Browsing Category

ଓଡିଶା

ରାଜ୍ୟରେ ଆଉ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର…

ନଷ୍ଟ ହେଲା ମାଲଖାନାରେ ଗଚ୍ଛିତ ଥିବା ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଓ ଭାଙ୍ଗ

ନିଶା ବେପାରୀଙ୍କ ବିରୋଧରେ ଓଡିଶା ପୋଲିସର ଜିରୋ ଟଲରାନ୍ସ। ନଷ୍ଟ ହେଲା ମାଲଖାନାରେ ଗଛିତ ଥିବା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ, ଭାଙ୍ଗ ନଷ୍ଟ କରାଯାଇଛି । ନଷ୍ଟ ବେଳେ ଉପସ୍ଥିତି ଥିଲେ ଓଡିଶା ପୋଲିସ ଓ STF ର ବରିଷ୍ଠ…

୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍‌, ୨୨ଯାତ୍ରୀ ଆହତ

ଜଳେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍‌। ୨୨ଯାତ୍ରୀ ଆହତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଓଲଟିଲା ବସ୍‌। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର…

ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ, ୩୮ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ବଡ ସଫଳତା। ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରାଯାଇଥିଲା। ୩୮ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୨ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କା ଓ ୨୨ଟି ମୋବାଇଲ୍କୁ ଜବତ…

ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍: ଓଡିଶା ପୋଲିସକୁ ଗାଳି କରିବା ସହ କାର୍ଯ୍ୟ ଦକ୍ଷତା ନେଇ ଉଠାଉଥିଲେ…

ଭୁବନେଶ୍ୱର: ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ଟ୍ବିଟ୍। ଟ୍ବିଟରେ ଓଡିଶା ପୋଲିସକୁ ଗାଳି କରୁଥିଲେ। ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଉଥିଲେ। ଏପଟେ ଧିରେ ଧିରେ ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ମାୟାଜାଲର ଗୁମର । ଦିନ ଗଡୁଛି, ତାଲିକା ଲମ୍ବୁଛି।…

ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଦୁର୍ଘଟଣା: ତୀର୍ଥଯାତ୍ରୀ ବସ୍ ପଛପଟକୁ ଧକ୍କା ଦେଲା କଣ୍ଟେନର, ୭ଗୁରୁତର

ଜଳେଶ୍ବର: ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଏହି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଗୁରୁତର ଆହତ…

ବେଆଇନ ଭାବେ ରାଜ୍ୟ ବାହାରକୁ ଯାଉଥିବା ୨୧ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ଦାଦନ ଶ୍ରମିକଙ୍କୁ ଉଦ୍ଧାର । କଣ୍ଟାବାଞ୍ଜି ପୋଲିସ ବିଳମ୍ବିତ ରାତିରେ ୨୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଶ୍ରମିକ ମାନେ ବେଲପଡା ଥାନା ଫୁଲକାନୀ, କଣ୍ଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଏବଂ ମୁରିବାହାଲ ଥାନା କୁମ୍ଭାରୀ ବୋଲି ଜଣାପଡିଛି । ଉଦ୍ଧାର…

ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ: ୨ଟି ଟ୍ରେନ୍ ବାତିଲ ଓ ତିନୋଟିର ରୁଟ୍ ପରିବର୍ତ୍ତନ

ସମ୍ବଲପୁର: ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ପୂର୍ବ ତଟ ରେଳ ଡିଭିଜନ ଅନ୍ତର୍ଗତ ସମ୍ବଲପୁର ସର୍ଲା ୟାର୍ଡ ନିକଟରେ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଏକ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍ କୌଣସି କାରଣ ବଶତଃ ଲାଇନଚ୍ୟୁତ ହୋଇଥିଲା । ତେବେ ତୁରନ୍ତ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି…

ଅଙ୍ଗନବାଡ଼ି ସ୍କୁଲ୍ ସାମ୍ନାରୁ ଆବର୍ଜନା ସଫା କରିବାକୁ କହିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର: ଅଙ୍ଗନବାଡ଼ି ସ୍କୁଲ ଘର ଆଗରୁ , ଆବର୍ଜନା ସଫା କରିବାକୁ କହିବାରୁ , ପ୍ରତିଶୋଧ ପରାୟଣ ହୋଇ ଯୁବକକୁ ମରଣାନ୍ତକ ଆକ୍ରମଣ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗାଁରେ ଘଟିଛି ଏଭଳି ଘଟଣା । ଆହତ ଯୁବକ , ସେହି ଗାଁର କୁନା ପ୍ରଧାନ । ତାଙ୍କୁ ଗୁରୁତର ଅବସ୍ଥାରେ…

ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛି। ଛତିଶଗଡ଼ର ବିଜାପୁର ଏସ୍‌ପିଙ୍କ ନିକଟରେ ମହିଳା ନକ୍ସଲ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ମାଡ ଡିଭିଜନ୍‌ର ନକ୍ସଲ ଜାଟଲୁର ଏଲଓଏସ୍‌ ସଦସ୍ୟ ତଥା ମରାମେଟା ଥାନା ଅନ୍ତର୍ଗତ ତାକୀଲୋଡ ହାଲ ନିବାସୀ…