Browsing Category

ଓଡିଶା

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲା ଯାଇ ଟଙ୍କା ସଂଗ୍ରହ କରାଯିବା ନେଇ ଅଭିଯୋଗ

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲା ଯାଇ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରାଯିବା ନେଇ ଅଭିଯୋଗ ହୋଇଛି। ଏନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି। ଏତଲା ମୁତାବକ ଇନ୍‌ଷ୍ଟାଗ୍ରାମ ଓ ଫେସବୁକରେ ତାଙ୍କ ନାଁରେ ଦୁଇଟି…

ମୁଖ୍ୟମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ; ଆସନ୍ତାକାଲି ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ହାଇଦ୍ରାବାଦ ଗସ୍ତ କରିଛନ୍ତି । ଆସନ୍ତାକାଲି ସେଠାରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ସେ ଯୋଗ ଦେବେ। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ…

ଐତିହାସିକ ବାଲିଯାତ୍ରା : ୩୧ ଯାଏ ପ୍ରାକ୍‍ ବାଲିଯାତ୍ରା ଉତ୍ସବ

କଟକ: କଟକର ଐତିହାସିକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ମହୋତ୍ସବରେ ପରିଣତ କରିବା ପାଇଁ ଆଜିଠାରୁ ପ୍ରାକ୍‍ ବାଲିଯାତ୍ରା ଉତ୍ସବ ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ମହାନଦୀର ଗଡଗଡ଼ିଆ ଘାଟଠାରେ ଏହି ଉତ୍ସବ…

କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା : ୨୦୨୩ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ମିଳିବ ୫-ଜି ସେବା..

ଭୁବନେଶ୍ୱର: ଆସନ୍ତାବର୍ଷ ମାର୍ଚ୍ଚରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା । ପ୍ରଥମ ପର୍ଯ୍ୟାୟରେ ୮ଟି ସହର ସାମିଲ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାର୍ଚ୍ଚ ସୁଦ୍ଧା ୮ଟି ସହରରେ ଓ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ମିଳିବ 5G…

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ହେବ । ରେଲେଓ୍ଵ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ । ପ୍ଲାନିଂ, ଡିଜାଇନ୍‌ ସହ ଟେଣ୍ଡର କାମ ଶେଷ ହୋଇଛି । ଖୁବଶୀଘ୍ର ଭୂମି ପୂଜନ ଆରମ୍ଭ ହେବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ।…

ଚଳିତ ସପ୍ତାହ ଶେଷ ଆଡ଼କୁ ଆଉ ଏକ ଲଘୁଚାପ ସୃଷ୍ଟି ! 

ଭୁବନେଶ୍ୱର: ଚଳିତ ସପ୍ତାହ ଶେଷ ଆଡ଼କୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ଲଘୁଚାପ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ କିମ୍ବା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ୨୪…

୫ ଦିନିଆ ରିମାଣ୍ଡରେ ଆସିବେ ଲେଡି ବ୍ଲାକମେଲର୍ ଅର୍ଚ୍ଚନା

ଭୁବନେଶ୍ୱର: ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ରହସ୍ୟ ଭେଦୁଛି ପୋଲିସ । ବ୍ଲାକମେଲିଂ ଅଭିଯୋଗର ତଥ୍ୟ ପ୍ରମାଣ ଯୋଗାଡ ଚାଲୁଛି । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖିଅ ଖୋଜା ଚାଲିଛି । ଅଧିକ ଖୋଳତାଡ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତାଙ୍କୁ ୫ ଦିନିଆ ରିମାଣ୍ଡରେ…

ରାଜ୍ୟରେ ଆଉ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର…

କାର୍‌ରୁ ଡେଇଁ ପଡ଼ିଲେ, ଚାପି ଦେଲା ଟ୍ରକ୍

ଯାଜପୁର: ଏମିତି ବି ଆସେ ମୃତ୍ୟୁ । ଦେବୀ ଦର୍ଶନ ପାଇଁ ଯାଉଥିବାବେଳେ ବାଟରେ ଜଗିଥିଲା ଯମ। ଭୁବନେଶ୍ୱରରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସୁଥିବାବେଳେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ ୨ ମହିଳା ମୃତ। ୧୬ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସୂଚନା…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି । ଏଣିକି ସବୁ କଣ୍ଟ୍ରାକଚୁଆଲ ନିଯୁକ୍ତି ନିୟମିତ ହେବେ । ଗତକାଲି କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ…