Browsing Category

ଓଡିଶା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଘୋଷଣା: ମୃତ ପୋଲିଂ ଅଧିକାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

ଭୁବନେଶ୍ବର: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଜାରି ରହିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଛି। ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ

ସ୍ତ୍ରୀକୁ ଛୁରି ଭୁଷିଲା ପରେ ସ୍ୱାମୀର ଆତ୍ମହତ୍ୟା

ସୋନପୁର ୦୩।୧୧ : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ପାଲିଗାଁରେ ଅଘଟଣ । ସ୍ତ୍ରୀକୁ ଛୁରିଭୁଣି ଆକ୍ରମଣ ପରେ ଆତ୍ମହତ୍ୟା କଲା ସ୍ୱାମୀ ।ମୃତକ ସମ୍ବଲପୁର ଚିପିଲିମା ଅଞ୍ଚଳରେ ବନ୍ତୋଷ ଗଣ୍ଡ ବୋ ଜଣାପଡିଛି । ସେପଟେ ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ ବୋଲି ଜଣାପଡିଛି ।

ରାଜଭବନ ପରିସରରୁ ଚନ୍ଦନଗଛ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ପରିସରରୁ ଚନ୍ଦନଗଛ ଚୋରି ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ। ରାଜଭବନରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। କିଏ, କେମିତି ଚୋରି କଲା ସେଦିଗକୁ ଖୋଡ଼ତାଳ କରାଯାଉଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

୩ ଦିନିଆ ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ

ଭୁବନେଶ୍ବର: ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ

କେନ୍ଦୁଝର, ୦୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ପିପିଳିଆ ଗ୍ରାମର ଜଣାପଡ଼ିଥିବା ବେଳେ ସେମାନେ କାର୍‌ରେ କେନ୍ଦୁଝର ସହରକୁ ମୀନାବଜାର ଦେଖିବାକୁ ଆସୁଥିଲେ

ବେଆଇନ୍‌ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ପୋଲିସ୍‌ର ଚଢ଼ାଉ, ୨ ଗିରଫ

ବ୍ରହ୍ମପୁର, ୦୩/୧୧: ପୁଣି ବେଆଇନ୍‌ ଗୁଟ୍‌ଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କଲା ପୋଲିସ୍‌ । ବ୍ରହ୍ମପୁର ଗୋଳନ୍ଥରା ପୁଲିସ ସୁରଳରେ ଚାଲିଥିବା ବେଆଇନ ଗୁଟଖା ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି । ଏଥିରେ ଜଡ଼ିତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା

ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲା, ହଜାରେ ଟଙ୍କାରେ ପ୍ଲଟ୍‌ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, ୦୩/୧୧: ବାଲିଯାତ୍ରା ପ୍ଲଟ ଆବଣ୍ଟନ ବିବାଦ ମାମଲାରେ ଉତ୍କଳ ସମ୍ମିଳନୀର ଆବେଦନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ୧ ହଜାର ଟଙ୍କା ବିନିମୟରେ ପ୍ଲଟ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟଙ୍କ

ବାଲି ମାଫିଆଙ୍କ ଦୌରାତ୍ମ୍ୟ, ସହକାରୀ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ

ଭୁବନ ୦୩।୧୧ : କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କ ଗାଡି ଉପରକୁ ବାଲି ମାଫିଆଙ୍କ ଆକ୍ରମଣ। ଗାଡିର ଗୋଟିଏ ଡୋର୍ କାଚ ଭାଙ୍ଗିବା ସହ ୨ଟି ମୋବାଇଲ ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ। ଭୁବନ କଣପାଳ ବାଲିଘାଟରୁ ବାଲି ବୋଝେଇ ଟ୍ରାକ୍ଟରକୁ ସହକାରୀ ଉପ ଜିଲ୍ଲାପାଳ ଅଟକ ରଖିଥିବା ବେଳେ ୪ ଜଣ

ଧାମନଗର ଉପନିର୍ବାଚନ : ଭୋଟିଂ ଏଜେଣ୍ଟଙ୍କୁ ମାଡ଼, ଥାନାରେ ଏତଲା

ଭଦ୍ରକ ୦୩।୧୧: ଭୋଟିଂକୁ ନେଇ ଏଜେଣ୍ଟଙ୍କୁ ମାଡ଼ । ଭାଇ ଓ ଭାଉଜଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ ନେଇ ଧାମନଗର ଥାନାରେ ଏତଲା । ରାମେଶ୍ୱରପୁର ୧୭୦ ନମ୍ବର ବୁଥ୍‌ରେ ଏପରି ଘଟଣା ଘଟିଛି । ଏଜେଣ୍ଟ ଜଗବନ୍ଧୁ ନାୟକ ଧାମନଗର ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ,

ନଭେମ୍ବର ୨୪ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର ୦୩।୧୧ : ଚଳିତ ମାସ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ। ନଭେମ୍ବର ୨୪ରୁ ଆରମ୍ଭ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡିଛି । ତେବେ ଏହି ଅଧିବେଶନର ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ