Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ: ରାସେଶ୍ୱରୀ ଦେବୀ ଜୀ
ଭୁବନେଶ୍ୱର: ଓଡ଼ିଶା ଫେରିଲେ ପ୍ରବଚକ ରାସେଶ୍ୱରୀ ଦେବୀ ଜୀ । ବିଦେଶରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ବାଣ୍ଟିବା ସହ ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ ବୋଲି କହିଛନ୍ତି । ବିଦେଶ ଯାତ୍ରା କରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାସେଶ୍ୱରୀଙ୍କୁ ସ୍ୱାଗତ!-->…
ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ
କେନ୍ଦୁଝର: ପାଣିରେ ବୁଡି ଛାତ୍ର ମୃତ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳ ଗାଁର ନିହାର ରଞ୍ଜନ । ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ନିହାର । ଅନେକ ସମୟ ଖୋଜାଖୋଜି କରି ଗାଁ ଲୋକ ନପାଇବାରୁ ଅଗ୍ନିଶମ ବାହିନୀକୁ ଖବର!-->…
ନ୍ୟାୟ ଅପେକ୍ଷାରେ ଭିନ୍ନକ୍ଷମ ଲିଜ଼ା ଗୋଲଦାର : ଦୁଃଖିନୀ ର ଆଖିରୁ ଶୁଖୁନି ଲୁହ..
ଧୃତରାଷ୍ଟ୍ର ସାଜିଛି ପ୍ରଶାସନ...!
ସେଲ୍ଫି ନେବା ବେଳେ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ
ସୁନ୍ଦରଗଡ଼: ସେଲଫି ହେଲା କାଳ। ମୋବାଇଲରେ ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ। ଆଜି ସୁନ୍ଦରଗଡ଼ ତଳସରା କାନକୁଣ୍ଡ ପିକନିକ୍ ସ୍ପଟରେ ଏଭଳି ଅଘଟଣ ଘଟିଛି। ନିଖୋଜ ଯୁବକଙ୍କ ନାମ ସୋମେଶ ମଲ୍ଲିକ।
ସୂଚନା ମୁତାବକ, ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି!-->!-->!-->…
ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା
ଫୁଲବାଣୀ: ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲିର ହାଟପଦା ପଛ ପଟି ଜଙ୍ଗଲରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବଣ୍ଡାପିପିଲି ଗ୍ରାମର ରମେଶ ନାୟକ ବୋଲି ଜଣାପଡ଼ିଛି। ମୃତଦେହ ପଡ଼ିଥିବା ସ୍ଥାନରୁ!-->…
ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ
ଭଞ୍ଜନଗର: ୫ ଦିନ ହେଲା ଭଞ୍ଜନଗରର ଜଣେ ବ୍ୟବସାୟୀ ନିଖୋଜ ଥିବା ବେଳେ ରବିବାର ତାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଘାଟିରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଛି।
ମୃତ ବ୍ୟବସାୟୀଙ୍କ ନାଁ ହିତେନ ସ୍ୱାଇଁ। ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଛକ!-->!-->!-->…
ସମ୍ବଲପୁରର ଆଉ ୩ ଆଇନଜୀବୀ ଗିରଫ
ସମ୍ବଲପୁର: ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୁଲିସ୍। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି।
ଗିରଫ ଆଇନଜୀବୀମାନେ ହେଉଛନ୍ତି- ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍ଛୋର ଏବଂ ମିଲନ୍!-->!-->!-->…
ପୁରୀରେ ଦିନକୁ ଦିନ ଅଣାୟତ ହେଉଛି ଡାଇରିଆ
ପୁରୀ : ପୁରୀବାସୀଙ୍କ ଚିନ୍ତା ବଢାଇଛି ଡାଇରିଆ । ଦିନକୁ ଦିନ ଅଣାୟତ ହେଉଛି ସ୍ଥିତି । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ଝାଡାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ପାଲଟିଛି ଦୂଷିତ ପାଣି । ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟ!-->…
୩ ମାସର ଶିଶୁ କନ୍ୟାକୁ ବିକ୍ରି ବେଳେ ଉଦ୍ଧାର କଲା ଚାଇଲଡ ଲାଇନ
ଆନନ୍ଦପୁର: ଅଭାବ ଅନଟନ ମଣିଷକୁ କେତେବେଳେ କାହାକୁ କେଉଁ ମୋଡରେ ନେଇ ଠିଆ କରାଇ ଦେଇଥାଏ ତାହା ଜଣାନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ବ୍ଲକର ବିଷ୍ଣୁପୁର ଗାଁରେ। ମହିଳା ଜଣକ ଘର ଘର ବୁଲି ନିଜର ୩ ମାସର ଶିଶୁକନ୍ୟାକୁ ବିକ୍ରି କରିବାକୁ!-->…
କଂଗ୍ରେସରେ ମିଶିଲେ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଏବଂ ପମି ମିଶ୍ର
ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ଼ଲି ରଥ ଏବଂ ଗାୟିକା ପମି ମିଶ୍ର । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ। ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରୁ!-->…