Browsing Category

ଓଡିଶା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ

ଭୁବନେଶ୍ୱର ୨୧/୧୦: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜଗବନ୍ଧୁଙ୍କ ନାଁରେ ଲାଗିଛି ସଂଗୀନ ଦଫା । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା…

ମାଲକାନଗିରିରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି ୨୧/୧୦: ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ କମିଂ ଅପରେସନ ଚାଲିଥିବା ବେଳେ ଛତିଶଗଡ ଦରଭା ମାଓ ସଂଗଠନର ଏକ ଡମ୍ପକୁ ଖୋଜି ବାହାର କରିଥିଲେ ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ବିପୁଳ ପରିମାଣର ବିସ୍ଫୋରକ…

ସକାଳୁ ସକାଳୁ ଘରେ ପଶି ଲୁଟିନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା

କଟକ ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ…

ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ

ପୁରୀ : ଆସନ୍ତା ୨୫ ତାରିଖରେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି। ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖର ନୀତିକାନ୍ତି ପୂର୍ବଦିନ…

ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ ଜାରି

ଭୁବନେଶ୍ୱର: ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ଲାଇନ । ରାଜଧାନୀରେ ୨ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆ ଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜୋରିମାନା ଆଦାୟ କରାଯିବ। ରାଜଧାନୀରେ ବାଣ…

ବାଲେଶ୍ୱର ପୋଲିସର ମିଶନ ଦଲାଲ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ ବିଭାଗରେ ଚଢାଉ, ୬ଗିରଫ

ବାଲେଶ୍ୱର : ବାଲେଶ୍ୱର ପୋଲିସର ମିଶନ ଦଲାଲ । ଶିଳ୍ପାଞ୍ଚଳ ଥାନା ଓ ଟାଉନ୍‌ ଥାନା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ ବିଭାଗରେ ଚଢାଉ କରି ଦଲାଲି କରୁଥିବା ୬ ଜଣ ଯୁବକଙ୍କୁ ଗିରଫ କରିଛି । ଜିଲ୍ଲା ବଡ଼ ମେଡିକାଲରୁ ଗିରଫ ୩ ଦଲାଲ ଡାକ୍ତରଖାନାରେ ରୋଗୀଙ୍କ…

ଚିଲିକାରେ ଡ଼ଲଫିନ ମୃତ, ବ୍ୟବଚ୍ଛେଦ ନକରି ପୋତିଦେଲା ବନବିଭାଗ

ଖୋର୍ଦ୍ଧା ୨୧/୧୦: ଚିଲିକାରେ ଡ଼ଲଫିନ ମୃତ । ମୃତ ଡ଼ଲଫିନର ଲମ୍ବ ୮ ଫୁଟ ଏବଂ ଦୁଇ ଟନ ଓଜନର ହେବ ବୋଲି ଅନୁମାନ କରାଯାଉଛି । ରମ୍ଭା ରେଞ୍ଜ ଅଧିନସ୍ତ ଚିଲିକା କୂଳରେ ମୃତ ଡ଼ଲଫିନଟି ଭାସୁଥିବାର ଦେଖିବାକୁ ମିଳିଥିଲା । ସେହି ମାଈ ଡ଼ଲଫିନଟି ମୃତଦେହ ଦେଖିବା ପରେ ତରବରିଆ ଭାବରେ ରମ୍ଭା…

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୧/୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ…

ଓଡିଶା ପୋଲିସର ୬୩ ତମ ସହିଦ ଦିବସ ପାଳିତ

କଟକ ୨୧/୧୦: ଓଡିଶା ପୋଲିସର ୬୩ତମ ସହିଦ ଦିବସ ପାଳିତ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ପାଳିତ ହୋଇଛି ପୋଲିସ ସହିଦ ଦିବସ । ଏହି ଅବସରରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସହିଦ ପୋଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା…

କୂମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ…

ମାଲକାନଗିରି :ମାଲକାନଗିରି ଜିଲ୍ଲା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ଦୀର୍ଘ ଦିନ ଅପେକ୍ଷା ପରେ ଚଳିତ ମାସ ୧୯ ତାରିଖ ଦିନ ମାଲକାନଗିରି ଏସ ଓ ଜି ଜବାନ ମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୁମିଙ୍ଗ ଅପରେସନ ଆରମ୍ଭ କରିଥିଲେ । ତୁଳସୀ ପାହାଡ଼…