Browsing Category

ଓଡିଶା

ଧର୍ମଘଟକୁ ଓହ୍ଲାଇବ ଟ୍ରକ୍ ମାଲିକ ସଂଘ

କଟକ : ସ୍କ୍ରାପିଙ୍ଗ ପଲିସିକୁ ବିରୋଧ କରି ଟ୍ରକ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ଆଜି କହିଛି। ଦାବି ପୂରଣ ନ ହେଲେ ଆସନ୍ତା ମାସ ୧୧ରୁ ଏଭଳି ଚରମ ପଦକ୍ଷେପ ନିଆଯିବ। ପ୍ରେସ୍‌ ମିଟ୍ କରି ସରକାରଙ୍କୁ ଏଭଳି ଚେତାବନୀ ଦେଇଛି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ଫେଡେରେସନ୍।୨୦୨୩ରୁ ଲାଗୁ ହେବ

ସନ୍ତରଣ ପ୍ରଶିକ୍ଷଣ ବେଳେ ଅଘଟଣ: ମହାନଦୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ

କଟକ: କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ନିମପୁର ସ୍ପୋର୍ଟ୍ସ କ୍ଳବର ୫୦ରୁ ଅଧିକ ଛାତ୍ର ସନ୍ତରଣ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିବା ବେଳେ ସୋହେଲ ବୁଡ଼ି

ସ୍କୁଲ ରୁମ ମଧ୍ୟରୁ ୧୦୪ ପେଟି ମଦ, ୨ ଜଣ ଗିରଫ…

ରାଉରକେଲା: ରାଉରକେଲା ନିକଟ ବିଶ୍ରା ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ବିଦେଶୀ ମଦ। ତା ପୁଣି ଏକ ସ୍କୁଲ କୋଠରୀରୁ। ସ୍କୁଲ ଘରେ ଏହି ମଦ ବାହାର ରାଜ୍ୟରୁ ଆଣି ଗଛିତ ରଖାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିଶ୍ରା ବ୍ଲକ ସ୍ଥିତ

କଟକ ମୁହାଁ ୧୬ଟିକିଆ ହାତୀପଲ, ଲୋକେ ଭୟଭୀତ

କଟକ: ସହର ମୁହାଁ ହାତୀପଲ। କଟକ ସହର ନିକଟ ମହାନଦୀ ପଠାରେ ୧୬ ଟିକିଆ ହାତୀପଲ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଧବଳେଶ୍ବର ପଟୁ ମହାନଦୀ ପାର ହୋଇ ହାତୀପଲ ଆଗକୁ ବଢ଼ୁଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ପଠାରେ ହାତୀ ଦେଖିବାକୁ ମିଳୁଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର

୨୦୨୪ରେ ବିଜେଡି-କଂଗ୍ରେସ୍ ଡିଲ୍ କାମ ଦେବନି: ବିରୋଧୀ ଦଳ ନେତା

ଭୁବନେଶ୍ବର: ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ପୁଣି ଦୋହରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ସୁର ଭାଇ କଣ ମାନିବେନି। ସତ୍ୟକୁ କିଏ ନ ମାନିବ। ସତ୍ୟକୁ ସମସ୍ତେ ମାନିବେ। କଂଗ୍ରେସ ଓ ବିଜେଡି ଲୋକଙ୍କଠାରୁ ହିଁ ଶୁଣିଛି ଯେ ଡିଲ୍ ହୋଇଛି ବୋଲି। ସେମାନେ ବି

ରସୁଲଗଡ଼ ଓଭରବ୍ରିଜ ଉପରେ ଜଳିଗଲା ଚଳନ୍ତା କାର୍‌

ଭୁ‌ବନେଶ୍ବର: ଚଳନ୍ତା କାରରେ ଲାଗିଲା ନିଆଁ ଲାଗିଛି। ପ୍ରତକ୍ଷ୍ୟଦର୍ଶୀମାନେ ଆଖି ଆଗରେ ଘଟିଯାଉଥିବା ଦୁର୍ଘଟଣାକୁ ସବୁ ଦେଖୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଅଘଟଣ ଘଟିଛି। ତେବେ ଖସିର କଥା ହେଲା

କଂଗ୍ରେସକୁ ହରାଇବା ପାଇଁ ବିଜେଡି ସହ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା – ସୁର

ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି, ତାହା ସତ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି।ସୁରେଶ କୁମାର ରାଉତରାୟ କହିଛନ୍ତି, ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ

ହୋଟେଲରେ ଚାଲିଥିଲା ଜୁଆଖେଳ, ୧୨ ଜଣଙ୍କ ଠାରୁ ୧୩ ଲକ୍ଷ ଜବତ

ରାଉରକେଲା: ହୋଟେଲରେ ଚାଲିଥିଲା ଜୁଆ ଖେଳ। ଅଚାନକ ଚଢ଼ାଉ କଲା ପୁଲିସ। ପୁଲିସ ହାବୁଡ଼ରୁ ଖସିପାରିଲେନି ଜୁଆଡ଼ି। ସେମାନଙ୍କୁ ପୁଲିସ କାବୁ କରିବା ସହ ଜୁଆରେ ଲାଗିଥିବା ବିପୁଳ ପରିମାଣର ଟଙ୍କା ଜବତ କରିଛି। ଆଜି ରାଉରକେଲା ସହରରେ ଘଟିଛି ଏହି ଘଟଣା। ସୂଚନା ମୁତାବକ, ଜୁଆ ଖେଳ ଚାଲିଥିବା

ପଦ୍ମପୁରରେ ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍‌: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ବିଜୟ ପଛରେ ରାଜନୈତିକ ଡିଲ୍‌ ହୋଇଥିଲା ବୋଲି ସେ କହିଛନ୍ତି। ବିଜେଡି ପ୍ରଚାରରେ ଯିବା ପୂର୍ବରୁ କଂଗ୍ରେସ ସହିତ ଡିଲ୍‌ କରିଥିଲା। ଭୁବନେଶ୍ବରରେ କଂଗ୍ରେସର

ଜଗତପୁର ଖଇରାପୋଲ ନିକଟରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୮ ଜଣ ଗୁରୁତର

କଟକ: ଜଗତପୁର ଖଇରପୋଲ ନିକଟରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ଓ ୫ଟି କାର ଉପରେ ଦ୍ରୁତଗାମୀ ଟ୍ରକ୍‌ ମାଡି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ସୁବାସ ସାହୁ। ଗୁରୁତରମାନଙ୍କ ମଧ୍ୟରୁ ଆରତୀ ଦାସ