Browsing Category

ଓଡିଶା

ଯାଜପୁର କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର :ଯାଜପୁର ଜିଲ୍ଲାରେ କବାଡ଼ି ଗୋଦାମରେ ନିଆଁ । ଭୟାବହ ଅଗ୍ନିକାଣ୍ଡ ହୋଇଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁ ଲିଭାଉଛନ୍ତି । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର

ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ଇଡି; ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ୨୩/୧୧: ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ ମେଲର୍‌ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ତାର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଥାଉକି, ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ

ନକଲି ଓଏସଟିଇଟି ସାର୍ଟିଫିକେଟ୍‌ ଦେଇ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ମଚାରୀ ଗିରଫ

କଟକ ୨୩/୧୧: ନକଲି ସାଟିଫିକେଟର ଜାଲରେ ମାଧ୍ୟାମିକ ଶିକ୍ଷା ପରିଷଦ। ଓଏସଏସଟିଇଟି ପରୀକ୍ଷାର ସାର୍ଟିଫିକେଟ ପାଇଁ ଦଲାଲ କରୁଛନ୍ତି ମୁଲଚାଲ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ଲାଞ୍ଚ। ଏଭଳି ଏକ ଜାଲ ସାର୍ଟିଫିକେଟ ବିକ୍ରିକରି ଧରାପଡିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ

ପଦ୍ମପୁର ଉପନିର୍ବାଚନ: ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ

ଭୁବନେଶ୍ୱର: ପଦ୍ମପୁର କଲେଜରେ ବିଜେଡି ନେତାଙ୍କ ସହ ବସି ଗୁପ୍ତ ନିର୍ବାଚନ ରଣନୀତି ସଭା ଆୟୋଜନ ଅଭିଯୋଗ ଘଟଣାରେ ୩ ଅଧ୍ୟାପକଙ୍କୁ ସସ୍‌ପେଣ୍ଡ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଚିଠିକୁ ସୁପାରିସ କରି ବିଭାଗକୁ ପଠାଇଛନ୍ତି ସିଇଓ।

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ଵର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ମିଳିବ ୧୦୦୦ ଟଙ୍କା। ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ। ସମସ୍ତ ତୋଳାଳିମାନଙ୍କୁ ତୋଳାଳି ପରିଚୟ ପତ୍ର ପ୍ରଦାନ କରାଯିବ।

ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କଲେ ପୁଲିସ୍ ଡିଜି

ଭୁବନେଶ୍ବର: ଶୀତକାଳୀନ ବିଧାନସଭା ଅଧିବେଶନ ଲାଗି କମିଶନରେଟ ପୁଲିସ୍‌ କରିଥିବା ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୁଲିସ୍‌ ଡିଜି ସୁନିଲ ବଂଶଲ। ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି , ଗୁଇନ୍ଦା ଡିଆଇଜି, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ

ଅକ୍ଷୟ ପରିଜାଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୩।୧୧ : ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ

ବିଜେବି କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌, ଭିଡିଓ ଭାଇରାଲ୍

ଭୁବନେଶ୍ୱର: କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌। ବୁଲେଟ୍‌ ଚଳାଇବାର ଇନଷ୍ଟାଗ୍ରାମ୍‌ ରିଲ୍‌ସ ଭିଡିଓ ଏବେ ଭାଇରାଲ। ବିଜେବି କଲେଜ ଅଫିସ କ୍ୟାମ୍ପସରେ ଜଣେ ଯୁବକ ବୁଲେଟ୍‌ ଚଲାଇ ଭିଡିଓ ଭାଇରାଲ କରିଛନ୍ତି। କିଏ ଓ କେମିତି ବୁଲେଟରେ ବସି ଭିଡିଓ ଭାଇରାଲ କଲା ତାହା

୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ବିଜ୍‌ଲି’, ନନ୍ଦନକାନନରେ ୨୦କୁ ବୃଦ୍ଧି ପାଇଲା ସିଂହ ସଂଖ୍ୟା

ଭୁବନେଶ୍ୱର: ୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ବିଜ୍‌ଲି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଆଫ୍ରିକୀୟ ସିଂହୀ ‘ବିଜ୍‌ଲି’ର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି। ଗତକାଲି ସିଂହ ସଫାରିରେ ଏହି ଶାବକ ଜନ୍ମଲାଭ କରିଛନ୍ତି। ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜ୍‌ଲି ୩ଥର

ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ : ଥରିଲା ଘର କବାଟ, ବାହାରକୁ ଆସିଗଲେ ଲୋକେ

ଯାଜପୁର ୨୩।୧୧ : ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ । ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ