Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲା: ୫ ଗିରଫ
ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଜଣେ ଫେରାର ଅଛି । ସମସ୍ତେ ରାଜଧାନୀର ବିଭିନ୍ନ ବସ୍ତିର ରହୁଥିଲେ । ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି!-->…
୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ…
ଭୁବନେଶ୍ବର: ୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ୧୦ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ ବ୍ରଜ ପ୍ରଧାନ। ବେଆଇନ ଖଣି କାରବାର ନେଇ ED ଜେରା କରିଥିବା ଜଣାପଡ଼ିଛି। ଗତ ୨୦ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ!-->…
ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ହାଇପରସୋନିକ ଟେଷ୍ଟ…
ବାଲେଶ୍ବର: ଭାରତର ହାଇପରସୋନିକ ଟେଷ୍ଟ । ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ HSTDV । ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାର୍ମ ଜେଟ୍ ଇଞ୍ଜିନ!-->…
ସାଙ୍ଗଙ୍କ ସହ ମିଶି ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ ଭାଇ…
କାକଟପୁର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବଡ଼ବାପାଙ୍କ ପୁଅ ଓ ତାର ୩ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ।
ଏ ନେଇ ପୀଡ଼ିତାଙ୍କ ମା’ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ!-->!-->!-->…
ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ…
ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି। ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି!-->…
ଲାଞ୍ଚ ନେବାବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ, ୧୦ ହଜାର ଜବତ…
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଜିଲ୍ଳା ପଶୁ ସଂପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ ପଶୁ ଡାକ୍ତରଙ୍କ ବକେୟା ବିଲ ପାଇଁ ନେଉଥିଲେ ଏହି ଲାଞ୍ଚ। ଟ୍ରାପ ପରେ ଦୁଇଟି!-->…
୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ…
ରାୟଗଡା : ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ!-->…
ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ଅନୁଷ୍ଠିତ…
ପୁରୀ: ମହାପ୍ରଭୁଙ୍କ ‘ରଥଯାତ୍ରା’ର ଆଦ୍ୟପର୍ବ ରଥକାଠ ଅନୁକୂଳ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ପରଂପରା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୂଳ ହୋଇଛି। ଗୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟ କରିଛନ୍ତି!-->…
ରାଜ୍ୟର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ…
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପୋଲିସ କ୍ଷେତ୍ରରେ!-->…
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପ୍ରଥମ, ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଜିଲ୍ଲାପାଳ…
ବୌଦ୍ଧ : ବୌଦ୍ଧ ଜିଲ୍ଲା ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ୨୦୨୩ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବୌଦ୍ଧ ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କୁ ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। ବୁଧବାର ଭୁବନେଶ୍ୱର!-->…