Browsing Category

ଓଡିଶା

ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । କେଉଁଠି ତୁହାକୁ ତୁହା ତ ଆଉ କେଉଁଠି ଝିପିଝିପି ବର୍ଷୁଛି । ଉପକୂଳ ଓଡ଼ିଶା…

ଶ୍ୱଶୁର ଘର ଗାଁ ପୋଖରୀରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ଶ୍ବଶୁର ଘର ଗାଁ ପୋଖରୀରେ ବୁଡି ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସେପଟେ କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁର…

ଧୂମଧାମରେ ପାଳିିତ ହେଉଛି ମହାମାୟାଙ୍କ ମହାନବମୀ ପୂଜା

ଶରତରେ ମା’ ଦୁର୍ଗା ପୃଥିବୀପୃଷ୍ଠରେ ଅବତରଣ କରିଥାନ୍ତି। ଏଣୁ ଏ ଅବସରରେ ଚଳଚଞ୍ଚଳ ହୋଇଉଠେ ସବୁ ଦେବୀ ପୀଠ। ବିଭିନ୍ନ ପେଣ୍ଡାଲ ମାନଙ୍କରେ ଦଶହରାରେ ଅସ୍ଥାୟୀ ଦେବୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ମା’ଙ୍କ ଆରାଧନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ ମା’…

ଲଗାଣ ବର୍ଷା ଯୋଗୁ ଭୁଶୁଡି ପଡ଼ିଲା ଲାଇଟ୍ ଗେଟ୍, ଜଣେ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଅଘଟଣ। ଲଗାଣ ବର୍ଷା ପ୍ରଭାବରେ ଭୁଷୁଡି ପଡ଼ିଲା ଦୂର୍ଗାପୂଜା ପାଇଁ ହୋଇଥିବା ଲାଇଟ୍ ଗେଟ୍। ଏଥିରେ ୨ଟି ଅଟୋ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି…

ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

ଧର୍ମଶାଳା : ବଜ୍ରପାତରେ ୨ମୃତ। ଘଟଣା ଘଟିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ। ମୃତକ ହେଲେ ବାବନ ମଲିକଙ୍କ ପୁଅ ଚନ୍ଦନ (୧୬) ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି (୨୦)। ଆଜି ଦୁହେଁ ଗାଁ ନିକଟ ବିଲକୁ ଘାସ କାଟିବାକୁ ଯାଇଥିବା ସମୟରେ ହଠାତ ବଜ୍ରପାତ…

ଏସ୍କର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଜଣେ ଯୁବତୀଙ୍କ ସମେତ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଫେକ୍‌ ଏସକର୍ଟ ସର୍ଭିସ୍‌ ନାଁରେ ଠକେଇ । ଗୁଗୁଲ୍‌ ଆଡ୍‌ ଦେଇ ଠକେଇ ଚାଲିଥିଲା । ଏଥିରେ ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ମିଳିଛି । ୩ଜଣ ଏସକର୍ଟ ସଭିସ୍‌ କର୍ମଚାରୀ ଓ ଅନ୍ୟ…

ଲଗାଣ ବର୍ଷାରେ ଭୁଶୁଡିଲା ଡମଣା ତୋରଣ ଗେଟ୍‌

ଭୁବନେଶ୍ୱର: ଲଘୁଚାପ ବର୍ଷା ଯୋଗୁ ଭାଙ୍ଗିଲା ରାଜଧାନୀ ଡମଣା ଦୁର୍ଗା ପୂଜା ମଣ୍ଡପର ତୋରଣ । ରାଜଧାନୀରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଫିକା ପଡ଼ିଛି ପାର୍ବଣର ମାହୋଲ । ଦୁଇ ବର୍ଷ ପରେ ପୂଜା ମାହୋଲର ମଜା ଉଠାଇବାରୁ ଲୋକଙ୍କ ଭିଡ଼ ଜମୁଛି । ରାଜଧାନୀର ଆକର୍ଷଣୀୟ…

କାକଟପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ କାକଟପୁରରେ…

ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ। ଜିଲ୍ଲା ବସ୍ ସିଣ୍ଡିକେଟ ପକ୍ଷରୁ ଆଜି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗତ ୨ବର୍ଷ ଧରି ଲାଗି ରହିଥିବା ବିବାଦ ଉଗ୍ରଗୂପ ନେଇଛି। ବିଭିନ୍ନ ସମୟରେ ବନ୍ତ ଛକ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ କିଛି ଅସାମାଜିକ ଲୋକ ଦୌରାତ୍ମ ଚଳାଇଥିଲେ।…

ଓଡ଼ିଶାରେ ଆଉ ୯୧ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର…