Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳି ବିନିମୟ, ୨ ମାଓବାଦୀଙ୍କ ମୃତ୍ୟୁ…
ଫୁଲବାଣୀ:- ୦୬/୧୨: ମଙ୍ଗଳବାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡା ଥାନା ଅଞ୍ଚଳରେ ଏସଓଜିର କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା l ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା l ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା!-->!-->!-->…
ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ : ଅର୍ଚ୍ଚନା ନାଗ
ଭୁବନେଶ୍ୱର ୦୬/୧୨: ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ ।
ମୁହଁ ଖୋଲି କହିଥିଲେ!-->!-->!-->…
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ୦୬/୧୨: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି ।
ସରକାରୀ କାର୍ଯ୍ୟାଳୟରେ ସକାଳୁ ଭିଜିଲାନ୍ସ ରେଡ ଚାଲିଛି । ଏକ କାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍!-->!-->!-->…
ସ୍କୁଲରେ କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ଯାଜପୁର ୦୬/୧୨: କଳାପଟା ନଥିବାରୁ କବାଟରେ ଲେଖାହେଲା ପ୍ରଶ୍ନ । ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତରେ ଥିବା ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ । ଗତକାଲି ପ୍ରଥମରୁ ଅଷ୍ଟମ!-->…
ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼
ଯୋଡା: ବଡ଼ବିଲ ପୁରୁଣା ବସ୍ ଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ଼ । ଆଜି ସକାଳ ପ୍ରାୟ ୮ ବେଳେ, ବସ୍ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଏହି ଛୁରାମାଡ଼ ହୋଇଛି । ଏଥିରେ ନ୍ୟୁ ମାର୍କେଟ ଅଞ୍ଚଳର ଏମ୍ ଡି ଆକବର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ଅତର୍କିତ ଛୁରାମାଡ଼ ଯୋଗୁଁ ତାଙ୍କ!-->!-->!-->…
ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ
ଭୁବନେଶ୍ୱର ୦୬/୧୨: ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଆରକିଟେକ୍ଟ ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ଡିଜାଇନ୍ କରିଥିଲେ ।
ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା!-->!-->!-->…
ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ: ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ…
• ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ• ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ• ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି
ସୁନ୍ଦରଗଡ଼,:୬ ଡିସେମ୍ବର ୨୦୨୨: ହକି!-->!-->!-->!-->!-->!-->!-->…
ଓଡ଼ିଶାରେ ପଡ଼ିବନି ବାତ୍ୟାର ପ୍ରଭାବ, କମିବ ଶୀତ
ଭୁବନେଶ୍ୱର ୦୬।୧୨ : ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବନି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ୮ ତାରିଖ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ!-->…
ଶେଷ ହେଲା କୋଣାର୍କ ମହୋତ୍ସବ: ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ
ଗୋପ:ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ । ଶେଷ ସଂଧ୍ୟାରେ ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ କଳାକାର ମାନେ ଓଡ଼ିଶୀ ନୃତ୍ୟରେ ମଞ୍ଚସ୍ଥ କରିଥିଲେ ‘ସୂର୍ଯ୍ୟ ବନ୍ଦନା’ । ଓଡ଼ିଶୀ ଉନ୍ଦରେ ନୃତ୍ୟଶିଳ୍ପୀ ମାନେ ଭକ୍ତିମୟ ପରିବେଶ ସୃଷ୍ଟି!-->…
୬୦ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ…
ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଗଳା ରକ୍ଷା ଦିଗରେ ଗୃହରକ୍ଷୀଙ୍କ ଭୂମିକା ମହତ୍ବପୂର୍ଣ୍ଣ : ଶ୍ରୀ ନିତି ଶେଖର