Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିଃସର୍ତ୍ତ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ : ଗଣ ମାଧ୍ୟମ ଓ ଅଭିବ୍ୟକ୍ତି ର ସ୍ଵାଧୀନତା କୁ ନେଇ…
ବ୍ରହ୍ମପୁର : ଗଣ ମାଧ୍ୟମ ପାଇଁ ଅଭିବ୍ୟକ୍ତିର ସ୍ଵାଧୀନତା ଅଗ୍ନି ପରୀକ୍ଷା ସଦୃଶ୍ୟ ଏବଂ ସାମ୍ପ୍ରତିକ ସମୟ ରେ ନିରପେକ୍ଷ ତଥା ନିର୍ଭୀକ ଭାବରେ ଗଣ ମାଧ୍ୟମ ନିଜ ବିଚାର ନେଇ କାର୍ଯ୍ୟ କରିବା ଆଦୋୖ ସମ୍ଭବ ନୁହେଁ ବୋଲି ନିସର୍ତ୍ତ ତରଫରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଲୋଚନା!-->…
କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, ୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ
ଭୁବନେଶ୍ଵର: RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ। ଗିରଫ ନେଇ ସୂଚନା ଦେଲେ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ। ଦୁର୍ନୀତିଖୋର ବାବୁଙ୍କର ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଏଥିରେ ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ!-->…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ, ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ପୁରସ୍କାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ!-->…
ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି
ପୁରୀ: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ!-->…
ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ସ୍ଥିତ ଲଳିତ କ୍ଲଥ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରା଼ ଙ୍କୁ, ବନ୍ଧୁକ ଓ ଭୁଜାଲି ଦେଖାଇ ଗତ ରାତିରେ ୫୦ହଜାର ରୁ ଉର୍ଦ୍ଧ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ!-->…
ଷ୍ଟାର୍ଟ ମାରିବା ବେଳେ ରାସ୍ତା ଉପରେ ଜଳିଗଲା କାର
ଖୋର୍ଦ୍ଧା: ରାସ୍ତା ଉପରେ ଠିଆ ହୋଇଥିବା ଅବସ୍ଥାରେ ଜଳିଗଲା କାର । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାଘମାରି ବଜାରରେ ଘଟିଛି ଏଭଳି ଘଟଣା । ଗାଡି ଷ୍ଟାର୍ଟ କରିବା ବେଳେ ଅଚାନକ ଗାଡିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ କାରଟି ସଂପୂର୍ଣ୍ଣ ଜଳିଗଲା।!-->…
ବାଇକରେ ଯାଉଥିବାବେଳେ ପଛରୁ ପିଟିଲା ବୋଲେରୋ, ଜଣେ ମୃତ
ଖୋର୍ଦ୍ଧା ୧୬/୧୧: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭୀରମୁଣ୍ଡା ରୋଡ଼ରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।
୧୬ ନଂ ଜାତୀୟ ରାଜପଥ ନାଚୁଣୀ-ସୁନାଖଳା ଠାରୁ ବାଣପୁର ଅଭିମୁଖେ ଦୁଇ ଜଣ ଯୁବକ ବାଇକ ଯୋଗେ ଯାଉଥିବା!-->!-->!-->…
ଗଜପତିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସେବାୟତ ଗୁରୁକୂଳ ନିର୍ମାଣ ନେଇ ଆଲୋଚନା
ପୁରୀ ୧୬।୧୧ : ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ସେବାୟତ ଗୁରୁକୂଳ ନିର୍ମାଣ ନେଇ ଆଲୋଚନା।
ଖବର ଅନୁଯାୟୀ, ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ଵର ସାହି ମୌଜା ମାଟି ତୋଟା!-->!-->!-->…
ପିକ୍ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ମୃତ
ନୂଆପଡା ୧୬।୧୧: ନୂଆପଡ଼ା ଜିଲ୍ଲା ଲଖନା ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ଅପ୍ ଭ୍ୟାନ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି!-->…
ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ପଦ୍ମପୁର, ୧୬/୧୧: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ବେଳେ ଏହା ସଫଳ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ଭାବେ ମୁଖ୍ୟମନ୍ତ୍ରୀ!-->…