Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୮ ପ୍ରକଳ୍ପରେ ୪,୪୨୩ କୋଟି ୫୧ ଲକ୍ଷର ପୁଞ୍ଜିନିବେଶ, ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ହେମନ୍ତ ଶର୍ମା
ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ!-->…
ଡିସେମ୍ବର ୫ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ, ରିମାଣ୍ଡରେ ନେବ ଇଡି
ଭୁବନେଶ୍ବର: ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଚଳିତ ମାସ ୫ ତାରିଖରେ ଏସ୍ଡିଜେଏମ୍ କୋର୍ଟରେ ହାଜର ହେବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଡକ୍ସନ ଆବେଦନ ଆଧାରରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ। କୋର୍ଟରେ ହାଜର ପରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ।
ଆସନ୍ତାକାଲି ପୁଣି ଥରେ ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଆସନ୍ତାକାଲି ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ପ୍ରଧାନ ପ୍ରଥମେ!-->!-->!-->…
ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି
ଭଦ୍ରକ ୦୨/୧୨: ବିଷାକ୍ତ ଫଳ ଖାଇ ଅସୁସ୍ଥ ହେଲେ ଛାତ୍ରଛତ୍ରୀ। ଅସୁସ୍ଥ ସମସ୍ତ ବିଦ୍ୟାର୍ଥୀଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖେଳଛୁଟିରେ ସ୍କୁଲ୍ ପିଲାମାନେ ଅଜାଣତରେ ବିଷାକ୍ତ ଫଳ ଖାଇଥିବା ସନ୍ଦେହ କରାଯାଉଛି। ଏପରି ଅଘଟଣ ଭଦ୍ରକ ଜିଲ୍ଲା!-->…
ସରିଲା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା
ଭୁବନେଶ୍ଵର: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ। ମାତ୍ର ଆଠ ଦିନ ଚାଲିବା ପରେ ଶୁକ୍ରବାର ଗୃହକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲା। ଏଥିରେ ୩୩ଟି କାର୍ଯ୍ୟ ଦିବସ ରହିଥିଲା।!-->…
କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ
କଟକ ୦୨/୧୨: କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶୁକ୍ରବାର ଶିଳ୍ପ ସଚିବ ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ!-->…
ନଦୀରେ ଭାସିଗଲେ ୨ ଯୁବକ, ଜଣେ ନିଖୋଜ
ମାର୍ଶାଘାଇ ୦୨/୧୨: ଚିତ୍ରୋତ୍ପଳା ନଦୀରେ ଗାଧେଇବାକୁ ଯାଇ ଭାସିଗଲେ ୩ ଯୁବକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାଦେଖି ସ୍ଥାନୀୟ ଲୋକମାନେ ୨ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟଜଣେ ଭାସିଯାଇଥିବା ଯୁବକ ବର୍ତ୍ତମାନ ସୁଦ୍ଧା ନିଖୋଜ!-->…
୨୦୨୩ରେ ଜିଲ୍ଲା ସ୍ୱପ୍ନ ସାକାର ହେବ, ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜିଲ୍ଲା ଘୋଷଣା ଦାବି ପଦ୍ମପର ଉପନିର୍ବାଚନରେ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଏହାରି ଭିତରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୩ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ!-->…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଆନନ୍ଦପୁର ୦୨/୧୨: ଶୋଇବା ଘରେ ଦଉଡ଼ିରେ ଫାସି ଦେଇ ମହିଳା ମୃତ। ମହିଳାଙ୍କ ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅତା ଗାଁରେ ଲକ୍ଷ୍ମୀରାଣୀ ଏପରି ଅଭାବନୀୟ ଘଟଣା ହୋଇଛି। ଲକ୍ଷ୍ମୀରାଣୀ ପାଗଳ ନାମକ ମହିଳାଙ୍କ ମୃତଦେହକୁ ପୋଲିସ!-->…
ASO ପରୀକ୍ଷା ଅନିୟମିତତା ମାମଲା, ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍
କଟକ ୦୨/୧୨: ଏଏସଓ ପରୀକ୍ଷା ପରିଚାଳନକୁ ନେଇ ଓପିଏସସି କର୍ତ୍ତୃପକ୍ଷଙ୍କୁ ପୁଣି ଲାଗିଛି ଅଦାଲତି ଝଟକା । ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ହୋଇପାରିବ ନାହିଁ ବୋଲି ଆଜି ସ୍ପଷ୍ଟ ଭାବେ!-->…