Browsing Category

ଓଡିଶା

ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ

କେନ୍ଦ୍ରାପଡ଼ା ୧୫।୦୯ : ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଘଟିଛି ଅଘଟଣ । . ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ…

ମୁମ୍ବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ; ୨୫ ହଜାର କୋଟି ଟଙ୍କାର ନିବେଶ କରିବାକୁ ଘୋଷଣା କଲା ବେଦାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୫ ହଜାର କୋଟି ଟଙ୍କାର ନିବେଶ କରିବ ବେଦାନ୍ତ । ଆଲୁମିନିୟମ ଫେରୋକ୍ରୋମ ଓ ମାଇନିଂ କ୍ଷେତ୍ରରେ ଏହି ପୁଞ୍ଜିନିବେଶ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ଗସ୍ତ ସମୟରେ ଏହି ଘୋଷଣା କରିଛି ବେଦାନ୍ତ । ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଏହି…

ଜୈବ ବର୍ଜ୍ୟବସ୍ତୁ ପରିଚାଳନା ମାମଲା, ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ପ୍ରମୁଖ ତିନି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ‌ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଥିବା ବ୍ୟବସ୍ଥାର ତଦାରଖ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦର ତିନି ଜଣ ପ୍ରତିନିଧି…

ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଦ୍ବିତୀୟଦିନ: ‘ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରାଯିବ’

ପୁରୀ : କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ପକ୍ଷରୁ ପ୍ରାଥମିକତା ଦିଆଯିବ। ୨୦୨୪ ମସିହାରେ ସାଧାରଣ ନିର୍ବାଚନରେ ବିଜୟ ଏବଂ ଓଡ଼ିଶାରେ ସରକାର ଗଠନ ମୂଳଲକ୍ଷ୍ୟ ଥିବାରୁ ତୃଣମୂଳ ସ୍ତରରେ ଦଳକୁ ପ୍ରସ୍ତୁତ କରାଯିବ। ଏକ ସ୍ଥାନୀୟ…

ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍‌ପିଙ୍କ ମାଡ଼

ନବରଙ୍ଗପୁର: ଖାକିର ଦାଦାଗିରି । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଏଏସ୍‌ପିଙ୍କ ମାଡ଼ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଏହି ଘଟଣା ଘଟିଛି । ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ…

ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାରେ ୨ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ସଂରକ୍ଷିତ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାର ୨ ଗିରଫ । ଆଜି ଦୁଇଜଣଙ୍କୁ ଗିରଫ କରିଛି ଉଲୁଣ୍ଡା ବନବିଭାଗ । ଗତ ୧୩ ତାରିଖରେ ଜଙ୍ଗଲରୁ ବାଘର ମୃତଦେହ ମିଳିଥିଲା । ମୃତ ବାଘର ନଖ କାଟିନେଇଥିଲେ ଶିକାରୀ । ଉଲୁଣ୍ଡା…

ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ

ବାଲେଶ୍ୱର ୧୫।୦୯: ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ । ୭୫ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ…

ସ୍ୱାମୀକୁ ଟାର୍ଗେଟ୍ ବେଳେ ସାମ୍ନାକୁ ଚାଲି ଆସିଲେ ସ୍ତ୍ରୀ, ଗୁଳିମାଡରେ ଚାଲିଗଲା ଜୀବନ

ନୂଆପଡ଼ା : ନୂଆପଡ଼ା କୋମନା ଥାନା ଠୁଟିବର ଗାଁରେ ଗୁଳିକାଣ୍ଡ । ଜଣେ ମହିଳା ମୃତ । ମୃତ ମହିଳା ଜଣକ ହେଲେ ଶରତ ସାହୁଙ୍କ ସ୍ତ୍ରୀ କୁମୁଦିନୀ ଶବର । ସ୍ୱାମୀର ଜୀବନ ବଞ୍ଚାଇବାକୁ ଯାଇ ମହିଳା ମୃତ । ଗୁଳିମାଡ଼ କରିଥିଲେ ଗ୍ରାମରକ୍ଷୀଙ୍କ ପୁଅ ନୀଳାମ୍ବର ସୁନା । ଦାଦାବଟି ନ ଦେବାରୁ ଗୁଳି କରି…

କାଠଯୋଡ଼ି ବ୍ରିଜରୁ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍

କଟକ ୧୫।୦୯ : କାଠଯୋଡ଼ି ବ୍ରିଜରୁ ତଳକୁ ଖସିଲା ମାଛ ବୋଝେଇ ଟ୍ରକ୍ । ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ୍ ତଳକୁ ଖସିଥିବା ସୂଚନା । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି । ଟ୍ରକରୁ ମାଛ ଖାଲି କରିବା ପରେ ଉପରକୁ ଉଠାଯିବ ଟ୍ରକ । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ…

ଶ୍ୱେତା କୁମାରୀଙ୍କ ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡଙ୍କୁ ରାତିଅଧିଆ ଜେରା

ଭୁବନେଶ୍ୱର,୧୫/୦୯: ଦୀର୍ଘ ଦିନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍‌ ଶ୍ୱେତାଙ୍କ ବାପା ଓ…