Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିଜିଲାନ୍ସ ଜାଲରେ ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ
କଟକ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ । ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଗଜପତିର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବ୍ରହ୍ମପୁର!-->…
ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣା: ତଦନ୍ତ କରିବ ବାର୍ କାଉନସିଲ ଅଫ୍ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି
ସମ୍ବଲପୁର: ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାର ତଦନ୍ତ କରିବ ବାର୍ କାଉନସିଲ ଅଫ୍ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଏହି କମିଟିରେ ଅଛନ୍ତି ବରିଷ୍ଠ ଆଇନଜୀବୀ ଡିପି ଧଳ, ମାନସ ମହାପାତ୍ର ଏବଂ ଜଶୋବନ୍ତ ଦାସ । ଜାନୁଆରୀ ୧୫ ତାରିଖ ସୁଦ୍ଧା ବିସିଆଇକୁ କମିଟି ରିପୋର୍ଟ ଦେବ!-->…
ଜାନୁଆରୀ ୧୨ରେ ଓଏସ୍ଏସ୍ଟିଇଟି, ୫ରୁ ବୋର୍ଡ ୱେବସାଇଟ୍ରେ ମିଳିବ ଆଡମିଟ୍ କାର୍ଡ
କଟକ: ଜାନୁଆରୀ ୧୨ରେ ଓଏସ୍ଏସ୍ଟିଇଟି। ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଜାନୁଆରୀ ୧୨ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର୍ ଏବଂ ଦ୍ୱିତୀୟ ପେପର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧୨ଟା ୩୦ ଯାଏ ଚାଲିବ।
ଏହି!-->!-->!-->…
ଧାନ ଖାଇବାକୁ ଆସି ଖଳାରେ କଚାଡ଼ି ଦେଲା ହାତୀ
ଭବାନୀପାଟଣା: ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତାହାତୀ। ଘଉଡାଇବାରୁ ଜଣକୁ ଶୁଣ୍ଢରେ ଧରି କଚାଡ଼ି ଦେଲା ହାତୀ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଗୁରୁତରଙ୍କ ଭିତରେ ଜଣେ ୬!-->…
୩ ଲକ୍ଷ ଜାଲ୍ ନୋଟ୍କୁ ୧ ଲକ୍ଷରେ ଡିଲ୍, ମାଡି ବସିଲା ଏସ୍ଟିଏଫ୍
ଭୁବନେଶ୍ୱର:୩ ଲକ୍ଷ ଜାଲ୍ ନୋଟ୍କୁ ୧ ଲକ୍ଷରେ ହେଉଥିଲା ଡିଲ୍। ଏହି ସମୟରେ ମାଡି ବସିଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଜାଲ୍ ନୋଟ୍ ଜବତ କରିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି।
ଜାଲ୍ ନୋଟ୍ କାରବାର ନେଇ ଏସ୍ଟିଏଫ୍!-->!-->!-->…
ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ନିର୍ଧୂମ ମାଡ଼
ଯାଜପୁର: ସୀମା ଟପିଲା ବର୍ବରତା । ବିଚ୍ ରାସ୍ତାରେ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି କଲେ କିଛି ଯୁବକ । ପୂର୍ବତନ ସରପଞ୍ଚ ଥିବା ଜଣେ ବୃଦ୍ଧଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ପିଟିଛନ୍ତି। ବୃଦ୍ଧଜଣକ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହା ପ୍ରାୟ!-->…
ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି! ଗଲା ଆଉ ଜଣଙ୍କ ଜୀବନ
ପୁରୀ: ଶ୍ରୀକ୍ଷେତ୍ରରେ ବ୍ୟାପୁଛି ଝାଡ଼ାବାନ୍ତି! ଆଜି ଯାଇଛି ଆଉ ଜଣଙ୍କ ଜୀବନ। ଏହାଛଡ଼ା ଅନେକ ଲୋକ ଆକ୍ରାନ୍ତରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଦୂଷିତ ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ସ୍ଥାନୀୟ!-->…
ବାଉଁଶ ବୁଦାରୁ ମିଳିଲା ସାଇକେଲ, ୨ଦିନ ହେଲା ଟ୍ୟୁସନ ଯାଇ ଫେରିନି ପୁଅ
ନୟାଗଡ଼: ବାଉଁଶ ବୁଦାରୁ ମିଳିଲା ପୁଅର ସାଇକେଲ। ହେଲେ ୨ ଦିନ ହେଲା ଟ୍ୟୁସନ ଯାଇ ଘରକୁ ଫେରିନାହିଁ ପୁଅ। ପୁଅର ଫେରିବା ବାଟକୁ ଅନାଇ ଧର୍ଯ୍ୟହରା ହୋଇପଡ଼ିଲେଣି ବାପାମା’। ମା’ ବାଇଆଣି ପରି ପୁଅକୁ ଖୋଜିହେଉଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ!-->…
୫୪ ଜଣଙ୍କୁ ଛାଡ଼ି ଅନ୍ୟମାନଙ୍କ ଉପରୁ କଟକଣା ଉଠାଇଲା ବିସିଆଇ
ସମ୍ବଲପୁର: ସମ୍ବଲପୁର ବାର୍ ଆସୋସିଏଶନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍ କାଉନସିଲ ଫ ଇଣ୍ଡିଆ (ବିସିଆଇ) ପ୍ରତ୍ୟାହାର କରିନେଇଛି। ଫଳରେ ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କୁ ଛାଡ଼ି ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନସ ରଦ୍ଦ କଟକଣା!-->…
ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ
ବାରିପଦା: ପରିତ୍ୟକ୍ତ କୂଅରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଦିନିଆ ଗାଁରେ ଏଭଳି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ବାଘଡା ସରପଞ୍ଚ ଝାଡେଶ୍ୱର ମାରାଣ୍ଡିଙ୍କ ସ୍ତ୍ରୀ ଶାରଦା ମାରାଣ୍ଡି।
ଗତ ରବିବାରଠାରୁ ଶାରଦା ଘରୁ!-->!-->!-->…