Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ
ଭଦ୍ରକ: ସ୍କୁଲରେ ପ୍ରାର୍ଥନା କରୁଥିବା ବେଳେ ତଳେ ପଡି ଛାତ୍ରୀ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଅଭାବନୀୟ ଘଟଣା । ମୃତକ ସେହି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ମନୀଷା ବେହୁରିଆ ।
ଆଜି ସକାଳୁ ସ୍କୁଲକୁ ଆସିିଥିଲେ ମନୀଷା। ତେବେ!-->!-->!-->…
ଏଣିକି ଷ୍ଟାଫ୍ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି, ଚାକିରି ପାଇବେ ୭୫୪୦ ଶିକ୍ଷକ
ଭୁବନେଶ୍ୱର: ଏବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ । ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍ଏସ୍ସି!-->…
ଗାଡି ଧକ୍କାରେ ଶଳା ମୃତ, ଭିଣୋଇ ଗୁରୁତର
ଢେଙ୍କାନାଳ ୧୫।୧୦: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାତୀୟ ରାଜପଥ ବାରିହାପୁର କାମାକ୍ଷାନଗରିଆ ଢାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଆଇଚର ଧକ୍କାରେ ଶଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଛନ୍ତି । ମୃତକ ପରଜଙ୍ଗ ଥାନା ବାରିହାପୁର ଗାଁର ଶାନ୍ତନୁ ସାହୁ!-->…
ଶିକାରୀ ଗୁଳିରେ ଦନ୍ତା ମୃତ
ଆଠମଲ୍ଲିକ ୧୫।୧୦ : ପୁଣି ଏକ ଦନ୍ତାହାତୀର ମୃତ୍ୟୁ । ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ ଭୁଇଁତଳା ନିକଟରେ ପଡିଛି ଦନ୍ତାହାତୀର ମୃତଦେହ । ମୃତ ହାତୀର ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁଇଁତଳା ନିକଟରେ!-->!-->!-->…
ଶୌଚ ହେବାକୁ ଯାଇଥିଲାବେଳେ କଚାଡ଼ି ଫିଙ୍ଗିଲା ଦନ୍ତା
ତେଲକୋଇ ୧୫।୧୦ : ଯୁବକଙ୍କୁ କଚାଡିଲା ଗୋଠଛଡ଼ା ଦନ୍ତା ।ଗୁରୁତର ଅବସ୍ଥାରେ ଦଶୁରୁ ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଗମୋହନପୁର ସେକ୍ସନ ଶିଙ୍କୁଳାବାହାଳ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଶିଙ୍କୁଳାବାହାଳ ଗାଁର!-->!-->!-->…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୫।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ!-->…
ଆଗାମୀ ତିନି ଦିନି ଯାଏଁ ପାଗ ଶୁଖିଲା, ୧୮ରେ ଘୂର୍ଣ୍ଣିବଳୟ !
ଭୁବନେଶ୍ୱର ୧୫।୧୦ : ପାଗରେ ସାମାନ୍ୟ ପରିବର୍ତ୍ତନ । ଆସନ୍ତା ୧୮ ତାରିଖ ଯାଏ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷାର ଆଦୌ ସମ୍ଭାବନା ନାହିଁ ।
ତେବେ ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ!-->!-->!-->…
ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି
ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ପାଇଁ ଆରମ୍ଭ ହେଲାଣି ସଜବାଜ । ତିନି ରାଜନୈତିକ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେଡିର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଦଳ ।!-->…
ଖୋଲୁଛି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ି
ଭୁବନେଶ୍ୱର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳା କାରନାମା ପେଡ଼ିରୁ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଦିନ ଗଡ଼ିବା ସାଙ୍ଗକୁ ତାଙ୍କ ଫାଶରେ ପଡ଼ିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା ପଦାରେ ପଡୁଛି। ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଚଳଚ୍ଚିତ୍ର!-->…
ରୋଷେଇ କରୁଥିବାବେଳେ ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର
ଭଞ୍ଜନଗର: ଚୁଲି ନିଆଁରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର। ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କନ୍ଧଶାରଳା ଗାଁରେ ଘଟିଛି ଏଭଳି ଘଟଣା । ଆହତ ବୃଦ୍ଧା ଜଣକ ହେଲେ, ଗୈାରୀ ନାଇକ। ନିଜ ଘରେ ରୋଷେଇ କରୁଥିବାବେଳେ, କୈାଣସି କାରଣ ବଶତଃ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ!-->…