Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମନ୍ଦିର ଭିତର କାଠରେ ପଡିଲା ରକ୍ତର ଛିଟା, ମହାପ୍ରଭୁଙ୍କ ହେଲା ମହାସ୍ନାନ
ପୁରୀ ୦୩।୧୧ : ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ବଡ ମହାସ୍ନାନ। ମଙ୍ଗଳାଆରତୀ ପରେ ମଇଲମ, ତଡପଲାଗି ନୀତି ଅନୁଷ୍ଠିତ ହେବା ପରେ ଭିତର କାଠନିକଟରେ ରକ୍ତ ପଡିଥିବା ଯୋଗୁଁ ଶ୍ରୀଜୀଉଙ୍କୁ ମହାସାନ୍ନକରାଯାଇଛି। ବଡମହାସାନ୍ନ ଯୋଗୁଁ ଦର୍ଶନ ବନ୍ଦ ହୋଇଥିଲା। ଦେଢ ଘଣ୍ଟା ଧରି ଦର୍ଶନ ବନ୍ଦ ହେବା ପରେ!-->…
ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ
ଭୁବନେଶ୍ବର ୦୩।୧୧ : ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରୁ ମିଳିଛି ମୃତଦେହ। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର!-->!-->!-->…
୧୦ ବର୍ଷ ପରେ ଜେଲ୍ରୁ ମୁକୁଳିଲେ ପ୍ରଦୀପ ସେଠୀ
ଭୁବନେଶ୍ୱର ୦୩।୧୧ : ଚିଟ୍ଫଣ୍ଡ ଠକେଇ ମାମଲାରେ ଦୀର୍ଘ ୧୦ ବର୍ଷ ପରେ ଜେଲ୍ରୁ ମୁକୁଳିଛନ୍ତି ଅର୍ଥତତ୍ତ୍ୱ (ଏଟି) ମାଲିକ ପ୍ରଦୀପ ସେଠୀ । ସେ ବ୍ରହ୍ମପୁର ଜେଲ୍ରେ ବନ୍ଦୀ ଥିଲେ । ଜେଲ୍ରୁ ବାହାରିବା ପରେ ସେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମାନସିକ ସ୍ଥିତ!-->…
ଧାମନଗର ଉପନିର୍ବାଚନ ପାଇଁ ଆସିଥିଲେ ପୋଲିଂ ଅଫିସର, ଅସୁସ୍ଥ ହୋଇ ଆଖି ବୁଜିଲେ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ, ଏପଟେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ଧାମନଗର ବ୍ଲକ ୧୩୯ ନମ୍ବର ବୁଥ୍ର ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ। ଉପନିର୍ବାଚନ!-->…
ଏଣିକି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ଆର୍ଟିଓ ଅଫିସ୍ରେ ଦିଆଯିବ ପ୍ରଶିକ୍ଷଣ
ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ନେଇ ଏହାକୁ ରୋକିବାକୁ ଏକ ନୂଆ ଉପାୟ ଚିନ୍ତା କରିଛନ୍ତି ପରିବହନ କମିସନ। ଏଣିକି ଆଉ ବିନା ପ୍ରଶିକ୍ଷଣରେ ମିଳିବ ନାହିଁ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ସୁରକ୍ଷା ଓ ଫାଷ୍ଟ୍ଏଡ୍ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ!-->…
ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା, ମନ୍ତ୍ରୀଙ୍କ ପୁତୁରାଙ୍କୁ ମିଳିଲାନି ଜାମିନ
କଟକ: କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ନିରାଶ ହୋଇଛନ୍ତି। ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ଓରଫ ଭିକି ଜାମିନ ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ କୌଣସି!-->…
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା, ୪ ଜଣଙ୍କ ନାମରେ ମାମଲା ରୁଜୁ କଲା ED
ଭୁବନେଶ୍ୱର, ୦୨/୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଅଭିଯୁକ୍ତଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି । ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି!-->…
ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ଯାତାୟତ ସୁବିଧା ପାଇଁ ଦିଆଯିବ ସାଇକେଲ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ!-->…
ନକଲି ଔଷଧ କାରବାର ମାମଲା; ୨ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
କଟକ ୦୨/୧୧: କଟକରେ ନକଲି ଔଷଧ କାରବାର ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ସର୍ତମୁଳକ ଜାମିନ୍ ମିଳିଛି। ହାଇକୋର୍ଟ ଏହି ୨ ଅଭିଯୁକ୍ତଙ୍କୁ ବୁଧବାର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ଅଭିଯୁକ୍ତଙ୍କ ପରିଚୟ ରାହୁଲ କ୍ୟାଲ ଓ ସଞ୍ଜୟ ଜଲାନ।
ତାଙ୍କୁ ମିଳିଥିବା ଜାମିନ୍ର!-->!-->!-->…
କୂଅରେ ପଡି ମାଈହାତୀର ମୃତ୍ୟୁ
ରାଇରଙ୍ଗପୁର, ୦୨।୧୧ : କୂଅରେ ଖସିପଡ଼ି ମାଈ ହାତୀର ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଦଳେଇଡ଼ିହି ଗ୍ରାମରେ ଘିଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ବାର ଟିକିଆ ହାତୀପଲ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ଗାଁ ନିକଟକୁ!-->…