Browsing Category

ଓଡିଶା

ତାରା ତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶୋପଚାର ପୂଜା

ପୁରୁଷୋତ୍ତମପୁର ୧୮/୦୯: ଦକ୍ଷିଣ ଓଡିଶାର ମା ତାରାତାରିଣୀଙ୍କ ଶକ୍ତିପୀଠରେ ଶନିବାର ଠାରୁ ଷୋଢ଼ଶ ଉପଚାର ପୂଜା ଆରମଅବ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ହେବ। ଶନିବାର ମାଙ୍କର ଉଥାପନ ଦିବସ ଯଥା ରିତିନୀତି…

ଦୀର୍ଘ ୧୨ ବର୍ଷ ହେଲା ଶଯ୍ୟାଶାୟୀ ଆଦିବାସୀ ଝିଅ ଲୟନ୍ତି : ବାଟ ହୁଡୁଛି ସରକାରୀ ସାହାଯ୍ୟ…

ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଗ୍ରାମବାସୀ ଙ୍କ ଅନୁରୋଧ... ଫୁଲବାଣୀ : ଆଦିବାସୀ ଯେ ଉପେକ୍ଷିତ ଓ ଅବହେଳିତ ଏହାର ସ୍ପଷ୍ଟ ଚିତ୍ର ତୁମୁଡ଼ିବନ୍ଧ ବ୍ଲକର କରକୁଡୁପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗେସିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ସରକାର ଆଦିବାସୀ ମାନଙ୍କ ଉର୍ନ୍ନତି ନିମନ୍ତେ…

5T ରେ ହେବ ରୂପାନ୍ତରିତ ହେବ ବୁର୍ଲା ଭିସୁଟ: ଅନୁମୋଦିତ କଲେ ମୁଖ୍ୟମନ୍ତ୍ରୀ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜିର 5T ରେ ହେବ ରୂପାନ୍ତରୀକରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସୁଟର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି। ୨୦୨୬ସୁଦ୍ଧା ଏଠାରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ…

କମିଶନରେଟ୍‌ ପୋଲିସ ଚଢ଼ଉ; ୧୧ ନିଶା ବେପାରୀଙ୍କୁ କାବୁ କଲା ହ୍ୱାଇଟ ସ୍ପାଇଡର ଟିମ୍‌

ଭୁବନେଶ୍ୱର ୧୭/୦୯: ରାଜଧାନୀରେ କମିଶନରେଟ ପୋଲିସର ହ୍ଵାଇଟ୍ ସ୍ପାଇଡର ଟିମ୍‌ର ଚଢ଼ଉ। ଚଢ଼ଉ ସମୟରେ ୭ ଧଳା ଜହର ବେପାରୀ ଗିରଫ। ସେମାନଙ୍କ ପାଖରୁ ମୋଟ୍‌ ୫୭ ଗ୍ରାମ ଧଳା ଜହର ଜବତ ହୋଇଛି। ଧଳା ଜହର ବ୍ୟବସାୟ କରୁଥିବା ୭ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେହିପରି ଗଞ୍ଜେଇ ବ୍ୟବସାୟରେ…

କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ୧୬୦ ଜାତିକୁ ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ସରକାର ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ…

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ୨୦ରେ ଲଘୁଚାପ ସମ୍ଭାବନା

ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ୪.୫ ରୁ ୫.୬ କିମି ମଧ୍ୟରେ ଆଜି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତୀ ଉତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ ସୃଷ୍ଟି…

ଔଷଧ ନିୟନ୍ତ୍ରକ ବିଭାଗର ଚଢ଼ଉ: ଜବତ ରକ୍ତଚାପ ଔଷଧ ନକଲି ଥିବା ସ୍ପଷ୍ଟ କଲେ କଟକ ଡିସିପି

କଟକ ୧୭/୦୯: କଟକରେ ଥିବା ବିଭିନ୍ନ ଔଷଧ ଦୋକାନରୁ ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଜବତ ହୋଇଥିବା ରକ୍ତଚାପ ଔଷଧ ନକଲି ଵୋଲି ସ୍ପଷ୍ଟ ହୋଇଛି। କଟକ ଡିସିପି ପିନାକ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି। ଭୁବନେଶ୍ବର ପରୀକ୍ଷାଗାରକୁ ଏହି ଔଷଧର ନମୁନା ପରୀକ୍ଷା କରି ପାଇଁ ପଠାଯାଇଥିଲା। ପରେ…

ଗାଧୋଇବା ବେଳେ ନଦୀରେ ବୁଡ଼ି ଇଞ୍ଜିନିୟରିଙ୍ଗ ଛାତ୍ର ମୃତ

ଜଗତସିଂହପୁର ୧୭/୦୯: ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଅଘଟଣ। ବଡ଼ ବାପାଙ୍କ ଦଶାହ କର୍ମକୁ ଆସିଥିବା ଯୁବକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଖବର ଅନୁସାରେ, ଶନିବାର ବିଲୁଆ ଖାଇ ନଦୀରେ ଗାଧୋାଇଥିବା ବେଳେ ପାଣିରେ ବୁଡିଯାଇ ଇଞ୍ଜିନିୟରିଇଂ ଛାତ୍ରଙ୍କ ମୃତ୍ୟ ହୋଇଛି।…

ଜନ ଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ବର: ଭଦ୍ରକ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ହୋଇଛି। ଡଗରାସାହି ଲେବୁଲ କ୍ରସିଂ ନିକଟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ହାୱଡା ଭୁବନେଶ୍ବର ଆସୁଥିବା ବେଳେ ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟତ ଲାଇଚ୍ୟୁତ ହୋଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ…

ଫୁଟ୍‌ବଲ ମ୍ୟାଚ୍‌ ବେଳେ ବଜ୍ରପାତ; ଜଣେ ମୃତ ୩ ଗୁରୁତର

ବାରିପଦା ୧୭/୦୯ : ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀରେ ଥିବା ରାଜାବସା ପଡ଼ିଆରେ ଅଘଟଣ। ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରାଘାତ କାରଣରୁ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ…