Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୁଧବାର ଶ୍ରୀମନ୍ଦିରରେ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
ପୁରୀ ୧୮।୧୦: ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ ।
ତେବେ ଏହି ବିଶେଷ ନୀତି ପାଇଁ ଭକ୍ତମାନେ ଅପରାହ୍ଣ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା!-->!-->!-->…
ନକଲି ଔଷଧକୁ ନେଇ କିଛି ଅଭିଯୋଗ ଥିଲେ ସିଧା ଡଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ ଗ୍ରାହକ, ଦୋକାନରେ ଲାଗିଲା ନୋଟିସ
ଭୁବନେଶ୍ବର: ନକଲି ଔଷଧ ନିୟନ୍ତ୍ରଣ ପାଇଁ ଆଉ ପାଦେ ଆଗେଇଲେ ଔଷଧ ନିୟନ୍ତ୍ରକ ଅଧିକାରୀ। ଭୁବନେଶ୍ବରର ପ୍ରତି ଔଷଧ ଦୋକାନରେ ଲାଗିଲା ସଚେତନତାର ଲିଫ୍ ଲେଟ। ଯେଉଁଥିରେ ଔଷଧ ନିୟନ୍ତ୍ରକ ଅଧିକାରୀଙ୍କ ହ୍ବାର୍ଟସଆପ ନମ୍ବର ରହିଛି।
ଯେଉଁ ଔଷଧକୁ ନେଇ ମନରେ ସନ୍ଦେହ ଓ ଅଭିଯୋଗ ରହିବ,!-->!-->!-->…
ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା!-->…
କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେନି ମୋକିମ
ଭୁବନେଶ୍ବର: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ କଂଗ୍ରେସ ସଭାପତି ନିର୍ବାଚନରେ ଭୋଟ ଦେଲେ ନାହିଁ। ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିବେନି ବୋଲି କହିଲେ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ ଚର୍ଚ୍ଚାରେ ଥିଲେ ମୋକିମ।ଆଜି ସମଗ୍ର ଦେଶରେ କଂଗ୍ରେସର ପରବର୍ତ୍ତୀ!-->…
ରାଜଧାନୀରୁ ନିର୍ଯାତିତା ନାବାଳିକା ଉଦ୍ଧାର
ଭୁବନେଶ୍ବର: ଆଜି ରାଜଧାନୀରୁ ଜଣେ ନିର୍ଯାତିତା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ, ଶ୍ରମ ଅଧିକାରୀ ଏବଂ ପୁଲିସର ମିଳିତ ପ୍ରୟାସରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ମଞ୍ଚେଶ୍ୱର ଥାନା ଅଧୀନ ସତ୍ୟବିହାରରୁ ଉଦ୍ଧାର କରାଯାଇଛି। ପୀଡ଼ିତାଙ୍କୁ ସତ୍ୟ ଏନକ୍ଲେଭ ସ୍ଥିତ ରଶ୍ମୀରଂଜନ!-->…
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୦ରେ ଲଘୁଚାପ
ଭୁବନେଶ୍ୱର: ଆଜି (ସୋମବାର) ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏବଂ ଏହା ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୩.୧ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର!-->…
ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍ ୫ଜଣ ପ୍ରାର୍ଥୀ, ୧୩୪ଟି ବୁଥର ନାଁ ବଦଳିଛି: ନିର୍ବାଚନ କମିଶନଙ୍କ ସୂଚନା
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍ ୫ଜଣ ପ୍ରାର୍ଥୀ । ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ୫ଜଣ ପ୍ରାର୍ଥି ମଇଦାନରେ ଅଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ମୋଟ୍ ଭୋଟର ୨ ଲକ୍ଷ ୩୮ ହଜାର ୪୧୭ । ମୋଟ୍ ୨୫୨ ମତଦାନ କେନ୍ଦ୍ର କରାଯିବ । ୧୩୪ଟି!-->…
ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ଅନୁଭବ ଏବଂ ବର୍ଷା
କଟକ, ୧୭/୧୦: କଟକ ଫ୍ୟାମିଲି କୋର୍ଟରେ ପୁଣିଥରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜିବି ସମ୍ପର୍ଣ୍ଣ ହୋଇପାରିନାହିଁ । ସାକ୍ଷ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ଆଜି ସାକ୍ଷ୍ୟ ଗ୍ରହଣ!-->…
ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ
କଟକ, ୧୭/୧୦: ନଵମ ଓ ଦଶମ ଶ୍ରେଣୀରେ ଏଣିକି ଚାରିଟି ନୂଆ ଵିଷୟ ପାଠ୍ୟକ୍ରମରେ ରହିବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଵୋର୍ଡ କର୍ତ୍ତୃପକ୍ଷ। ଚଳିତ ଵର୍ଷଠାରୁ ଏହି ଵିଷୟ ଗୁଡିକ ନଵମରେ ଆରମ୍ଭ କରାଯିବ। ଆସନ୍ତା ଵର୍ଷଠାରୁ ଦଶମରେ ଏହି ଵିଷୟ ଗୁଡିକୁ ଆରମ୍ଭ କରାଯିବ।!-->…
୫୦୦ ଲିଟର ଜିଞ୍ଜର ସହ ପିକଅପ୍ ଭ୍ୟାନ୍ ଜବତ, ଦୁଇ ଗିରଫ
ସୋର, ୧୭/୧୦: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଜାତୀୟ ରାଜପଥ ନିକଟରୁ ବିପୁଳ ପରିମାଣ ଜିଞ୍ଜର ଜବତ ହୋଇଛି । ଏହି ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଝାଡଖଣ୍ଡରୁ ଜିଞ୍ଜର ବାରମ୍ବାର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।
କୌଣସି ସୁତ୍ରରୁ!-->!-->!-->…