Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାତି ଅଧରେ ଶୋଇଥିବା ବେଳେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର
ବଲାଙ୍ଗିର: ରାତି ଅଧରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର । ବଲାଙ୍ଗିର ଜିଲ୍ଲା ତୁଷୁରା ମହୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଗତକାଲି ରାତିରେ ଦିବ୍ୟ ଘରେ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି ।
!-->!-->…
ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ
ଭୁବନେଶ୍ୱର: ବିଳମ୍ବିତ ରାତିରେ ଅଘଟଣ । ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବାପି ପଟ୍ଟନାୟକ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସେହିପରି ଭୁବନେଶ୍ୱର!-->!-->!-->…
ଧାମରାରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ ବାତ୍ୟା !
ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦେଇ ବାତ୍ୟା ଯିବନି । କିନ୍ତୁ ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ!-->…
ଧର୍ମଶାଳାରୁ ଧଳା ଜହର ଜବତ: ୪ଗିରଫ
ଯାଜପୁର ୨୧/୧୦: ୧୭ ଗ୍ରାମ୍ରୁ ଅଧିକ ବ୍ରାଉନ ସୁଗାର ସହିତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସର ମିଳିତ ଉଦ୍ୟମରେ ଏହି ଧଳା ଜହର ଜବତ ହୋଇଛି। ସୂଚନା ଥାଉକି, ଗତକାଲି ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ଼!-->…
ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଧାମରା: ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଆଜି ସକାଳ ସାଢ଼େ ୯ଟାରେ ଅଗ୍ନି ପ୍ରାଇମି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା!-->…
ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି’
ଭୁବନେଶ୍ୱର: ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଏଭଳି ସ୍ଥଳେ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ!-->…
ରେଭେନ୍ସା କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ, କାଲି ବିଜ୍ଞପ୍ତି ଆଜି ରଦ୍ଦ
କଟକ ୨୧/୧୦: ନିର୍ଦ୍ଦେଶନାମା ଜାରି ହେଵାର ଚବିଶ ଘଣ୍ଟା ନପୁରୁଣୁ ବିଜ୍ଞପ୍ତି ରଦ୍ଦ କଲେ ରେଭେନ୍ସା କର୍ତ୍ତୃପକ୍ଷ । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ ଲାଗୁ କରିଵାକୁ ବିଜ୍ଞପ୍ତି ଜାରି କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ ଆନ୍ଦୋଳନ!-->…
ସୁନା ଦୋକାନରେ GST ରେଡ୍
ସମ୍ୱଲପୁର ୨୧/୧୦: ସମ୍ବଲପୁର ସହରର ମାରୱାଡିପଡା ଠାରେ ଥିବା ବିଜୁ ଜୁଏଲାରୀ ସପ୍ରେ ଜିଏସଟି ରେଡ । ଏହି ରେଡ଼ରେ ସମ୍ବଲପୁର ସିଟି ଏବଂ ଜିଏସଟି ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ । ୧୦ ଜଣିଆ ଟିମ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ ସୁନା ଦୋକାନ ମାଲିକଙ୍କ ଘରେ ଚଢ଼ାଉ!-->…
ରାଜ୍ୟରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର ୨୧/୧୦: ରାଜ୍ୟରୁ ଫେରିଗଲା ମୌସୁମୀ ବାୟୁ । ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ମୌସୁମୀ ବିଦାୟ ନେବ ବୋଲି ଆଞ୍ଚଳିକ ପାଣିପାଗ!-->…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ
ପାଲଲହଡା ୨୧/୧୦: ବାଣ ଭିଡୁଥିବା ବେଳେ ଅଘଟଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ହୋଇଛନ୍ତି । ଏମିତିକି ଘରର ଛାତ ବି ଉଡିଯାଇଛି । ଏଭଳି ଘଟଣା ଘଟିଛି ପାଲଲହଡା ବ୍ଲକ ଖମାର ଥାନା ଇଞ୍ଜିଡ଼ି ପଂଚାୟତ ସାଆନ୍ଦା ଗ୍ରାମରେ ।
ସକାଳ ୯ଟା ସମୟରେ ନିଜ ଘରେ ବାଣ ଭିଡୁଥିବା!-->!-->!-->…