Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅର୍ଚ୍ଚନା ମାମଲାରେ ‘ମୋ ଫଟୋକୁ ଯୋଡ଼ା ଯାଇଛି’ : ଥାନାରେ ଏତଲା ଦେଲେ କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ
କରଞ୍ଜିଆ : ଅର୍ଚ୍ଚନା ନାଗ ସହ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ । ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି। ନିଜର ଶତାଧିକ ସମର୍ଥକ ତଥା ବିଜେଡି ନେତାଙ୍କ ସହ!-->…
ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା
ନିମାପଡା: ନିଜ ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ମାମଲା ରୁଜୁ। ଗୁରୁତର ଅବସ୍ଥାରେ ମେଡିକାଲରେ ଭିଣୋଇଙ୍କୁ ଭର୍ତ୍ତି କରାଯାଇଛି। ସ୍ତ୍ରୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଗୋଡେଇ ଗୋଡେଇ ହାଣିଲେ ନିଜ ଶଳା ମାନେ। ପୋଲିସ!-->…
ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍ ବାରଣ
ପୁରୀ ୨୫/୧୧: ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି ।
ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ!-->!-->!-->…
ଚାଷୀଙ୍କ ପାଇଁ ବିଧାନସଭା ହୁଲୁସ୍ତୁଲ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ବିଜେଡ଼ି ନେତା
ଭୁବନେଶ୍ବର: ଚାଷୀଙ୍କ ପାଇଁ ବିଧାନସଭା ହୁଲୁସ୍ତୁଲ। ଶାସକ ଓ ବିରୋଧୀ ମୁହାଁମୁହିଁ। ବିଧାନସଭା ଭିତରେ ପରେ ବାହାରେ ଚାଷୀଙ୍କୁ ନେଇ ବିଜେଡି ଓ ବିଜେପି ଗର୍ଜିଛନ୍ତି। କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଉଭୟଙ୍କୁ ସମାଲୋଚନା!-->…
ରାଗିଂ ଅଭିଯୋଗରେ ୭୦ ଛାତ୍ରଙ୍କୁ ହଜାରେ ଲେଖାଏଁ ଜରିମାନା
୫ମ ସେମିଷ୍ଟାର୍ ପାଇଁ ଲାଇବ୍ରେରୀରୁ ବହି ନେବା ମନା
କେନ୍ଦୁଝର: ରାଗିଂ ଅଭିଯୋଗରେ ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା । ଓଡ଼ିଶା ଖଣି ଓ ଯାନ୍ତ୍ରୀକ ବିଦ୍ୟାଳୟର ଗନ୍ଧମାର୍ଦ୍ଦନ ଛାତ୍ରାବାସରେ ଥିବା ୩ୟ ବର୍ଷର ୭୦ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା ସହ,!-->!-->!-->…
ବାଣ ବିସ୍ଫୋରଣ ଘଟଣାରେ ୧୧ ଅଟକ, ଦୁଇ ଜଣଙ୍କ ନାଁରେ ମାମଲା
କେନ୍ଦ୍ରାପଡ଼ା ୨୫/୧୧: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆ ବଜାରରେ ବୁଧବାର ରାତିରେ କାର୍ତ୍ତିକେଶ୍ୱର ଭସାଣି ବେଳେ ଘଟିଥିବା ବାଣ ବିସ୍ଫୋରଣର ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । କଟକ ବଡ଼ ମେଡିକାଲ୍ର!-->…
ହାଇଦ୍ରାବାଦ ଚାଲାଣବେଳେ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର: ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ସହର କଚେରୀ ଛକରୁୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ଶିଶୁ ନାବାଳକ ।
ଉଦ୍ଧାର!-->!-->!-->…
ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁରେ ଅନଲାଇନ ଠକେଇ
ପୁରୀ: ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ରୁମ୍ ବୁକିଙ୍ଗ ନାଁ ରେ ଅନଲାଇନ ଠକେଇ ଘଟଣା ନେଇ ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେକ୍ ୱେବ୍ ସାଇଟ୍ ଖୋଲି ଠକେଇ କରିଥିବା ଅଭିଯୁକ୍ତ ପ୍ରମୋଦ ଶାହାର ସମସ୍ତ ତଥ୍ୟ ପୋଲିସ ହାତରେ ଲାଗିଛି। ତଦନ୍ତରେ ବାଧା!-->…
ବିଡିଓ ଙ୍କୁ ମାଡ଼ ଘଟଣା; ସରପଞ୍ଚଙ୍କ ସ୍ୱାମୀ ଓ ଦୁଇ ସହଯୋଗୀ ଗିରଫ
ଉମରକୋଟ: ଗତକାଲି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ସତ୍ୟନାରାୟଣ ମେହେରଙ୍କୁ ମାଡ଼ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଓ ତା ଦୁଇ ସହଯୋଗୀଙ୍କୁ ଶୁକ୍ରବାର ଗିରଫ କରିଛି ଝରିଗାଁ ପୋଲିସ। ବିଲ୍ କରାଇ ଦେବାକୁ ନେଇ ବିଡିଓଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଡିଓ!-->…
ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ତଣ୍ଟି ଚିପି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲା ବିବାହିତ ପ୍ରେମିକ
ବଡବିଲ: ଗତ ୧୮ ତାରିଖରେ ବଡ଼ବିଲ, ହାୟରପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ବଡ଼ବିଲ ପୋଲିସ୍ । ଯୁବତୀ ଜଣକ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରିବାପରେ ଗଛରେ ଟାଙ୍ଗି ଦିଆଯାଇଥିଲା ବୋଲି ପୋଲିସ୍!-->…