Browsing Category

ଓଡିଶା

ଜିଲ୍ଲାପାଳଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନର

ନୂଆଦିଲ୍ଲୀ I ରାୟଗଡ଼ା ୨୩/୧୦: ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍‌ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର ଏନେଇ ପୋଲିସ ଡିଜି

ହଷ୍ଟେଲ୍‌ରେ ମିଳୁନି ଖାଦ୍ୟ; ତହସିଲ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

କରଞ୍ଜିଆ ୨୩/୧୦: ଛାତ୍ରାବାସରେ ଛାତ୍ରୀମାନଙ୍କୁ ମିଳୁନି ଖାଦ୍ୟ। ଭୋକ ଓପାସରେ ରହୁଛନ୍ତି ଛାତ୍ରୀ। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ଭାତ ସହିତ ତର୍କାରି ନଦେଇ ଲୁଣ ଖାଇବାକୁ ଦେଉଥିବା ଅଭିଯୋଗ। ଶେଷରେ ଛାତ୍ରୀମାନେ ଭୋକ ସହିନପାରି ତହସିଲ

୨୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍‌

ଟିଟିଲାଗଡ, ୨୩/୧୦: ବଲାଙ୍ଗିର ଜିଲ୍ଲାରେ ପୁଣି ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡିରେ ସେମାନଙ୍କୁ ରଖିଛି ପୋଲିସ। ପ୍ରାୟ ୧୦ଟି ପରିବାରରୁ ୧୦ ଜଣ ପୁରୁଷ ୮ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ଜଣାପଡିଛି । ସମସ୍ତେ ସଇଁନ୍ତଲା ବ୍ଲକ

ଜଟଣୀ ବାଣ ବଜାରରେ ଭିଡ଼

ଜଟଣୀ ୨୩/୧୦: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଜଟଣୀ ବାଣ ବଜାରରେ ଜମୁଛି ପ୍ରବଳ ଭିଡ଼l ଜଟଣୀ ଷଣ୍ଢପୁରୁରେ ବାଣ ବଜାର ହୋଇଥିବା ବେଳେ, ତଳଖେତ ଛକ, ଜଟଣୀ ଗେଟ୍‌ ଠାରୁ ପତ୍ରପଡ଼ା ନାଗେଶ୍ୱର ମନ୍ଦିର ପର୍ଯ୍ଯନ୍ତ ଥିବା ବିଭିନ୍ନ ବାଣ ଦୋକାନ ପ୍ରବଳ ଭିଡ଼ ଦେଖିବାକୁ ମିଳିଛିl

ଶ୍ରୀମନ୍ଦିର ପରିସର ମା’ ଲକ୍ଷ୍ମୀଙ୍କ ମନ୍ଦିର ଭିତରୁ ଉଦ୍ଧାର ହେଲା ଧଳା ପେଚା

ପୁରୀ, ୨୩/୧୦: ଆଜି ପବିତ୍ର ଧନତେରାସ । ଶ୍ରୀକ୍ଷେତ୍ରରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଆଜିଭଳି ପବିତ୍ର ଦିନରେ ଶ୍ରୀମନ୍ଦିର ପରିସର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି । ମହାଲକ୍ଷ୍ମୀଙ୍କ ସେବାୟତ ମଧୁସୂଦନ ସିଂହାରୀ ଏହି ଧଳା ପେଚାକୁ

ଟ୍ରକ୍‌ ଭିତରେ କରୁଥିଲେ ରୋଷେଇ, ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍

ପାଟଣା, ୨୩/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ଏକ ୧୪ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସରେ ରାସ୍ତାକଡ଼ରେ ଟ୍ରକକୁ ଛିଡ଼ା କରି ଗାଡ଼ି ଭିତରେ

ସ୍ୱାମୀ-ସ୍ତ୍ରୀ କଳିରୁ ପୋଲିସ୍‌ରେ ଅଭିଯୋଗ, ଅପମାନ କହି ସ୍ୱମୀର ଅତ୍ମହତ୍ୟା ଉଦ୍ୟମ

ସୋର, ୨୩/୧୦: ସୋର ଥାନାରେ ହାଇ ଡ୍ରାମା l ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ଅପମାନ କହି ସୋର ଥାନାରୁ ସ୍ୱାମୀ ଦୌଡ଼ି ପଳାଇ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ସମ୍ମୁଖରେ ଚଳନ୍ତା ଟ୍ରକ ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି

ଗଞ୍ଜାମ ଜିଲ୍ଲାରେ ୪ ଦିନିଆ ସ୍ପେଶାଲ ଡ୍ରାଇଭ, ୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର :  ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ଉପରେ ଆକ୍ସନ। ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ନିର୍ଦ୍ଦଶେକ୍ରମେ ରାଜ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କରାଯାଇଛି ସ୍ପେଶାଲ ଡ୍ରାଇଭ । ଅକ୍ଟୋବର ୧୮ରୁ ଅକ୍ଟୋବର ୨୧ ତାରିଖ ଚାରି ଦିନିଆ ଚାଲିଥିଲା ସ୍ପେଶାଲ

କେନ୍ଦୁଝରରେ ୧୨ ଟିକିଆ ବଣୁଆ ହାତୀ ପଲ, ଲୋକେ ଭୟଭୀତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର ବଡପଶି ମହାକୁଡ ସାହିକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ I ଧାନ ଓ ପନି ପରିବା ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବରେ ଗାଁ ଲୋକେ ଆତଙ୍କିତ । ବନ ବିଭାଗ , ହାତୀ ଘଉଡାଇବା ସ୍କ୍ଵାର୍ଡ ସହ

ଲକ୍ଷ୍ମୀ ପୂଜା ଭସାଣି ଗଣ୍ଡଗୋଳ, ଢେଙ୍କାନାଳ ସହରରେ ପେଟ୍ରୋଲ ବୋମା ମାଡ଼

ଢେଙ୍କାନାଳ: ଲକ୍ଷ୍ମୀ ପୂଜା ଭସାଣିକୁ ନେଇ ଢେଙ୍କାନାଲ ସହର ଅଶାନ୍ତ। ଦୁଇ ସାହି କଣ୍ଟା ନାଳୀ ଓ ବନମାଳୀ ପ୍ରସାଦ ପୂଜା କମିଟି ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳକୁ ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ଏହି ଦୁଇ ସାହି ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ସାଙ୍ଗକୁ ଛକା ପଞ୍ଝା