Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମେଡିକାଲକୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ
ଚଣ୍ଡିଖୋଲ ୨୭/୧୦: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଅଧୀନ ଖଇରା ହାଟସାହିରେ ଏକ ଅଭାବନୀୟ ଘଟଣା ।
ସୂଚନା ମୁତାବକ ବଡ଼ଚଣା ବ୍ଲକ ବଡ଼ଚଣା ପଞ୍ଚାୟତ ଖଇରା ହାଟସାହିର ରାମ ପିଙ୍ଗୁଆ ଓ ସ୍ତ୍ରୀ ଟିକିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି ଝଗଡାକୁ କେନ୍ଦ୍ର କରି!-->!-->!-->…
ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଶିକାରୀ
ବାରିପଦା ୨୭/୧୦: ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର!-->…
ଏସ୍ଏଚ୍ଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି: ପ୍ରଣବ ବଳବନ୍ତରାୟ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବା ଆମ ଦୃଷ୍ଟିକୁ ଆସିଛି। ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍ଏଚ୍ଜି!-->…
SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’
ଭୁବନେଶ୍ବର: ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କଡ଼ା ସୁରକ୍ଷାରେ ହାଜର ହେଲେ ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ଉଭୟ ଝାରପଡ଼ା ଜେଲ ଓ କୋର୍ଟ ପରିସରରେ!-->…
ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ
ବାଂଶପାଳ: ମାତାଲ୍ ପୁଅର ଠେଙ୍ଗା ମାଡ଼ରେ ବାପାର ଜୀବନ ଗଲା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁଅ ସୁମନ୍ତ ଦେହୁରୀ ଗତକାଲି ରାତିରେ ନିଜର ଜନ୍ମକଲା ବାପା ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ।
ଖବର ପାଇ!-->!-->!-->…
ଧଉଳିରେ ଗଛ କଟାକୁ ନେଇ ଉଦ୍ବେଗ, ୧୦ ଗୁଣା ଗଛ ଲଗାଇବାକୁ ଦାବି
ବାଲିପାଟଣା,୨୬/୧୦: ଧଉଳିରେ ଯେତିକି ଗଛ କାଟିଛ ତାର ଦଶଗୁଣା ଗଛ ଲଗାଅ । ନହେଲେ ମାମଲା କୋର୍ଟକୁ ଯିବ । ଏଭଳି କହିଛନ୍ତି ପକୃତିପ୍ରେମୀ ତଥା ପ୍ରେରଣାଗ୍ରୀନ୍ ଆର୍ମୀର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ । ଧଉଳି ସୌନ୍ଦର୍ଯ୍ୟକରଣ ଆଳରେ ଶାନ୍ତିସ୍ତୁପ ଚତୁପାର୍ଶ୍ବରେ ଥିବା ଶହଶହ ଗଛ କଟାଯାଇଛି ।!-->…
ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି ଟିମ୍
ନୂଆଦିଲ୍ଲୀ I ଭୁବନେଶ୍ୱର ୨୬/୧୦: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଟିମ୍ ଆୟୋଗଙ୍କୁ ସାକ୍ଷାତ କରିଛି। ଧାମନଗର ଉପନିର୍ବାଚନରେ ଅନିୟମିତତା ହେଉଥିବା ବିଜେପି ଟିମ୍ ଇଲେକ୍ସନ କମିଶନରଙ୍କ!-->…
ଧାମନଗର ଉପ-ନିର୍ବାଚନ: ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨୫/୧୦: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।
ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ!-->!-->!-->…
ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣା: ଶାଶୁ ଙ୍କୁ ଗିରଫ କଲା ପୋଲିସ୍
ଭୁବନେଶ୍ୱର: ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣାରେ ଶାଶୁ ଗିରଫ। ତମାଣ୍ଡୋ ଥାନା ପୋଲିସ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୪୯୮A, ୩୦୪B, ୩୪୧PC ଲାଗିଛି। ଘଟମାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ୱାମୀ, ଶଶୁର ଓ ନଣନ୍ଦ!-->…
ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ୨୦ ବାଲାଂଦେଶୀ ମତ୍ସ୍ୟଜୀବ ଉଦ୍ଧାର
ପାରାଦୀପ: ଭାଗ୍ଯ ଥିଲା ଟାଣ। ସାହା ହେଲେ ଭଗବାନ। ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ଉଦ୍ଧାର ହେଲେ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ମାଛ ଧରୁଥିବାବେଳେ ଭାଙ୍ଗିଯାଇଥିଲା ବୋଟ । ସମୁଦ୍ରରେ ଶୋଲ ଧରି ଭାସୁଥିବାବେଳେ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ସିତରଙ୍ଗ ବାତ୍ୟାର!-->…