Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୨ ଦିନ ଭିତରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ!
ଭଦ୍ରକ:ଗୋଟିଏ ଦିନରେ ଦୁଇଭାଇଙ୍କ ମୃତ୍ୟୁ । ଦ୍ୱାଦଶାହ କାମ ଚାଲିଥିବାବେଳେ ଭାଇବୋହୂର ଗଲା ଜୀବନ । ଭଦ୍ରକ ତିହିଡି ଥାନା ଗୁଆମାଳ ଅଂଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି ।
୧୨ ଦିନରେ ୩ଜଣଙ୍କୁ ହରାଇ ସ୍ତବ୍ଧ ହୋଇପଡିଛି ପରିବାର । ଗତ ନଭେମ୍ବର ୨୭ ତାରିଖରେ ଗୁଆମାଳର ଦର୍ଗାପ୍ରସାଦ!-->!-->!-->…
ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ
ରାୟଗଡ଼ା: ବୋମା ଖଞ୍ଜିଥିବା ଅଭିଯୋଗରେ ୬ ନକଲି ନକ୍ସଲ ଗିରଫ। ନିଜକୁ ନକ୍ସଲ ପରିଚୟ ଦେଇ ୫ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅର୍ନ୍ତଗତ ସୁଙ୍ଗେର ଗାଁରେ ବୋମା ଖଞ୍ଜିଥିବା ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ!-->…
ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍
ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମିଳିଛି । ହାଇକୋର୍ଟ ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ଜାମିନ ପାଇଁ ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି ।
୧୦!-->!-->!-->…
ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଛେଳିପାଳନ ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କ ଜୀବିକାର୍ଜନର ଏକ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଛେଳିଙ୍କ କୃତ୍ରିମ ପ୍ରଜନନ ଉଚ୍ଚ ଗୁଣବତ୍ତାସଂପନ୍ନ ଛେଳି ଉତ୍ପାଦନରେ ସହାୟକ ହେବ। ଏହା ଦ୍ୱାରା ପ୍ରାଣୀସଂପଦର ପ୍ରଭୂତ ବିକାଶ ଘଟିବ ଓ ଛେଳିଚାଷୀଙ୍କ ଆୟବୃଦ୍ଧି ସହିତ ରାଜ୍ୟରେ ମାଂସ!-->…
ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଏବଂ ବୈଷୟିକ କଲେଜ
ଭୁବନେଶ୍ବର:ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଏବଂ ବୈଷୟିକ କଲେଜ ବୋଲି ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୫ ବର୍ଷର କଟକଣା ପରେ ଘରୋଇ କଲେଜ ଓ ବୈଷୟିକ କଲେଜ ଖୋଲିବ। ସ୍ଥାନୀୟ ଅଞ୍ଚଳର ବୈଷୟିକ ଆବଶ୍ୟକତାକୁ ନେଇ ଖୋଲାଯାଇପାରିବ।!-->…
ଏମଭି ନିୟମ ଉଲ୍ଲଙ୍ଘନ: ୧୨୭୫ ଗାଡ଼ି ଜବତ, ୩୫ହଜାର ୧୪୪ଟି ଇ-ଚାଲାଣ
ଭୁବନେଶ୍ବର: ଏମଭି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୨୭୫ଟି ଗାଡ଼ି ଜବତ କରାଯାଇଛି। ନଭେମ୍ବର ମାସରେ ପରିବହନ ବିଭାଗର ସ୍ବତନ୍ତ୍ର ଏନଫୋର୍ସମଣ୍ଟେ ଡ୍ରାଇଭରେ ମୋର୍ଟ ୩୫ହଜାର ୧୪୪ଟି ଇ-ଚାଲାଣ ଜାରି କରାଯାଇଥିବା ସୂଚନା ମିଳିଛି।
୫୮୬୮ଟି ଡିଏଲ ଜବତ ହୋଇଥିବାବେଳେ ଦୃତ ଗତିରେ ଗାଡ଼ି ଡ୍ରାଇଭିଂ!-->!-->!-->…
ନୋଟା ସହ କଂଗ୍ରେସର ଭୋଟ ହାର ସମାନ ହେଲାଣି: ବିଧାୟକ ମହମ୍ମଦ ମୋକିମ
ଭୁବନେଶ୍ବର: ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେଉଛି କଂଗ୍ରେସ । ଜାତୀୟ ଦଳର ଏପରି ନୈରାଶ୍ୟ ଜନକ ପ୍ରଦର୍ଶନ କର୍ମୀ ଓ ସମର୍ଥକଙ୍କୁ ମର୍ମାହତ କରିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି। ନୋଟା ସହ!-->…
ଏପରି ଭୋଟ ମିଳିଲେ ଓଡ଼ିଶାରେ କଂଗ୍ରେସ ଦଳ ଲୋପ୍ ପାଇଯିବ : ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି କି, ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ। ଦୁଇ ଦୁଇଟା ଉପ ନିର୍ବାଚନରେ ଆମର ଅମାନତ ଗଲାଣି। ଆମ!-->…
ଏଫ୍ଆଇଆର ନ ରଖିବାରୁ ଆଇଆଇସିଙ୍କୁ ଦଣ୍ଡ: ଫିଲଡ ପୋଷ୍ଟିଂ ବ୍ୟାନ କଲେ ହାଇକୋର୍ଟ
କଟକ: ତଦନ୍ତରେ ଅବହେଳା ମହଙ୍ଗା ପଡିଲା । କମିଶନରେଟ୍ ପୋଲସର ଏକ ଥାନା ଆଇଆଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା । ଏକ ବର୍ଷ ପର୍ଯ୍ୟନ୍ତ ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ନେବେ ଟ୍ରେନିଂ । ପୋଲିସ କମିଶନରଙ୍କୁ ଏଭଳି!-->…
ନବୀନଙ୍କ ଆଶୀର୍ବାଦ ନେଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା
ଭୁବନେଶ୍ବର: ନବୀନ ନିବାସରେ ବର୍ଷା ସିଂ ବରିହା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଲେ ପଦ୍ମପୁର ବିଧାୟିକା । ପଦ୍ମପୁରରୁ ବର୍ଷାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭୁବନେଶ୍ୱରରେ ପହଞ୍ଚିଥିଲେ ।!-->…