Browsing Category

ଓଡିଶା

ଲଙ୍କେଶ୍ବର ବେଶରେ ପଦ୍ମଶ୍ରୀ ହଳଧର ନାଗ, ଲୋକଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ବରଗଡ:ବରଗଡ ଜିଲ୍ଲା ସୋହେଳା ବ୍ଲକ ଘେଁସ ଠାରେ ଚାଲିଥିବା ଶାରଦୀୟ ଦୁର୍ଗାପୂଜା ଅବସରରେ ଲଙ୍କେଶ୍ବର ବେଶ ପଦ୍ମଶ୍ରୀ ହଳଧର ନାଗ । ଅସତ୍ୟ ଉପରେ ସତ୍ୟର ବିଜୟ । ପାପ ଉପରେ ପୁଣ୍ଯର ବିଜୟର ବାର୍ତ୍ତା ଦେବା ପାଇଁ ବର୍ଷକୁ ଥରେ ଲଙ୍କେଶ୍ବର ରୂପରେ ଲୋକଙ୍କ ପାଖକୁ ପଦ୍ମଶ୍ରୀ ହଳଧର ନାଗ ଯାଇ ସଚେତନ…

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଓ ସେବାୟତ ସ୍ୱାଗତ କରିଥିଲେ । ପାଖାପାଖି ଅଧଘଣ୍ଟା ଶ୍ରୀମନ୍ଦିର ଭିତରେ ବିତାଇଥିଲେ କେନ୍ଦ୍ରମନ୍ତ୍ରୀ । ମହାପ୍ରଭୁଙ୍କ…

ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ ଓ ପୀଠରେ ଦଶମୀ ପୂଜା

ଭୁବନେଶ୍ୱର:ଧରାବତରଣ କରିଛନ୍ତି ମାଆ ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଘଣ୍ଟ, ଘଣ୍ଟି, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଆଜି ମହାନବମୀରେ କନ୍ୟା ପୂଜନ ପରମ୍ପରା ରହିଛି। ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ ।…

ଭିଜୁଛି ଉପକୂଳ ଓଡ଼ିଶା, ଭୁବନଶ୍ୱର ଓ କଟକ ସହରରେ ଲାଗି ରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋରସାଗରରେ ସକ୍ରିୟ ରହିଛି ଲଘୁଚାପ । ଭିଜୁଛି ଉପକୂଳ ଓଡ଼ିଶା । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ଗତକାଲି ରାତିରୁ ଲାଗି ରହିଛି ତୀବ୍ର ବର୍ଷା । ଟୁଇନ୍‌ ସିଟିରେ ଘଣ୍ଟାପ୍ରତି…

ମୁରଲୀ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । କୋରାପୁଟର ଏକ ମଞ୍ଚରେ ସଙ୍ଗୀତ ପରିବେଶଣ କରୁଥିବାବେଳେ ଅସୁସ୍ଥ ହୋଇପଡିଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର । ମେଡିକାଲ ନେବା ବାଟରେ ତାଙ୍କର…

କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା, ୦୩/୧୦: କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର l ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଦଳଗାଁ ଗ୍ରାମପଂଚାୟତର କାଏଁସଟିକ୍ରା ଗ୍ରାମର ଏକ କୂଅ ଭିତରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l କୂଅ ଭିତରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀମାନେ…

ପୂଜା ମଣ୍ଡପରୁ ଚୋରିକଲା ବେଳେ ଧରାପଡ଼ିଲେ ବ୍ଲେଡ୍‌ ଗ୍ୟାଙ୍ଗ

ଭୁବନେଶ୍ୱର ୦୩/୧୦: ରାଜଧାନୀରୁ ଧରାପଡିଲେ ବ୍ଲେଡ୍ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରୁ ଚୋରି କରୁଥିଲେ। ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲା ବେଳେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ସେମାନଙ୍କ ପାଖରୁ ବ୍ଲେଡ୍…

୩ ବର୍ଷର ପୁଅକୁ ପ୍ରେମିକ ସହ ମିଶି ମାରିଦେଲା ମା’

ପଟ୍ଟାମୁଣ୍ଡାଇ: ପ୍ରେମ ପାଇଁ ପାଗଳି ୩ଟି ଛଆର ମା’। ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ମରିଦେଲା ମା’। ଏଭଳି ସ୍ପର୍ଶକାତର ଘଟଣା ହେଉଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ମାଟିଆପଡା ଗାଁରେ…

ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ରଘୁରାଜପୁର ସ୍ଥିତ ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର। ଚଳିତ ମାସ ୧ ତାରିଖରେ କିଛି ବନ୍ଧୁଙ୍କ ସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାତପାଟନମ୍‌ ଗ୍ରାମର ପି.ବମ୍ମସି ଗୁଦଗୁଦା ବୁଲିବାକୁ ଯାଇ…

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ବର୍ଷାର ବିସ୍ତୃତ ବଢିବ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୱେଲୋ ୱାର୍ଣ୍ଣିଂ ଦେଇଛି । ଉପକୂଳ ଜିଲ୍ଲାଗୁଡିକ ସମେତ ନୟାଗଡ଼, ଗଜପତି,…