Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ASO ପରୀକ୍ଷାରେ ବ୍ୟାପକ ତ୍ରୁଟି ଅଭିଯୋଗ, ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ
କଟକ, ୧୦।୧୧: ଓଡିଶା ଲୋକ ସେବା ଆୟୋଗ ବା ଓପିଏସ୍ସି ପକ୍ଷରୁ କରାଯାଇଥିବା ଏଏସଓ ବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ବ୍ୟପକ ତ୍ରୁଟି ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଓଡିଶା ଲୋକ ସେବା ଆୟୋଗ ସମ୍ମୁଖରେ ବସି ନିରବ!-->…
ଗଜପତିଙ୍କ ସହ ଚଟଣାରେ ବସି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି
ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ତାଳବଣିଆ ହେଲିପ୍ୟାଡ୍ରୁ କଡ଼ା ସୁରକ୍ଷା ଭିତରେ ସେ ସିଂହଦ୍ୱାର ଅଭିମୁଖେ ଯାଇଥିଲେ । ବଳଗଣ୍ଡି ଛକରେ କାର୍ରୁ ଓହ୍ଲାଇ!-->…
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍ ବିତାଇବା ସହ କଲେ ପୂଜାର୍ଚ୍ଚନା
ପୁରୀ:ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି। ସିଂହଦ୍ୱାର ସାମ୍ନାରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ। ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରିଥିଲେ। ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ!-->…
ଲୋକସେବା ଭବନରେ ମାଣ୍ଡିଆ ଦିବସ ପାଳିତ, ଭର୍ଚୁଆଲରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୦/୧୧: ଆଜି ଲୋକସେବା ଭବନରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ!-->…
ଟାଙ୍ଗୀ ରେଞ୍ଜରେ ମାତିଛନ୍ତି ୩୦ ଟିକିଆ ହାତୀପଲ
ଟାଙ୍ଗୀ ୧୦/୧୧: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧୀନରେ ଏବେ ଅଛନ୍ତି ୩୦ ଟି ଜଙ୍ଗଲି ହାତୀ । ଏହି ଜଙ୍ଗଲି ହାତୀ ମାନେ ବନ ବିଭାଗର ନିଦ ହଜାଇ ସାରିଲାଣି । କେତେବେଳେ ଏହି ହାତୀପଲ୍ଲ ଜନବସତି ମୁହାଁ ହେଉଛନ୍ତି ତ’ ପୁଣି କେତେବେଳେ ଏମାନେ ଧାନଚାଷ ଓ ଫଳ ବଗିଚାରେ ଆତଙ୍କ!-->…
ବାଲିଯାତ୍ରା ପଡିଆରେ ‘ଓଡିଶା ହାଇକୋର୍ଟ’
କଟକ ୧୦।୧୧ : ହାଇକୋର୍ଟର ଇତିହାସ, ବିଚାର ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଏବଂ ଆଇନ ସେବା ବାବାଦୀୟ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ବାଲିଯାତ୍ରାରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଯାତ୍ରା ପଡିଆରେ ଖୋଲିଛି ଷ୍ଟଲ । ଯେଉଁଠି ରହିଛି ହାଇକୋର୍ଟ ଇତିହାସ ସମ୍ପର୍କିତ ଛବି ଏବଂ ତଥ୍ୟ ।
!-->!-->!-->…
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର ୧୦/୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାର୍ଡ ଅପ୍ ଅନର ସହ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦେଇ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ପ୍ରମୁଖ ଉପସ୍ଥିତ ରହି!-->…
ଘରେ ରଶି ଲଗାଇ ଝୁଲିପଡିଲେ ଯୁବକ
ସାଲେପୁର ୧୦।୧୧ : ଫ୍ୟାନ୍ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ । ମୃତ ଯୁବକ ସାଲେପୁର ଥାନା ବାରବାରି ଗାଁର ବାପିନା କାଣ୍ଡି । ସେ ମାମୁଁ ଘର ଶଙ୍କରପୁର ଗାଁରେ ରହିଆସୁଥିବା ବେଳେ ଶଙ୍କରପୁର ଗାଁରେ ଘଟିଛି ଘଟଣା।
ଖବର ଅନୁଯାୟୀ, ଗୁରୁବାର!-->!-->!-->…
ଅର୍ଚ୍ଚନା ନାଗ ମାମଲାରେ ଇଡିର ଚଢାଉ, ୬ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତଢାଉ । ଆଜି ତାଙ୍କ ଘରେ ପଞ୍ଝା ମାରିଛି ତଦନ୍ତକାରୀ ଟିମ୍ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅର୍ଚ୍ଚନାଙ୍କ ପୈତୃକ!-->…
ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର ୧୦/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର ୧୭ ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ ।
ଏବେ ଯାଏଁ କୌଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୁଡାନ୍ତ ହୋଇ ନାହିଁ ।!-->!-->!-->…