେଡ୍ କ୍ଷୀର ଦର। ଦର ବୃଦ୍ଧି ପରେ ଖାଉଟି ଚିନ୍ତାରେ। ନିର୍ଦ୍ଧାରିତ ମୂଲ୍ୟ ଠାରୁ ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମ୍ଫେଡ଼ ପକ୍ଷରୁ ସ୍ଵତନ୍ତ୍ର ନୋଟିସ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ସୂଚିତ!-->…
ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୮୩୬୪ ଛାତ୍ରଛାତ୍ରୀ, ରିପୋର୍ଟ ଦେବେ ଜିଲା ଶିକ୍ଷା ଅଧିକାରୀ
କଟକ: କିଏ ଗୋଟିଏ ବିଷୟରେ ପରୀକ୍ଷା ଦେଇଛି ତ ଆଉ କିଏ ଦୁଇଟି। ଏପରିକି ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ବି ପରୀକ୍ଷା ଦେଇନାହାନ୍ତି। ରାଜ୍ୟରେ ଚଳିତବର୍ଷ ଏହିଭଳି ଭାବେ ୮ ହଜାର ୩୬୪ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀ କେଉଁଥି!-->…
ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
କଣ୍ଟାବାଞ୍ଜି : ମୁରିବାହାଲ ଥାନା ଅଧୀନସ୍ଥ ଗୋଇମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜାନକୀ ସାହୁ ନାମକ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତଦେହ ତାଙ୍କ ଜମିରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି।
ସୂଚନା ମୁତାବକ, ସକାଳ ସମୟରେ!-->!-->!-->…
କଲଭର୍ଟ ନିର୍ମାଣା ବେଳେ ମାଟି ସହ ଧସିଲା ମିକ୍ସଚର ମେସିନ, ଜଣେ ମୃତ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗ ଗ୍ରାମ ନିକଟରେ ଏକ ନିର୍ମାଣାଧୀନ କଲଭର୍ଟ ଠାରେ ମାଟି ଅତଡ଼ା ସହ ଏକ ମିକ୍ସଚର ଗାଡ଼ି ଓଲଟି ପଡ଼ିବାରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ।!-->…
ପୁଣି ଏକ ଜୀବନ ନେଲା ଆମ ବସ
ଭୁବନେଶ୍ୱର : ପୁଣି ଜୀବନ ନେଲା ଆମ ବସ । ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଆମ!-->…
ପାଦରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ
ମାଲକାନଗିରି : ଗୋଡ଼ରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ । ପ୍ରମାଣ କରିଦେଲେ ଦୃଢ ଇଚ୍ଛା ଶକ୍ତି ଥିଲେ ବ୍ୟକ୍ତି କିଛି ବି କରିପାରେ । ପରୀକ୍ଷା ସମୟରେ ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ ମାଲକାନଗିରି ବନ୍ଦଗୁଡା ଗାଁର ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀ ଖେମୁଡୁ । ହାତ!-->…
ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ
ନୀଳଗିରି: ଦୁଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସାଆନ୍ତା ନିକଟ ଭୂଇଁପଡ଼ାରେ ଅଘଟଣ ଘଟିଛି। ମୃତକ ହେଲେ ଅନ୍ନପୂର୍ଣ୍ଣା ମଲ୍ଲିକ ଓ ଅନ୍ୟାସା । ଦୁଇ ଭଉଣୀ ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯାଇଥିଲା । ବହୁ!-->…
ଦେଢଶୂର ଫାର୍ସା ଚୋଟରେ ଭାଇବୋହୂ ମୃତ
ବଣାଇ: ଦେଢଶୂର ଫାର୍ସା ଚୋଟରେ ଭାଇବୋହୂର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜୀବିକା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ ଜୟନ୍ତୀ କିଷାନ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଦେଢଶୂର ପରଦେଶୀ ଭାଇବୋହୂକୁ!-->…