Browsing Category

ଓଡିଶା

କନ୍ଧମାଳ ତୁମୁଡିବନ୍ଧ ଓ ଖୋର୍ଦ୍ଧା ବାଣପୁରରେ ସାଧାରଣ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର/ତୁମୁଡିବନ୍ଧ/ବାଣପୁର: ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି…

ନୂଆ ରୂପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ, ଗାଡିରେ ପୁଲିସ ସାଇରନ, ନୂଆ ଡ୍ରେସ କୋଡ୍…

ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ରୂପରେ ଘୁରି ବୁଲିବ ରାଜଧାନୀର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ଏହି ସ୍କ୍ବାର୍ଡର ପୁଲିସ ସାଇରନ ରହିବ ଓ ଅଧିକାରୀଙ୍କ ସ୍ବତନ୍ତ୍ର ଡ୍ରେସ କୋଡ ରହିବ । ଜବରଦଖଲ, ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା ଆଦିର ତଦାରଖ ପାଇଁ ସାରା ସହରରେ ଏହିପରି ୧୭ଟି ଗାଡ଼ି…

ବିଏମସିର ଶେଷ କର୍ପୋରେସନ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ…

ଭୁବନେଶ୍ବର: ଏବର୍ଷ ବିଏମସିର ଶେଷ କର୍ପୋରେସନ ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା। କୌଣସି ଥଇଥାନ ବ୍ୟବସ୍ଥା ନକରି ଅନେକ ଉଠା ଦୋକାନୀ ସହ ବସ୍ତି ଘର ଗୁଡ଼ିକୁ ଉଚ୍ଛେଦ କରାଚାଲିଛି। ବିନା ଥଇଥାନରେ ଉଠାଦୋକାନୀ କି ବସ୍ତି ଉଛେଦ ନ କରିବା ପାଇଁ ସାଂସଦ ଆଜିର…

ଓଡ଼ିଶାରେ ସରକାର କିଏ ଚଳାଉଛନ୍ତି ତାହା ଜଣାପଡୁନାହିଁ : ଜେ ପି ନଡ୍ଡା…

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା…

ଟ୍ରକ ଚକ ତଳେ ଦୁଇ ଘଣ୍ଟା ଚାପି ହୋଇ ରହିଥିବା ଯୁବକ ଜେସିବି ଦ୍ବାରା ହେଲା ଉଦ୍ଧାର…

ବାଲେଶ୍ବର: ଟ୍ରକ ଚକ ତଳେ ଦୁଇ ଘଣ୍ଟା । ଜେସିବି ଯୋଗେ ରାସ୍ତା ଖୋଳି ଯୁବକଙ୍କୁ କରାଗଲା ଉଦ୍ଧାର । ବାଲେଶ୍ୱର ଔପଦା ବ୍ଲକ ସନ୍ତରାଗଡ଼ିଆ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ । ୨ ଘଣ୍ଟା ଧରି ଗାଡ଼ି ତଳେ ଚାପି ହୋଇ ରହିିଥିଲେ ଯୁବକ । ଜେସିବି ଯୋଗେ ରାସ୍ତାକୁ…

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ, ଦମ୍ପତିଙ୍କ ସମେତ ଗାଇଡ୍‌ଙ୍କୁ ଜେରା…

ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍‌ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ…

ନିୟନ୍ତ୍ରଣ ହରାଇ ରାସ୍ତାକୁ ଖସିଲା ବାଇକ, ଚାଳକ ମୃତ

ନୟାଗଡ଼ : ଦ୍ରୁତ ଗତି ହେଲା ମହାବିପତ୍ତି । ବାଇକ ଚଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକୁ ଖସିଲେ ଚାଳକ। ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ -ବାଣପୁର ମହାନଦୀ ମାଳବନ୍ଧ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ…

ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ, ଭୟ କରିବାର କାରଣ ନାହିଁ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର…

ଜଗତସିଂହପୁର ଡେପୁଟି କଲେକ୍ଟର ଗିରଫ

ଭୁବନେଶ୍ୱର: ଗିରଫ ହୋଇଛନ୍ତି ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଂଜନ ପିଲ୍ଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚିତ୍ତରଂଜନ ପିଲ୍ଲା ତାଙ୍କ ଆୟ ଠାରୁ ୧୯୧% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। …

ବିଶ୍ୱକପ ହକି ବେଳେ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ବିଶ୍ୱକପ ହକି ବେଳେ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। କେବଳ ବିମାନବନ୍ଦରରେ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ। ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିଶ୍ୱକପ୍ ହକି ପୂର୍ବରୁ…