Browsing Category

ଓଡିଶା

ହାଇକୋର୍ଟରୁ ମିଳିଲା ମୋକିମ୍‌ଙ୍କୁ ଜାମିନ୍‌, ୧୩ରେ ପରବର୍ତ୍ତୀ ଶୁଣାଣି

କଟକ ୧୦।୧୦ : ଭିଜିଲାନ୍ସ କୋର୍ଟ ଦ୍ୱାରା ମହମ୍ମଦ ମୋକିମ୍‌ଙ୍କୁ ଦଣ୍ଡାଦେଶ ମାମଲା । ହାଇକୋର୍ଟରୁ ମୋକିମଙ୍କୁ ମିଳିଲା ଜାମିନ । ଆସନ୍ତା ୧୩ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଖବର ଅନୁଯାୟୀ, ORHDC ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ…

ସରିଲା କାଳୁଆ ଯାତ୍ରା, କୁମାର ପୂର୍ଣ୍ଣିମାରେ ବିଦାୟ ନେଲେ ମାଆ

ବ୍ରହ୍ମପୁର ୧୦/୧୦: ବ୍ରହ୍ମପୁରରେ ଶେଷ ହେଲା କାଳୁଆ ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ କୁମାର ପୂର୍ଣ୍ଣିମା ଉତ୍ସବରେ ମାଆ ନେଲେ ବିଦାୟ । ୧୫ ଦିନ ଧରି ଚାଲିଥିବା ଯାତ୍ରା ବିଳମ୍ବିତ ରାତିରେ ସରିଛି । ମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ପୁରା ପରିବେଶକୁ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୦।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳୀଙ୍କ ଭିଡ଼

ପୁରୀ ୧୦।୧୦: ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ। ମାସେ ଧରି ଚାଲିବାକୁ ଥିବା…

କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀପୂଜା

ଧରାବତରଣ କରିଛନ୍ତି ଧନଦାତ୍ରୀ । କେନ୍ଦ୍ରାପଡ଼ା, ଅନୁଗୁଳ ସମେତ ଢେଙ୍କାନାଳ ସହରରେ ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ । ଚଳିତବର୍ଷ ଜିଲ୍ଲାର କାଞ୍ଚନ ବଜାର ତୋରଣ, ବଜାର ଛକର ଡିଜିଟାଲ ସାଜସଜା, ହୁଲୁରସିଂହାର…

ରାଜ୍ୟର ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ/ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ / ପରମର୍ଶଦାତା ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ପ୍ରଭାତ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ…

ଧାମନଗର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଲେ ବିଜେପି ପ୍ରାର୍ଥୀ

ସରଗରମ ଧାମନଗର ରାଜନୀତି । । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରିଛି ଦଳ । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଧାମନଗରରେ ବିଜେପିର…

ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବାବେଳେ ବଜ୍ରାଘାତ, ୨ ମୃତ ଓ ଗୁରୁତରଙ୍କ ସଂଖ୍ୟା ୨୬କୁ ବୃଦ୍ଧି

ରାଉରକେଲା: ରାଉରକେଲା ନୂଆଗାଁ ବ୍ଲକ ବନେଇଲତା ଅଞ୍ଚଳରେ ଅଘଟଣ । ଫୁଟବଲ୍‌ ମ୍ୟାଚ୍‌ ଚାଲୁଥିବାବେଳେ ବଜ୍ରାଘାତ । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୧୨ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗୁରୁତରଙ୍କ…

ଖୋର୍ଦ୍ଧା ରୋଡ୍‌ ରେଳ କଲୋନୀକୁ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ଡିଆର୍‌ଏମ୍‌

ଜଟଣୀ ୦୯/୧୦: ଜଟଣୀ ପୌରାଞ୍ଚଳରେ ଥିବା ସମସ୍ତ ରେଳବାଇ କଲୋନୀକୁ ଡିଭଜନାଲ ରେଲୱେ ମ୍ୟାନେଜର ଶ୍ରୀ ରୀଙ୍କେସ୍ ରାୟ ବିଶୁଦ୍ଧ ନରାଜ ପାଣି ଯୋଗାଣର ଶୁଭାରମ୍ଭ କରିଛନ୍ତି l ଲୋକୋ କଲୋନୀରେ ଥିବା ପମ୍ପ ହାଉସରେ ପାନୀୟ ଜଳ ଯୋଗଣ ଶୁଭାରମ୍ଭ କରାଯାଇଥିଲାl ସମସ୍ତ କଲୋନୀରେ ପାନୀୟ ଜଳ…

ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲିଲେ ଡିସିପି

ଭୁବନେଶ୍ବର: ଅର୍ଚ୍ଚନାଙ୍କ ଲାପଟପ୍‌, ମୋବାଇଲ୍‌ , ହାର୍ଡଡିସ୍କ ଜବତ କରିଛି ପୋଲିସ୍‌ । ଏସବୁ ଡିଭାଇସକୁ ଫରେନସିକ୍‌ ଲାବ୍‌କୁ ପଠାଯାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତାଙ୍କର ଗତ ୫ ବର୍ଷରେ ଟଙ୍କା ନେଣଦେଣ ଏବଂ ଫିକ୍ସ୍‍ଡ ଡିପୋଜିଟ୍‌ ବାବଦରେ ଆର୍‌ବିଆଇକୁ ତଥ୍ୟ…