Browsing Category

ଓଡିଶା

୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ । ଚିତ୍ରକୋଣ୍ଡା ଥାନା ଏସ୍ ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ କରିଛି ମାଲକାନଗିରି ପୋଲିସ । ଜବତ ଗଞ୍ଜେଇ ତେଲର ଆନୁମାନିକ ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ। ଚିତ୍ରକୋଣ୍ଡା ଅଞ୍ଚଳର ଏକ…

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

ଭୁବନେଶ୍ବର: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶ୍ବାସ ସ୍ବାଇଁ । ସେ ବିଟେକ୍ ପଢ଼ୁଥିଲେ । ଛାତ୍ରଙ୍କ ମୃତ୍ୟୁ ପରେ କଲେଜ ନାଁରେ…

୫୮୮ ମାର୍କ ରଖି ପାଇପ୍ ମିସ୍ତ୍ରୀଙ୍କ ପୁଅ ହେଲେ ମାଟ୍ରିକ ଟପ୍ପର

ସୋର: ପାଇପ ମିସ୍ତ୍ରୀଙ୍କ ପୁଅ ହେଲେ ରାଜ୍ୟର ମାଟ୍ରିକ ଟପ୍ପର । ମୟୂରଭଞ୍ଜ ବାରିପଦା ପୌରପାଳିକା ମଧୁବନ ଅଞ୍ଚଳର ପାର୍ଥସାରଥୀ ମହାନ୍ତ ହୋଇଛନ୍ତି ରାଜ୍ୟ ଟପ୍ପର । ମୋଟ ୬୦୦ ମାର୍କରୁ ୫୮୮ ମାର୍କ ରଖିଛନ୍ତି ପାର୍ଥସାରଥୀ । ପରୀକ୍ଷା ପାଇଁ ପ୍ରତିଦିନ ସେ ୫ ରୁ ୬ ଘଣ୍ଟା ଧରି ଅକ୍ଲାନ୍ତ…

କାନ୍ଥ ଭୁଶୁଡ଼ି ୩୦ ଆହତ, ୧୫ ଜଣଙ୍କ ଅବସ୍ଥା ଗୁରୁତର

ବଣାଇ: ମାଟି କାନ୍ଥ ଭୁଶୁଡ଼ି ୩୦ ଆହତ। ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବାନେଇକେଲା ଗାଁରେ ଅଘଟଣ ଘଟିଛି। ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିବାବେଳେ କାନ୍ଥ ଭୁଶୁଡି ପଡିଥିଲା । ୩୦ ଜଣ ଆହତ ହୋଇଥିଲେ। ୨୦ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ…

ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ, ଅନେକ ଧନ ଜୀବନ ହାନି

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବର୍ଷାରେ ଭାଙ୍ଗିଛି ଘର ତ କେଉଁଠି ପବନରେ ଉଡ଼ିଲାଣି ଚାଳଛପର। ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଜୋରରେ ପବନ ସହ ବର୍ଷା ହେବାରୁ କିଛି ଘର…

ଜିତୁମୁଣ୍ଡା ଙ୍କ ଭଉଣୀର କଙ୍କାଳ ଘଟଣା ପରେ ବି ଚେତୁ ନାହାନ୍ତି ବ୍ୟାଙ୍କ ଵାଲା…! ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଭତ୍ତା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଓଡ଼ିଆ ସାହିର ହେମଲତା ବିଷୋୟୀ (୮୦)ନିଜର ଭତ୍ତା ପାଇଁ ହଟହଟା ହେଉଥିବା ଜଣା ପଡିଛି। ପୂର୍ବରୁ ହେମଲତା ବିଷୋୟୀ ଙ୍କୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଥିଲା। କିଛି ମାସ ହେଲା ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧା…

ମାଟ୍ରିକ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ…

ମେ’ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ‘ଗ୍ଲୋବାଲ ଫୋରକାଷ୍ଟ…

ମେ’ ୪ରେ ହେବନି ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିେଯାଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ…

ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ଅବସରପ୍ରାପ୍ତ କର୍ମଚାରୀ

କଟକ : ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ବାବୁ ।  କେଉଁଝର ହାଟଡିହି ବ୍ଲକର ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ସମସ୍ତଙ୍କ ୨ ବର୍ଷର ସଶ୍ରମ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କେଉଁଝର ସ୍ୱତନ୍ତ୍ର…