Browsing Category

ଓଡିଶା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣା, ପ୍ରତିକ୍ରିୟା ରଖିଲେ ପରିବହନ କମିଶନର

ଭୁବନେଶ୍ୱର, ୨୯/୦୯: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ କରାଯାଇଥିବା ସେ କହିଛନ୍ତି । ଓଡିଶା ସରକାର ଏହାର ଅର୍ଡର ଦେଇ ନାହାନ୍ତି । ୨୨ ରୁ ୨୬ଟି ରାଜ୍ୟ ଏହି ହାଇ…

ବରମୁଣ୍ଡା ପଡ଼ିଆରେ ବିଜେଡିର ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ

ଭୁବନେଶ୍ୱର: ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର…

ଇଡ଼କୋ ସହକାରୀ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଇଡ଼କୋ ସହକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଏକ ସଂଗେ ୭ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ହିଁ ଚଢ଼ାଉର ୨ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବ-ଇନ୍ସପେକ୍ଟର ଓ ୫ ଜଣ…

ମମିତା ହତ୍ୟାକାଣ୍ଡ; ସାକ୍ଷ୍ୟ ଗ୍ରହଣ ଆରମ୍ଭ

ବଲାଙ୍ଗିର : କଳାହାଣ୍ଡି ଜିଲା କେଗାଁ ଥାନା ଅଧୀନସ୍ଥ ମହାଲିଙ୍ଗ ସନ୍‍ ସାଇନ୍‍ ପବ୍ଲିକ୍‍ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ଗୁରୁବାର ଦିନଠାରୁ ଆରମ୍ଭ । କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ୍‍ କୋର୍ଟରେ ମମିତାଙ୍କ ବାପା, ମା’ ଓ ଅନ୍ୟ ୭ ଜଣ…

ଢେଙ୍କାନାଳ ଆସିଲା କଟକ ନରହନ୍ତା ହାତୀ

ଢେଙ୍କାନାଳ ୨୯।୦୯ : ଢେଙ୍କାନାଳକୁ ଆସିଲା କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ହାତୀ । ଟ୍ରାଙ୍କୁଲାଇଜ୍‌ ପରେ ହାତୀକୁ ଢେଙ୍କାନାଳ ଅଣାଯାଇଛି । ଖବର ଅନୁଯାୟୀ, ଦୁଇ ଦିନ ଧରି କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ନରହନ୍ତା ହାତୀକୁ ବହୁ ଚେଷ୍ଟା ପରେ ଟ୍ରାଙ୍କୁଲାଇଜ୍‌…

ରେଳ ସଂଯୋଗ ଦାବିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା

ପୁରୀ ୨୯।୦୯: କେନ୍ଦୁଝର ଆନନ୍ଦ ପୁର ଉପଖଣ୍ଡକୁ ରେଳ ଲାଇନ ସଂଯୋଗ କରିବାରେ ରେଳବାଇର ଅବହେଳା ଓ ପ୍ରଶାସନର ଖାମ୍ ଖିଆଲି ମନୋଭାବକୁ ନେଇ ଅଭିନବ ପ୍ରତିବାଦ। ପୁରୀ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା କଲେ ମା ଧନେଇ ସେବା ସଂଘର କର୍ମକର୍ତ୍ତା। ଯାହାକି ବେସ୍ ଚର୍ଚ୍ଚାର…

ହୋଟେଲ୍‌ ରୁମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ ୨୯।୦୯ : ପୁରୀର ହୋଟେଲ ମେ ଫେୟାର ୱେଭସରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, GIZ କମ୍ପାନୀର ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ…

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭଦ୍ରକ ୨୯।୦୯ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଟାଲିଛି ଚଢାଉ । ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଅଧିକ୍ଷଣ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୯।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

ସୁନ୍ଦରଗଡ଼: ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବେଦବ୍ୟାସ ପୀଠରୁ ପବିତ୍ର ଜଳ, ଐତିହାସିକ ଆମକୋ ସିମକୋରୁ ମାଟି…

ସୁନ୍ଦରଗଡ଼ //ରାଉରକେଲା : ଆଜାଦୀ କା ଅମୃତ ମହୋତ୍ସବ ଏବଂ ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥଳରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ପୀଠର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ଏବଂ ଐତିହାସିକ ଆମକୋ ସିମକୋ…