Browsing Category

ଓଡିଶା

ଲେଡି ବ୍ଲାକମେଲର ଗିରଫ ଘଟଣା: ଭିଡିଓ କନ୍‌‌ଫରେନ୍‌ସିଂ ଜରିଆରେ ହାଜର ହେଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ଭିଡିଓ କନ୍‌ଫରେନସିଂ ଜରିଆରେ ଶୁଣାଣି ହୋଇଛି। ବ୍ଲାକମେଲର ଅର୍ଚ୍ଚନା ନାଗ ଏସ୍‌ଡିଜେଏମ୍‌ କୋର୍ଟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହଜାର ହୋଇଛନ୍ତି। ପ୍ରଥମ ଦିନରେ ଅର୍ଚ୍ଚନା ନିଜର ଓକିଲଙ୍କ…

ଚିକିତ୍ସା ଅବହେଳାରୁ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ନୀଳଗିରି,୧୧/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ କେସିପୁର ପଞ୍ଚାୟତ ବାରାଖେଦା ଗ୍ରାମର ଜଗମୋହନ ମୁର୍ମୁଙ୍କ ୫ ବର୍ଷର ଶିଶୁକନ୍ୟା ନିଶ୍ୱାସ ନେବାରେ କଷ୍ଟ…

ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୧ ଲକ୍ଷ ଟଙ୍କା

ସମ୍ବଲପୁର: ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ୧୧ ଲକ୍ଷ । ଦଶହରା ପର୍ବ ଶେଷ ହେଉ ହେଉ ସମ୍ବଲପୁର ସହରରେ ମାତିଛନ୍ତି ଲୁଟେରା । ଆଜି ଲୁଟେରା ମାନେ ଜଣେ ବ୍ୟବସାୟୀଙ୍କ ହାତରୁ ୧୧ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଝାମ୍ପି ନେଇଛନ୍ତି। ଟାଉନ ଥାନା ଅନ୍ତର୍ଗତ ମୋଡ଼ିପଡ଼ା ସ୍ଥିତ…

ସ୍କୁଲ ନଯିବାକୁ ଜିଦ କରି ଦେହରେ କିରାସିନି ଢାଳିଦେଲା ନାବାଳକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଯାଜପୁର : ଟମକା ଥାନା ସମରପିଟା ଗ୍ରାମରେ ସ୍କୁଲ ନଯିବାକୁ ଜିଦ କରି କିରାସିନି ଢାଳି ହୋଇ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତର କରାଯାଇଥିଲା ତେବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି ମୃତ ନାବାଳକ ଜଣକ ଏକ…

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର ୧୧।୧୦: ଯାଜପୁର ଅନ୍ତର୍ଗତ ବିଂଝାରପୁର ଥାନା କପିଳା ଛକ ସୀମାଚତୁରୀ ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ପ୍ରୀତିପୁର ଅଞ୍ଚଳର ମାନିନୀ ଜେନା ବୋଲି ଜଣାପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଘଟଣା ସ୍ଥଳରେ ବିଂଝାରପୁର ପୋଲିସର ପହଞ୍ଚି ତଦନ୍ତ…

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ

ବାଲିଗୁଡା: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ । ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ତଡ଼ବାଡି ଗାଁରେ ହତ୍ୟାକାଣ୍ଡ ଘଟିଛି ।ମୃତକ ହେଲେ କୁଳପଦର ଗାଁର ପ୍ରଦୀପ…

ବାଇକ୍‌ ପଛପଟୁ ଧକ୍କା ଦେଲା ଡମ୍ପର: ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ବଲାଙ୍ଗିର: ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ। ବଲାଙ୍ଗିର ଭବାନୀପାଟଣା ରାସ୍ତା ସିନଖମନ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ମୃତକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ଏକ ତାରା ଗାଁର। ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ବାଇକ୍‌ରେ ଯାଉଥିବାବେଳେ ପଛପଟୁ ଏକ ଡମ୍ପର…

ଧାମନଗର ଉପ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ:ସରଗରମ ଧାମନଗର ରାଜନୀତି । ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ନାମାଙ୍କନ ଦାଖଲ ପୂର୍ବରୁ ପ୍ରଥମେ ବାପା ତଥା ଦିଂବଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ନାମାଙ୍କନ ଦାଖଲ ପାଇଁ ଯାଇଥିଲେ । ପ୍ରାର୍ଥିପତ୍ର…

ପୀଡିତାଙ୍କ ସାଂଘାତିକ ତଥ୍ୟ, ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା

ଭୁବନେଶ୍ୱର ୧୧।୧୦ : ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା । ପୀଡିତାଙ୍କ FIRରେ ସାଂଘାତିକ ତଥ୍ୟ । ଅର୍ଚ୍ଚନା ନିଶାଦେଇ ନଗ୍ନ ଭିଡିଓ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ପୀଡିତା । କେବଳ ସେତିକି ନୁହେଁ ଏବାବଦରେ ପଚାରିବାରୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ । ସିନେ ପ୍ରଯୋଜକ…

ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଆରଏମଆରସି ପରାମର୍ଶରେ ହେବ ଗବେଷଣା

ଭୁବନେଶ୍ଵର, ୧୧/୧୦ : ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି। ବର୍ଜ୍ୟ ଜଳର କଣ ରହିଛି ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି ନାହିଁ ସେ ବାବଦରେ ମଧ୍ୟ ଜାଣିହେବ। ରାଜ୍ୟ ସରକାରଙ୍କ ସହଯୋଗରେ ଏନେଇ ଗବେଷଣା କରିବ ଆରଏମଆରସି। ଆଇସିଏମଆର ର ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି…