Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହୀରାକୁଦ ର ୫ଟି ଗେଟ୍ ବନ୍ଦ୍ , ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର ୨୪/୦୯ : ବନ୍ଦ ହେଲା ହୀରାକୁଦ ଡ୍ୟାମର ୫ଟି ଗେଟ୍ । ବର୍ତ୍ତମାନ ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି । ବାମ ପାର୍ଶ୍ୱରେ ୪ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୨୯ ଫୁଟ୍ । ପ୍ରତି!-->!-->!-->…
ପୁରୀରେ ବସିବ ଦଶମ ପରାମର୍ଶଦାତା କମିଟି ବୈଠକ
ପୁରୀ ୨୪/୦୯ : ଆଜି ପୁରୀରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହେବ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାଜୀବ ଚନ୍ଦ୍ରଶେଖର ଓ ଦେଶର ବିଭିନ୍ନ ରାଜନୈତିକ!-->!-->!-->…
୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍
ନିଶ୍ଚିତକୋଇଲି ୨୪/୦୯: ଆଜି ଭୋରୁ ଭୋରୁ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟ ରାସ୍ତାକଡରେ ବଡ ଦୁର୍ଘଟଣା । ଚାରିରୁ ପାଞ୍ଚଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ । ଅଳ୍ପକେ ବଞ୍ଚିଲେ ୧୪କର୍ମଚାରୀ । ଦୁଇଟି ଟ୍ରକ ଉକ୍ତ ସ୍ଥାନରେ ଏବେ ବି ପଶିରହିଚି ।
କଟକରୁ!-->!-->!-->…
କଟକ ଭରତିଆ ଟାୱାରରେ ଅଗ୍ନିକାଣ୍ଡ
କଟକ: କଟକ ବାଦାମବାଡ଼ି ଭରତିଆ ଟାଓ୍ୱାରରେ ଆଜି ସଂଧ୍ୟାରେ ଲାଗିଥିଲା ନିଆଁ । ବିଲ୍ଡିଂର ପଞ୍ଚମ ମହଲାରେ ନିଆଁ ଲାଗିଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। କୋଠାର ଏକ ଘର!-->…
ଜୀବନରୁ ମାରିଦେବାକୁ ଗ୍ୟାସଟାଙ୍କି ଖୋଲିଦେଲା ସ୍ୱାମୀ, ଗୁରୁତର ସ୍ତ୍ରୀ SCBରେ ଭର୍ତ୍ତି
ଭୁବନେଶ୍ୱର: ନିଶାଡି ସ୍ଵାମୀର ଅମାନବୀୟ କାଣ୍ଡ। ସ୍ୱାମୀରୁ ସାଜିଲା ଭକ୍ଷକ। ରାଜଧାନୀରେ ନିଶା ଚୁର ସ୍ଵାମୀ ଗ୍ୟାସ ଟାଙ୍କି ଖୋଲି ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି।ଏହି ବିଭତ୍ସ କାଣ୍ଡରେ ସ୍ତ୍ରୀ ପ୍ରଭାତୀ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ SCB ମେଡିକାଲକୁ!-->…
ଆସନ୍ତା ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆସନ୍ତା ସେପ୍ଟେମ୍ବର ୨୭ରେ ବେଙ୍ଗାଲୁରୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁ ତାଜ ୱଷ୍ଟେ ଏଣ୍ଡ ହୋଟେଲରେ ୨୭ ତାରିଖରେ ରହିବା ସହ ୨୮ରେ ସେହି ହୋଟେଲରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବା ସହ ନିବେଶକଙ୍କ ସହ ଅଲୋଚନା କରିବେ । ଏଥି ସହିତ ଓଡ଼ିଶାରେ!-->…
ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ୍ ଟି-ଟ୍ୱେଣ୍ଟି : ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି
କଟକ: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡସ ଲିଗ୍ ଟି-ଟେ୍ଵଣ୍ଟି ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ତିନିଟି କାଉଣ୍ଟରରେ ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୋଟ ୮ ହଜାର ୪୨୧ଟି ଟିକେଟ ଅଫଳାଇନରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ୨ ନମ୍ବର, ୪ ନମ୍ବର ଗ୍ୟାଲେରୀ,!-->…
ଧାମରା ଓ ଆରଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ
ଚାନ୍ଦବାଲି: ଧାମରା ଓ ଆରଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ। ଧାମରା ପୋର୍ଟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଧାମରା-ଜାମୁଝାଡି ରାସ୍ତାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହା ସହ ବାଲିମୁଣ୍ଡାଠାରେ ହେଉଥିବା!-->…
ଭୁବନେଶ୍ବର-କଟକ ଦୁର୍ଗାପୂଜାରେ ମାତ୍ରାଧିକ ଶବ୍ଦ ପାଇଁ କଟକଣା ଲାଗୁ
ଭୁବନେଶ୍ବର: ଦୁଇ ଦିନ ପରେ ମା’ ଦୁର୍ଗାଙ୍କ ଉପାସନା ପାଇଁ ନବରାତ୍ରି ଆରମ୍ଭ ହୋଇଯିବ। ଦେବୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ଓ ପୀଠଗୁଡ଼ିକରେ ଭିଡ଼ ରହିବ। ଏଥି ପାଇଁ ଉଭୟ ମନ୍ଦିର ଓ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ସେହିପରି!-->…
ନ୍ୟାୟ ପାଇବା ଆଶାରେ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ସ୍ବପ୍ନା
ବ୍ରହ୍ମପୁର ୨୩/୦୯: ବ୍ରହ୍ମପୁରରେ ନ୍ୟାୟ ମାଗୁଛନ୍ତି ଆଉ ଜଣେ ମହିଳା । ମହିଳା ଜଣଙ୍କ ସ୍ୱାମୀ ଘର ସମ୍ମୁଖରେ ଧାରଣା ଦେଇ ବସିଛନ୍ତି । ବ୍ରହ୍ମପୁର ରେଲୱେ ଷ୍ଟେସନରେ କାର୍ଯ୍ୟରତ ଟିଟିଆଇ କାହ୍ନୁ ନାୟକଙ୍କ ସ୍ତ୍ରୀ ସ୍ୱପ୍ନା ନାୟକ ବସିଛନ୍ତି ଧାରଣାରେ । କେବଳ ଧାରଣା ଦେଇନାହାଁନ୍ତି!-->…