Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜେଏସ୍ଡବ୍ଲ୍ୟୁ ବସ୍କୁ ଟ୍ରକ୍ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଲା
ଝାରସୁଗୁଡ଼ା: ଗତକାଲି ସନ୍ଧ୍ୟା ପ୍ରାୟ ୬.୨୦ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର, ବ୍ରିକ୍ପାଲ!-->…
ମୂଳାଷ୍ଟମୀରେ ଆରମ୍ଭ ହେଲା ପାର୍ବଣ ପୂଜା, ଝଙ୍କଡ଼ ପୀଠରେ ଚାଲିବ ଷୋଡଶ ଉପଚାର ପୂଜା
ଜଗତସିଂହପୁର: ଆଜି ପବିତ୍ର ମୂଳାଷ୍ଟମୀ। ଆଜି ଠାରୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେଦୀ ମା’ ଝଙ୍କଡ଼ ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ବ୍ୟାପୀ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ!-->…
ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା
ଭୁବନେଶ୍ୱର : ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଧୁମ୍ ଧାମ୍ ରେ ପୂଜା ହୋଇପାରିନଥିବା ବେଳେ ଏଥର ବେଶ୍!-->…
ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ : ଭାରତୀୟ ତଟରକ୍ଷୀ ସହ ଗୋପାଳପୁର ବନ୍ଦରର ସହଯୋଗର ହାତ…
ବ୍ରହ୍ମପୁର : ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସକୁ “ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ବିଷୟବସ୍ତୁ ଅନୁସାରେ ପାଳନ କରିବା ଲାଗି ଭାରତୀୟ ତଟରକ୍ଷୀ ଷ୍ଟେସନ, ଗୋପାଳପୁର ସହ ସହଯୋଗର ହାତ ବଢାଇଛି ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ।
!-->!-->!-->!-->!-->…
ଜାଲ ବିଲ ସଂଗ୍ରହ ସମ୍ପର୍କରେ ଗ୍ରାହକଙ୍କୁ ସଚେତନ କଲା ଟିପିଏସ୍ଓଡିଏଲ୍…
ଜିଲ୍ଲାରେ ଘୁରି ବୁଲୁଛନ୍ତି ଛଦ୍ମବେଶରେ ଟିପିଏସ୍ଓଡିଏଲ୍ ଵିଲ ସଂଗ୍ରହ କର୍ମଚାରୀ..!
ବ୍ରହ୍ମପୁର : ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ଯୌଥ ଉଦ୍ୟୋଗ ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍ ଆଜି ଠକମାନଙ୍କ ବିଲ୍ ସଂଗ୍ରହ ସମ୍ପର୍କରେ ଏକ ସଚେତନତା ବାର୍ତ୍ତା ଜାରି କରିଛି।!-->!-->!-->…
ଲଘୁଚାପ ବର୍ଷାରେ ଭାଙ୍ଗି ଯାଇଥିବା ନଦୀବନ୍ଧ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଉଷାଦେବୀ
ପାତ୍ରପୁର-ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ହେବାଫଳରେ ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ପଞ୍ଚାୟତ ଭୀମପୁର ଗ୍ରାମ ନିକଟ ବଗିନଦୀ କେନାଲରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଥିଲା ବେଳେ ଆଜି ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା!-->…
ସେପ୍ଟେମ୍ବର ୨୦ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ଵର: ଉତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି!-->!-->!-->…
ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନ ବିଚାରପତି
କଟକ ୧୬/୦୯: ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ କଟକରେ ନବମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁପ୍ରିମକୋର୍ଟର ଵିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୁଡ଼!-->…
ବାୟୁସେନା ପକ୍ଷରୁ ପୁରୀରେ ଆସନ୍ତାକାଲି ଏୟାର୍ ଶୋ: ଅତିରିକ୍ତ ଜିଲ୍ଲାପାଳ
ପୁରୀ ୧୬/୦୯: ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ପୁରୀରେ ହେବ ଏୟାର୍ ଶୋ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଆସନ୍ତାକାଲି ଏହି ଏୟାର୍ ଶୋ ହେବାକୁ ଯାଉଛି। ପୁରୀ ରାଜ ଭବନ ଫାଖ ବ୍ଲୁ ଫ୍ଲାଗ୍ ବିଚ୍ରେ ଭାରତୀୟ ବାୟୁ ସେନା ପକ୍ଷରୁ ଏୟାର ଶୋ ଅନୁଷ୍ଠି!-->…
ଓଟିଇଟି ପରୀକ୍ଷାରେ କପି ଘଟଣା: ମାଲକାନଗିରିର ୩ଟି କେନ୍ଦ୍ର ଅଯୋଗ୍ୟ ଘୋଷିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଏହାକୁ ଅଯୋଗ୍ୟ ଘୋଷିତ କରିଛି।ମାଲକାନଗିରିରେ ହୋଇଥିବା ତିନୋଟି ସେଣ୍ଟରରେ ଓଟିଇଟି ପରୀକ୍ଷା ସଂପୂର୍ଣ୍ଣ ରୂପେ!-->…