Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ
ପଦ୍ମପୁର ୦୨/୧୨: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ ସବୁ ଦଳ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ!-->…
ପୋଲିସର ନିସ୍ତୁକ ମାଡ଼ରେ ବ୍ୟବସାୟୀ ଲହୁଲୁହାଣ
ଫୁଲବାଣୀ ୦୨/୧୨: ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କିଛି ପୋଲିସ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ!-->…
ଦନ୍ତା ହାତୀର ମୃତଦେହ ଠାବ
ଆଠମଲ୍ଲିକ ୦୨/୧୨: ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜର ଘୋଡାଗାଡି ଖେସରା ଜଙ୍ଗଲରୁ ଦଶବର୍ଷର ଦନ୍ତା ହାତୀର ମୃତେଦହ ଠାଵ କରିଛି ବନବିଭାଗ । ହାତୀ ମୃତ୍ୟୁ କାରଣ କଣ ଜଣାପଡ଼ିନି । କିନ୍ତୁ ହାତୀର କିଛି ସ୍ଥାନରେ ରକ୍ତର ଦାଗ ମାନ ରହିଛି ।
ଗତ ତିନି ମାସ ଭିତରେ ଆଜିର ହାତୀ ମୃତ୍ୟୁକୁ!-->!-->!-->…
ଜଳିଗଲା ଘରୋଇ ବସ୍ , ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
ସମ୍ୱଲପୁର ୦୨/୧୨: ଜଳିଗଲା ନାଇଟ୍ କୋଚ୍ ବସ୍। ବୁର୍ଲାରୁ ଭୁବନେଶ୍ୱର ଅଭିମୁଖେ ଚାଲୁଥିବା ଘରୋଇ ବସ୍ ନାଗରାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
ବସ୍ଟି ଗୁରୁବାର!-->!-->!-->…
ଚାଷୀ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବୀ
ଭୁବନେଶ୍ୱର ୦୨/୧୨: ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଙ୍ଗାମା । ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗ ଘେରିଥିଲେ ବିରୋଧୀ । ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏପରିକି ବାଚସ୍ପତିଙ୍କ ପୋଡିୟମ ଆଗରେ!-->…
ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ
କଟକ ୦୨/୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକେ । କଟକ କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ତାଙ୍କର୦ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତେବେ ବିଳମ୍ୱିତ ରାତିରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ଓଲିଉଡରେ ଶୋକର!-->…
ରାଜ ରାସ୍ତା ରେ ମାଣ ବସେଇ ଲକ୍ଷ୍ମୀ ପୁରାଣ ଗାଇଲେ ଧାରଣା ରତ ଅଙ୍ଗନବାଡି କର୍ମୀ…
ନବରଙ୍ଗପୁର :ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣରତ ଅଙ୍ଗନବାଡି କର୍ମୀ ରାଜ ରାସ୍ତା ରେ ମାଣ ବସେଇ ପାଳିଲେ ଗୁରୁବାର ବ୍ରତ ଆଉ ପଢିଲେ ଲକ୍ଷ୍ମୀ ପୁରାଣ ,ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ,ଆଜି ପଞ୍ଚମ ଦିନରେ କୋଷଗୁମୁଡ଼ାବ୍ଲକ ର ଶତାଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ ବନ୍ଦ ର ଡାକରା ଦେଇ!-->…
ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
ବରଗଡ଼: ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼!-->…
ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା; ରାଜ୍ୟରେ ହେବ ଆଉ ଲକ୍ଷେ କୋଟି ନିବେଶ
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଓଡ଼ିଶା ପାଇଁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବା ନେଇ ଘୋଷଣା ହୋଇଛି । ଷ୍ଟିଲ ଓ ସୋଲର କ୍ଷେତ୍ରରେ କମ୍ପାନୀ ପୁଞ୍ଜି ନିବେଶ କରିବ ବୋଲି ଜେଏସଡବ୍ଲୁ!-->…
୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
ଭୁବନେଶ୍ୱର ୦୧।୧୨ : ରାଜ୍ୟରେ ୨୦୨୦-୨୨ରୁ କୋଭିଡ଼-୧୯ରେ ୨୦ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାସହିତ ବନ୍ୟା, ବାତ୍ୟା, ମରୁଡି ଓ ପ୍ରବଳ ବର୍ଷା ଯୋଗୁଁ ବିଗତ ୧୦ ବର୍ଷ ଭିତରେ ୨୨୭ ଜଣଙ୍କ ପ୍ରାଣ ଯାଇଛି ବୋଲି ଗୃହରେ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା!-->…