Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅସୁସ୍ଥ ଦନ୍ତାର ମୃତ୍ୟୁ, ଦୀର୍ଘଦିନ ଧରି ଜଙ୍ଗଲରେ ଚାଲିଥିଲା ଚିକିତ୍ସା
ବାରିପଦା ୦୩/୧୦: ଆଖି ବୁଜିଲା ଦନ୍ତା । ବାରିପଦା ବନଖଣ୍ଡ ଅଧିନସ୍ଥ କେ.ସି ପୁର ଜଙ୍ଗଲରେ ଆଘାତ ପ୍ରାପ୍ତ ଗୋଡର ଅପରେସନ୍ ପରେ ଜଙ୍ଗଲରେ ଛଡାଯାଇଥିବା ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ବହୁଦିନରୁ ହାତୀଟି ଶିକାରୀ ଫାଶ ଦ୍ୱାରା ଗୋଡରେ ଆଘାତ ପାଇ କଷ୍ଟ ପାଉଥିଲା ।
ଗତକାଲି ଭୁବନେଶ୍ୱରରୁ!-->!-->!-->…
ଓଲଟିଲା ଇ-କମର୍ସ ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ଦାରିଙ୍ଗବାଡ଼ି ୦୩।୧୦ : ଓଲଟିଲା ଇ-କମର୍ସ ଟ୍ରକ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡଙ୍ଗେରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଖବର ଅନୁଯାୟୀ,!-->!-->!-->…
ଦୁର୍ଗାପୂଜା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୦୩/୧୦: ଧରବାତରଣ କରିଛନ୍ତି ଜଗତଜନନୀ ମାଆ ମହିଷାମର୍ଦ୍ଦିନୀ । ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଦୁଇବର୍ଷର କରୋନା କଟକଣା ପରେ ଏ ବର୍ଷ ରାଜ୍ୟବାସୀ ଦଶହରାକୁ ବୁଲାବୁଲିର ମଜା ନେଉଛନ୍ତି ।
ତେବେ ଏହି ଅବସରରେ ଦୁର୍ଗାପୂଜା ପାଇଁ!-->!-->!-->…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୩।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ଆଜି ପୀଠରେ ମହାନବମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା
ଭୁବନେଶ୍ୱର ୦୩/୧୦: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ ।
ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ!-->!-->!-->…
ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
କଳାହାଣ୍ଡି ୦୩/୧୦: କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ଭବାନୀପାଟଣା ରେ ଅବସ୍ଥିତ ମାଣିକେଶ୍ୱରୀଙ୍କ ପୀଠରେ ବୈଦିକ ରୀତି ରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଆଦିବାସୀ ସଂସ୍କୃତି ର ମିଶ୍ରଣରେ ବିଶେଷ!-->…
ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ
ବରଗଡ଼ ୦୩।୧୦: ପଦ୍ମପୁର ବିଧାୟକଙ୍କ ପରଲୋକ । ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ!-->…
ଗାନ୍ଧୀ ଜୟନ୍ତୀ ପାଳିତ : ଯୋଗ ଦେଲେ ଛତିଶଗଡ଼ ର ଶିଳ୍ପ ଓ ଅବକାରୀ ବିଭାଗ ମନ୍ତ୍ରୀ କବାସୀ ଲକ୍ଷ୍ମା…
ମାଲକାନଗିରି :ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ସହ ଛତିଶଗଡ଼ ର ଇଣ୍ଡରଷ୍ଟ୍ରିଆଲ ଓ ଅବକାରୀ ବିଭାଗ ମନ୍ତ୍ରୀ କବାସୀ ଲକ୍ଷ୍ମା ଯୋଗ ଦେଇଥିଲେ । ପ୍ରଥମେ ଗାନ୍ଧିଜୀଙ୍କ!-->!-->!-->…
ଗ୍ଳୋବାଲ୍ ଗାନ୍ଧୀ ରତ୍ନ ଆଓ୍ବାର୍ଡ – ୨୦୨୨ ପାଇଲେ ଶିକ୍ଷକ କରୁଣାକର
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ
ମାଲକାନଗିରି : ବୃତ୍ତି ନେଇ କର୍ମ ସମସ୍ତେ କରନ୍ତି। କିନ୍ତୁ ବୃତ୍ତି ସହିତ ସମାଜର ମଙ୍ଗଳ କାମନା,ସେବା, ପରିବେଶ, ସାରସ୍ଵତ ସାଧନା ଏସବୁ କାର୍ଯ୍ଯ କ୍ଵଚିତ୍ ଲୋକ କରିଥାନ୍ତି। ସେହିଭଳି ଜଣେ ନିର୍ଭିକ ବ୍ୟକ୍ତିତ୍ଵ, ଆଦର୍ଶ ଶିକ୍ଷକ,!-->!-->!-->…
ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ପାଳିତ…
ବ୍ରହ୍ମପୁର /ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୩ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପୋଲିସ୍ ପ୍ୟାରେଡ ପଡିଆ ସମ୍ମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ!-->!-->!-->…