Browsing Category

ଓଡିଶା

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ଅଫିସ ଡିଇଓ ଭୋଳା ମହେଶ୍ବର

ନୂଆପଡ଼ା ୧୨।୧୦ : ଭିଜିଲାନ୍ସ ହାତରେ ଡିଇଓ । ଆବାସିକ ପ୍ରମାଣପତ୍ର ପ୍ରଦାନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ନୂଆପଡା ଜିଲ୍ଲା ଖଡିଆଳ ତହସିଲ ଅଫିସ୍ ର ଡିଇଓ ଭୋଳା ମହେଶ୍ବର ଦଣ୍ଡସେନା ଭିଜିଲାନ୍ସ ହାତରେ ଧରାପଡିଛି । ଖବର ଅନୁଯାୟୀ, ଖଡିଆଳ ଥାନା…

ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସର ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ।ରାଜ୍ୟ ନେତୃତ୍ୱ ହରେକୃଷ୍ଣଙ୍କ ନାଁ ସୁପାରିଶ କରିଥିବା ବେଳେ ଏଥିରେ ମୋହର ମାରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରାର୍ଥୀ…

ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ୬ ଅଭିଯୁକ୍ତ କୋର୍ଟରେ ହାଜର

ଭଦ୍ରକ, ୧୨।୧୦: ଵହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମସ୍ତ ୬ ଅଭିଯୁକ୍ତ କୋର୍ଟରେ ହାଜର ହୋଇଛନ୍ତି । ଭଦ୍ରକ, ନଳାଙ୍ଗ କୋର୍ଟରେ ଶର୍ମିଷ୍ଠାଙ୍କ ସହ ସମସ୍ତ ଅଭିଯୁକ୍ତ ହାଜର ହୋଇଛନ୍ତି । ହତ୍ୟାକାଣ୍ଡ କେସ୍‌ର ଚାର୍ଜଫ୍ରେମ ହେବା ପରେ ପୁନଶ୍ଚ ସମସ୍ତେ…

ଚନ୍ଦକା ଜଙ୍ଗଲରୁ କଥା କହି ପାରୁ ନଥିବା ଜଣେ ନାବାଳକ ଉଦ୍ଧାର

ଭୁବନେଶ୍ୱର : ବାର ତେର ବର୍ଷର ପିଲାଟିଏ । କଥା କହି ପାରୁନି । ବୋଧହୁଏ ତାର ମାନସିକ ସ୍ଥିତି ଠିକ୍‌ ନାହିଁ । ଏମିତି ଅବସ୍ଥାରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ଗୋଡ଼ିବାରି ନିକଟରେ ପିଲାଟି ବୁଲୁଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ପିଲାଟି ଆଦୌ କଥା କହି ପାରୁନି…

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ୩ଜଣ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଜଳେଶ୍ୱର, ୧୨।୧୦: ଅବକାରୀ ବିଭାଗକୁ ବଡ଼ ସଫଳତା । ଜଳେଶ୍ବର ଥାନା ଓ କମର୍ଦା ଥାନା ଅଂଚଳରୁ ୮୦୦ଗ୍ରାମ ବ୍ରାଉନ ସୁଗାର ଜବତ ।ଜଣେ ମହିଳା ସମେତ ୩ ବ୍ରାଉନ ସୁଗାର ବେପାରୀ ଗିରଫ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ଟଙ୍କା ହେବ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର…

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର ୧୨।୧୦ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨…

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ବିନ୍ଦାସ ଚିନୁ ସହ ୩ଜଣଙ୍କୁ ଜେରା

ଭୁବନେଶ୍ୱର ୧୨।୧୦ : ଗୋପ ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। ବିନ୍ଦାସ ଚିନୁକୁ ଜେରା କରୁଛି ପୋଲିସ । ଡ଼ିସିପି ଅଫିସରେ ବିନ୍ଦାସ ଚିନୁ ସମେତ ଆଉ ତିନି ଜଣଙ୍କୁ ଜେରା କରୁଛି ପୋଲିସ । ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡ଼ରେ ଥିଲା…

ଘରୁ ଓ ଦୋକାନୀଙ୍କ ଠାରୁ ଦିନକୁ ଦୁଇଥର ଉଠିବ ଅଳିଆ

ଭୁବନେଶ୍ୱର ୧୨/୧୦: ଏଣିକି ଦିନରେ ଦୁଇ ଥର ଉଠିବ ଅଳିଆ । ଏହି ସବୁ ଅଳିଆ ସଂଗ୍ରହ କରିବ ବିଏମସି । ଘରୁ ଓ ଦୋକାନୀଙ୍କ ଠାରୁ ସଂଗ୍ରହ କରାଯିବ ଅଳିଆ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର । ଡଷ୍ଟବିନ ରଖିନଥିବା ବ୍ୟକ୍ତିଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ । ଅଳିଆ ପୃଥକୀକରଣ…

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା : ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର

ଭୁବନେଶ୍ୱର ୧୨।୧୦ : ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା । ସାମ୍ନାକୁ ଆସିଲା କିଛି ସାଙ୍ଘାତିକ ତଥ୍ୟ । ନିଜ ଆକାଉଣ୍ଟରେ କୌଣସି ଟଙ୍କା ନେଇନାହାନ୍ତି ଅର୍ଚ୍ଚନା । ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର । ବ୍ୟାଙ୍କ ଯାଞ୍ଚ ପରେ ପୋଲିସକୁ ମିଳିଛି ଏପିରି…

ବାତ୍ୟା ଗୁଜବଠାରୁ ଦୂରେଇ ରୁହନ୍ତୁ ପରାମର୍ଶ : ପାଣିପାଗ ବିଭାଗ

ଭୁବନେଶ୍ୱର ୧୨/୧୦: ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଭାଗ ତରଫରୁ କୁହାଯାଇଛି ଯେ, ଏନେଇ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ…