Browsing Category

ଓଡିଶା

ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଟିଟିଲାଗଡ଼: ଟିଟିଲାଗଡ଼ ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଟିଟିଲାଗଡ଼ ରେଞ୍ଜର ଶିବପ୍ରସାଦ ନାୟକଙ୍କ ବାସଭବନରେ ଆଜି ଭୋରରୁ ଏହି ଚଢ଼ାଉ ହୋଇଛି।

କାଦୁଅରେ ଫସିଲେ ୨ ହାତୀ

ବାରିପଦା: ଖାଲରେ ପଡ଼ି ଛଟପଟ ହେଉଛନ୍ତି ୨ ହାତୀ। ବାହାରିବାକୁ ବାଟ ପାଉନାହାନ୍ତି। ଏପରି ଦୃଶ୍ୟ ଆଜି ସକାଳୁ ବାରିପଦା ରେଞ୍ଜ ହଳଦୀବଣି ସେକ୍ସନର କାଠରୋମା ଗାଁରେ ଦେଖିବାକୁ ମିଳିଛି। କାଠରୋମା ଗାଁରେ ଥିବା ଏକ ଖାଲ କାଦୁଅ, ପାଣିରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ରାତିରେ ୨

ଭଡ଼ା ଘରେ ଚାଲିଥିଲା ଦେହ ବେପାର, ୨ ଯୁବକଙ୍କ ସମେତ ୩ ଜଣ ଗିରଫ

ମାଲକାନଗିରି: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ। ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୁଲିସ୍‌ ଉକ୍ତ

ବେଆଇନ କୋଠା ନିର୍ମାଣକାରୀ ସାବଧାନ, ଆକ୍ସନ ମୋଡରେ ବିଏମ୍‌ସି

ବ୍ରହ୍ମପୁର: ଆକ୍ସନ ମୋଡକୁ ଆସିଯାଇଛି ବ୍ରହ୍ମପୁର ମହାନଗର ନିଗମ । ବେଆଇନ କୋଠା ନିର୍ମାଣକାରୀଙ୍କୁ ଆଉ ବରଦାସ୍ତ କରାଯିବନି । ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ନିଜ ଭୁଲ ସୁଧାରିବାକୁ ଦିଆଯାଇଛି ୧୫ ଦିନ ସମୟ। ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ

ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ

ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ

ଡାକ୍ତରୀ ପଢ଼ିବା ପାଇଁ ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲେ ସରକାର

ଭୁବନେଶ୍ୱର: ଡାକ୍ତରୀ ପଢ଼ିବା ପାଇଁ ଟଙ୍କା ନାହିଁ । ବିଲରେ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ର ଇଫୁ ମଲ୍ଲିକ । ଏ ଖବର ପରେ ସରକାର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୬୨ ହଜାର ୯୫୦ ଟଙ୍କା ସହାୟତା ପ୍ରଥମ ବର୍ଷ

ଶିଶୁ ଶ୍ରମିକକୁ ମାଡ଼ ମାରି ୨ ଗିରଫ, ୧୧ ବର୍ଷୀୟ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର : ସାଲିଆ ସହିରେ ଗତକାଲି ଜଣେ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ପରେ ସେମାନଙ୍କ ନାଁ ରେ ମାମଲା ରୁଜ୍ଜୁ ପରେ

ଜାରକା ଅଞ୍ଚଳରେ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ: ବ୍ରାଉନ ସୁଗାର ଜବତ ସହ, ୨ ଗିରଫ

ଯାଜପୁର: ପକ୍ଷରୁ ଜାରକା ଷ୍ଟାଡିୟମ ନିକଟରେ ଚଢ଼ାଉ କରି ଜଣେ ବେପାରୀକୁ ଉଠାଇ ନିଆଯାଇଥିଲା। ପଚରା ଉଚରା ସମୟରେ ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନ ସୁଗାର କାରବାରରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ୧.୭୭ଗ୍ରାମ ବ୍ରାଉନ ସୁଗାର ସହ

ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍‌ ବ୍ଯବହାର ନିଷିଦ୍ଧ, ଜାନୁଆରୀରୁ ଲାଗୁ ହେବ କଟକଣା

ପୁରୀ : ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍‌ ବ୍ଯବହାର ନିଷିଦ୍ଧ ହେବ। ଆସନ୍ତା ଜାନୁଆରୀ ୧ରୁ ଏହି କଟକଣା ଲାଗୁ କରାଯିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ

ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆଠଗଡ଼ : ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ମଞ୍ଚେଶ୍ୱର ଘାଟ ପଟୁ ର୍ନିମାଣ ହେବ ଅସ୍ତାଇ ରାସ୍ତା। ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର। ୧୫ତାରିଖରୁ ଆସ୍ତାଇ ରାସ୍ତା କାର୍ଯ୍ଯ ଆରମ୍ଭ ଓ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ