Browsing Category

ଓଡିଶା

ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର ୦୯।୧୧ : ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଖବର ଅନୁଯାୟୀ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା ।

ଅଟୋରୁ ଗଞ୍ଜେଇ ଜବତ, ଦୁଇ ଗିରଫ

ଚଣ୍ଡିଖୋଲ ୦୯।୧୧ : ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣ ନିକଟରୁ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ଦୁଇ ଜଣ ଯୁବକ

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ

ଖୋର୍ଦ୍ଧା ୦୯।୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଚଟୁଆ ଗାଁର କିଛି

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୯। ୧୧ : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ କିଡନୀ ରୋଗୀ

ଭୁବନେଶ୍ୱର: ସଠିକ ଔଷଧ ଏବଂ ଡାକ୍ତର ଯୋଗାଇଦେବା ଦାବିରେ ରାଜ୍ୟର କ୍ୟାନସର ଆକ୍ରାନ୍ତ ରୋଗୀ। ସଠିକ୍ ଔଷଧ ଦିଆଯାଉ ବୋଲି ଦାବି କରି ଗତକାଲିଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣାରେ ବସିଛନ୍ତି ଆକ୍ରାନ୍ତମାନେ। ପୂର୍ବରୁ ତିନି ମାସ ଧରି ସମାନ ଦାବି ନେଇ ଆନ୍ଦୋଳନ

ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ମହାକାଶରେ ଏକ ଘଣ୍ଟା ୧୫ ମିନିଟ୍‌ ଧରି ଚାଲିଲା ଛାଇ-ଆଲୁଅର ଖେଳ

ଭୁବନେଶ୍ୱର : ମହାକାଶରେ ମହାଜାଗତିକ ଦୃଶ୍ୟ । ଆକାଶରେ ଛାଇ ଆଲୁଅର ଖେଳ । ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଭାରତ ସମେତ ଉତ୍ତରପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ସମେତ ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହୋଇଛି ।

ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ : ମିଳିଲା ନିଖୋଜ ଯୁବ ବ୍ୟବସାୟୀଙ୍କ ମୃତଦେହ

କଟକ : କଟକ ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ। ଆଜି ଗାଧୋଇବା ସମୟରେ ବୁଡ଼ିଗଲେ ଯୁବ ବ୍ୟବସାୟୀ। ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ ମହମ୍ମଦ ଈର୍ଷାଦ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଜାରିରଖିଥିଲା। ସର୍ଚ୍ଚ ଅପରେସନ ଥିଲେ ଅଗ୍ନିଶମ ବାହିନୀ ଓ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି !

ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତନରୁ ୪.୫ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା

ସ୍ୱାମୀ ବିରୋଧରେ ଭୟଙ୍କର ଅଭିଯୋଗ ଆଣି ସ୍ତ୍ରୀ ଥାନାରେ ପହଞ୍ଚିଲେ

ସୋର : ଅନେକ ସୁନେଲି ସ୍ବପ୍ନ ଦେଖିଥିଲେ । ଅନେକ ଆଶା ନେଇ ସ୍ୱାମୀ ହାତ ଧରିଥିଲେ l ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ l ହେଲା ସ୍ବପ୍ନ ଅଧାରୁ ଅଟକିଗଲା l ବିବାହ ପ୍ରସ୍ତାବ ବେଳେ ଭାବୀ ସ୍ୱାମୀ ସୁରଟରେ ଭଲ ଦରମା ପାଉଥିବା ଜଣେ ଇଂଜିନିୟର ଭାବେ ପରିଚୟ