Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଣ୍ଡାଘାଟିରେ ୭ ଶହ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ବିଏସଏଫ କ୍ୟାମ୍ପରେ ଆଜି ଏକ ସଭାରେ ୭ ଶହରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଆଜି ଘର ବାହୁଡା କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କାର ସହ ମୁଖ୍ୟସ୍ରୋତରେ ସାମିଲ ହେଲେ କେଉଁ ଉପକାରିତା ରହିଛି ସେ ସମ୍ପର୍କରେ ବୁଝାଯାଇଥିଲା। ଏହି!-->…
ପୋଲିସ ହାତରେ ନକଲି ନାଭାଲ ଅଫିସର ଟିମ୍, ଚାକିରି ନାଁରେ ବହୁ ଜଣଙ୍କଠୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା
ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡସଫଳତା । ଭାରତୀୟ ନୈବାହୀନିରେ ଚାକିରି କରାଇଦେବା କହି ପାରଳାଖେମୁଣ୍ଡିର ତିନିଜଣ ବେକାରୀ ଯୁବକଙ୍କ ଠାରୁ ୧୭ଲକ୍ଷ ଠକିନେଇଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ଏମାନଙ୍କ ଠାରୁ!-->…
ଆଇନ ସହାୟତା ସେବା ଦେଶରେ ଅବହେଳିତ, ଲୋକଙ୍କ କଲ୍ୟାଣ ପାଇଁ ଆଇନ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ଉଚିତ- ସୁପ୍ରିମକୋର୍ଟ…
କଟକ : ଆଇନ ସହାୟତା ସେଵା ଦେଶରେ ଅଵହେଳିତ ଅଵସ୍ଥାରେ ଅଛି। ଲୋକଙ୍କ କଲ୍ୟାଣ ପାଇଁ ଆଇନ ପାଶ୍ କରୁଥିବା ଛାତ୍ରଛାତ୍ରୀ ମାନେ ଏ ଦିଗରେ ଧ୍ୟାନ ଦେଵା ନିହାତି ଆବଶ୍ୟକ ଵୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ଵିଚାରପତି ଜଷ୍ଟିସ ୟୁ ୟୁ ଲଳିତ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଇନ!-->!-->!-->…
ସରକାର ଚାହିଁଲେ ଖୋଲିବ ରତ୍ନଭଣ୍ଡାର, ପୁରୀ ଶ୍ରୀମନ୍ଦିର ବୈଠକରେ ଯୋଗଦେଲେ ଆମିକସକ୍ୟୁରି
ପୁରୀ: ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରତ୍ନ ଭାନ୍ଦ୍ର ଖୋଲିବା ନେଇ ରାଜ୍ୟ!-->…
ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି
ପୁରୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ପୁରୀ ଗସ୍ତ । ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୁକ୍ରବାର ରାତିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ପୁରୀରେ ପହଁଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପ୍ରଶାସନର!-->…
କଣ୍ଟାବାଞ୍ଜି ଲଜ୍ରୁ ୬୦ ଲକ୍ଷ ଜବତ ଘଟଣା, ଗିରଫ ସାତ ଜଣଙ୍କୁ ଛାଡିଲା ପୋଲିସ
କଣ୍ଟାବାଞ୍ଜି ୧୭।୦୯: କଣ୍ଟାବାଞ୍ଜି ଲଜ୍ରୁ ୬୦ ଲକ୍ଷ ଜବତ ଘଟଣା । ମାମଲାରେ ଗିରଫ ସାତ ଜଣଙ୍କୁ ରାତିରେ ଛାଡିଲା ପୋଲିସ । ଜବତ ଟଙ୍କାର ପରିମାଣ ଅଧିକ ହେବ ବୋଲି ଅଭିଯୋଗ ପରେ ଏସ୍ପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି!-->!-->!-->…
ନ୍ୟାୟପାଳିକା ସହ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା
କଟକ : ନ୍ୟାୟପାଳିକା ସହ ଯୋଡ଼ି ହେଲା ଏକ ନୂତନ ଅଧ୍ୟାୟ । ଜିଲ୍ଲାସ୍ତରୀୟ ଆଇନ୍ ଅଦାଲତ ଗୁଡିକରେ ଆଜିଠାରୁ ଲାଗୁ ହେଲା ପେପର ଲେସ୍ ବ୍ୟବସ୍ଥା ।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏହି ପେପର ଲେସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । କଟକ ସ୍ଥିତ ଜୁଡ଼ିସିଆଲ!-->!-->!-->…
ପଥରରେ ଛେଚି ଯୁବକଙ୍କୁ ହତ୍ୟା
ଜଟଣୀ : ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜଟଣୀ ଗଜପତି ନଗର ଅଞ୍ଚଳର ଜି.ଇଶ୍ୱର ରାଓ!-->!-->!-->…
ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା
ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ଅବସରରେ ପୂରୀ ବେଳାଭୂମିରେ ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଏ ଅବସରରେ ମାଟି ନିର୍ମିତ ଚା କପ୍ ସାହାଯ୍ୟରେ ମୋଦିଙ୍କ!-->!-->!-->…
ରାଜ୍ୟରେ ଆଉ ୨୩୩ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ!-->…